Sign in
Sign in
Recover your password.
A password will be e-mailed to you.
Browsing Category
ସୁନ୍ଦରଗଡ଼
Rotary Queens Donate E-Rickshaw to Spread Happiness Foundation
Rourkela: In a heartwarming gesture of compassion and community service, the Rotary Club of Rourkela Queens donated an E-Rickshaw to the Spread Happiness Foundation to support the transportation needs of its Old Age Home. The vehicle was…
ରୋଟାରୀ କ୍ଲବ ଅଫ୍ ରାଉରକେଲା କ୍ୱିନ୍ସ ପକ୍ଷରୁ ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନକୁ ଇ-ରିକ୍ସା ପ୍ରଦାନ
ରାଉରକେଲା: ସମାଜସେବା ଓ ମାନବିକତାର ଏକ ଉତ୍କୃଷ୍ଟ ନିଦର୍ଶନ ସ୍ୱରୂପ ରୋଟାରୀ କ୍ଲବ ଅଫ୍ ରାଉରକେଲା କ୍ୱିନ୍ସ ପକ୍ଷରୁ ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନ ପରିଚାଳିତ ବୃଦ୍ଧାଶ୍ରମ ପାଇଁ ଏକ ଇ-ରିକ୍ସା ପ୍ରଦାନ କରାଯାଇଛି। ଏହି ଗାଡ଼ିକୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR)ର…
ଏଏଆଇ ହାତକୁ ଯିବ ରାଉରକେଲା ବିମାନବନ୍ଦର ‘ସେଲ’ ବୋର୍ଡରେ ଅନୁମୋଦନ, କେନ୍ଦ୍ରମନ୍ତ୍ରୀଙ୍କ ସ୍ବାଗତ
ରାଉରକେଲା: ରାଉରକେଲା ବିମାନବନ୍ଦରର ମାଲିକାନାକୁ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ(ଏଏଆଇ)କୁ ହସ୍ତାନ୍ତରିତ ହେବ। ‘ସେଲ୍’ ବୋର୍ଡ଼ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବିମାନବନ୍ଦର ଅଧୀନରେ ଥିବା ୧୪୦ ଏକର ଜମି ଭାରତୀୟ ବିମାନ ବନ୍ଦର ପ୍ରାଧିକରଣକୁ ପ୍ରଦାନ କରାଯିବା ପାଇଁ ‘ସେଲ’…
ଗୋ-ମାଂସ ବିକ୍ରିକୁ ବିରୋଧ କରିବାରୁ ଗୁଳି
କୁତ୍ରା : ସୁନ୍ଦରଗଡ଼ ଜିଲାର କୁତ୍ରା ଥାନା ଅନ୍ତର୍ଗତ ଲିଟିବେଡ଼ା ଜଙ୍ଗଲରେ ଭୋର୍ ପ୍ରାୟ ସାଢ଼େ ୩ଟାରେ ଏକ ଚିପ୍ସ ବୋଝେଇ ହାଇୱା ଉପରକୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି। ଅପରାଧୀଙ୍କ ଗୁଳିମାଡ଼ରୁ ଡ୍ରାଇଭର ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ…
ରାଉରକେଲାରେ ଡବଲ୍ ଏନକାଉଣ୍ଟର
ରାଉରକେଲା: ରାଉରକେଲା ପୁଲିସକୁ ବଡ ସଫଳତା । ଆଜି ଭୋର ସାଢେ ୩ଟା ସମୟରେ ଝିରପାଣି ଥାନା ଅଞ୍ଚଳରେ ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପୁଲିସର ପାଲଟା ଗୁଳିରେ ତୋଫାନ ହତ୍ୟା ଘଟଣାର ଦୁଇ ମୁଖ୍ୟ ଅଭିଯୁକ୍ତ ଚୁନୁ ହରିପା ଓ ନଣ୍ଡା ଓରଫ ସୁଶାନ୍ତ ଆହତ ହୋଇଛନ୍ତି। ଉଭୟଙ୍କ…
୨ ହାଇୱା ମୁହାଁମୁହିଁ ଧକ୍କା, ଜୀଅନ୍ତା ଜଳିଗଲେ ୨ ଡ୍ରାଇଭର
ସୁନ୍ଦରଗଡ଼ : ଦୁଇ ହାଇୱା ମୁହାଁମୁହଁ ଧକ୍କାରେ ଜଳିଗଲେ ଦୁଇ ଡ୍ରାଇଭର୍। ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ। ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ଏସ୍ ଏଚ୍ ୧୦ କଇସରା ନିକଟରେ ଆଜି ଭୋର ସମୟରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ସୁନ୍ଦରଗଡ଼ ପଟୁ ଯାଉଥିବା ଏକ ହାଇୱାକୁ ସାମ୍ନା ପଟୁ ଆସୁଥିବା…
୪ ଜଣଙ୍କ ଜୀବନ ନେଲା ଦଶାହ ଭୋଜି ; ୧୭ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ
ସୁନ୍ଦରଗଡ଼ : ଦଶାହ ଭୋଜି ଖାଇ ୪ ମୃତ, ୧୭ ଆକ୍ରାନ୍ତ। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ନୂଆଡ଼ିହି ଗାଁରେ ଭୋଜି ଖାଇ ୧୭ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ସୂଚନା ଅନୁସାରେ, ନୂଆଡ଼ିହି ଗାଁରେ ଆୟୋଜିତ ଏକ ଦଶାହ ଭୋଜି ଖାଇବା ପରେ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଲାଗିଥିଲା।…
ନିଶା ଆଡ୍ଡାରେ ପଶିଲା ପୋଲିସ୍। ରାଉରକେଲାରେ ବଡ଼ ଧରଣର ରେଡ୍।
ରାଉରକେଲା : ରାଉରକେଲାରେ ରହମତ୍ ନଗର ନିଶା ଆଡ୍ଡା ଉପରେ ରେଡ୍। ୧୦ରୁ ୧୨ ନିଶା ବ୍ୟବସାୟୀଙ୍କୁ କାବୁ କଲା ପୋଲିସ୍। ୫ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ନେତୃତ୍ୱରେ ଚାଲିଥିଲା ରେଡ୍। ଉତ୍ତେଜନା ଆଶଙ୍କାରେ ୧୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।
ମୀନା ପଡା, ଅହମତ ନଗର ଆଦି ସ୍ଥାନରେ ରାତି…
ଭୟଙ୍କର ଟ୍ରକ୍ଦୁ ର୍ଘଟଣା : ଜଳିଗଲା ୨ ଟ୍ରକ୍
ସୁନ୍ଦରଗଡ଼ : ଜଳିଗଲା ୨ ଟ୍ରକ୍, ଡ୍ରାଇଭର ଜୀବନ୍ତ ଦଗ୍ଧ। ସୁନ୍ଦରଗଡ଼ ଜିଲ୍ଲା ହେମଗିର ଥାନା ରତନସରା ଡିବିଏଲ କ୍ୟାମ୍ପ୍ ନିକଟରେ ଏପରି ଭୟଙ୍କର ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଦୁର୍ଘଟଣା ପରେ ୨ଟି ଟ୍ରକ୍ ଜଳି ପୋଡି ପାଉଁଶ ହୋଇଯାଇଛି। ଏଥିରେ ଜଣେ ଡ୍ରାଇଭର ମଧ୍ୟ…
ରାଉରକେଲା ଆସୁଛନ୍ତି ରାଷ୍ଟ୍ରପତି, ଚାଲିଛି ଜୋରଦାର କାରକେଡ୍ ରିହର୍ସାଲ୍, ଛାଉଣୀ ହେଲାଣି ଫୋର୍ସ
ରାଉରକେଲା : ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସଜେଇ ହେଉଛି ଇସ୍ପାତ ସହର ରାଉରକେଲା। ଆସନ୍ତା କଲି ରାଉରକେଲା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏୟାର ପୋର୍ଟ ପାଖ ପଡିଆରେ ଏକ ବିରାଟ…