Sign in
Sign in
Recover your password.
A password will be e-mailed to you.
Browsing Category
ସୁନ୍ଦରଗଡ଼
ସହିଦ ଦୀପକଙ୍କୁ ଝୁରୁଛି ଗାଁ’ମାଟି: କେନ୍ଦ୍ରୀୟ ଓ ସୁନ୍ଦରଗଡ଼ ପୁଲିସବାହିନୀର ଗାର୍ଡ ଅଫ୍ ଅନର୍
କୁତ୍ରା: ସାନଭାଇର ବାହାଘର ପିନ୍ଧାଣି (ନିର୍ବନ୍ଧ) ଉତ୍ସବକୁ ଆସି ପାରିନଥିଲେ। କିନ୍ତୁ ଚର୍ଚ୍ଚରେ ଗତକାଲି ୨୧ ତାରିଖରେ ହେବାକୁ ଥିବା ‘ପଞ୍ଜୀକରଣ ଓ ବଚନଦତ୍’ ଉତ୍ସବକୁ ଆସିଥାନ୍ତେ। ସେଥିପାଇଁ ଛୁଟି ବି ମଞ୍ଜୁର ହୋଇଯାଇଥିଲା। କିନ୍ତୁ ୧୬ ତାରିଖରେ ଛତିଶଗଡ଼ରେ ନିର୍ବାଚନ ଡ୍ୟୁଟି…
ଏନ୍ଆଇଟିରେ ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ; ୩୦ରେ ଉଦ୍ଘାଟନ କରିବେ ଧର୍ମେନ୍ଦ୍ର ପ୍ରଧାନ
ରାଉରକେଲା: ସ୍ଥାନୀୟ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍ଆଇଟି) ପରିସରରେ ସ୍ଥାପନ ହେବ ନୂଆ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ। ଅନୁଷ୍ଠାନର ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀଙ୍କ ପୁଅଝିଅ ସମେତ ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଉତ୍କୃଷ୍ଟ ମାନର ସ୍କୁଲ ଶିକ୍ଷା ଯୋଗାଇଦେବା ଉଦ୍ଦେଶ୍ୟରେ…
ରେଳଧାରଣା ନିକଟରୁ ୧୦କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ୍ ଜବତ
ସୁନ୍ଦରଗଡ଼: ପଣ୍ଡ ହେଲା ମାଓ ଷଡ଼ଯନ୍ତ୍ର । ଟଳିଗଲା ବଡ଼ ଧରଣର ବିପଦ । ରେଳଧାରଣା ନିକଟରୁ ଜବତ ହୋଇଛି ୧୦କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ୍ । ସୁନ୍ଦରଗଡ଼ ଜିଲ୍ଲା ତଥା କୋଇଡା ଥାନା ଟୋପାଡିହି ରେଳଧାରଣା ନିକଟରୁ ଲ୍ୟାଣ୍ଡମାଇନ ଜବତ କରିଛନ୍ତି ଡିଭିଏଫ ଯବାନ । ସ୍ଥାନୀୟ ପୋଲିସ ଓ ଡିଭିଏଫ୍…
ରାଉରକେଲାରୁ ଉଡ଼ିବନି ନୂଆ ବିମାନ
ରାଉରକେଲା: ରାଉରକେଲା ବିମାନବନ୍ଦର ପୂର୍ଣ୍ଣ କାର୍ଯ୍ୟକ୍ଷମ ଆଶା ମଉଳିବାରେ ଲାଗିଛି। ରାଉରକେଲା-କୋଲକାତା ନୂଆ ବିମାନ ଉଡ଼ାଣ ପାଇଁ ଦାବି ହେଉଥିବାବେଳେ ଏହା ପୂରଣ ହେବା ସମ୍ଭାବନା କ୍ଷୀଣ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ଆଗାମୀ ୬ ମାସ ପାଇଁ ଏହି ନୂତନ ଉଡ଼ାଣ ସୂଚୀ…
ଦୁର୍ଘଟଣା ନେଲା ଚାଳକଙ୍କ ଜୀବନ
କୋଇଡ଼ା: ପୁଣି ଚୁନାଘାଟିରେ ଦୁର୍ଘଟଣା। ଟ୍ରକ୍ ଏବଂ ହାଇୱା ମୁହାଁମୁହିଁ ଧକ୍କା ହେବା ଫଳରେ ଟ୍ରକ୍ ଓଲଟିଲା। ଏଥିରେ ଚାଲିଯାଇଛି ଡ୍ରାଇଭରଙ୍କ ଜୀବନ। ଗତକାଲି ରାତି ପ୍ରାୟ ୧୧ଟାରେ ଘଟିଥିଲା ଏହି ଦୁର୍ଘଟଣା। ପ୍ରାୟ ୮ ଘଣ୍ଟାର କସରତ ପରେ ଆଜି ସକାଳେ ଚାପି ହୋଇଥିବା ଚାଳକଙ୍କୁ ସକାଳେ ବାହାର…
ଢାବାମାଲିକଙ୍କୁ ଗୁଳି କରି ହତ୍ୟା
କୋଇଡ଼ା : ପୂର୍ବଶତ୍ରୁତାକୁ କେନ୍ଦ୍ରକରି ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ ଚୋରମାଲଦା ଗ୍ରାମରେ ଜଣେ ଢାବାମାଲିକଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଗୁଳିମାଡ଼ରେ ଜଣେ ଢାବା କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
କୋଇଡ଼ା…
କୁଲର୍ ଉପରେ ମହମବତୀ ଲଗାଇ ଶୋଇଥିଲେ ୨ ଶ୍ରମିକ,୨ଜଣ ଶ୍ରମିକଙ୍କ ମୃତ୍ୟୁ
ସୁନ୍ଦରଗଡ଼: ଘରେ ନିଆଁ ଲାଗିଯିବାରୁ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ଲୁହୁରାଢ଼ିପାରେ। ମୃତ ଶ୍ରମିକ ଦ୍ୱୟ ହେଲେ ଦିଲୀପ ଓ ମିଠୁ। ସେମାନଙ୍କ ଘର ସୁନ୍ଦରଗଡ଼ ଜିଲ୍ଲାର କିଞ୍ଜିରି ଥାନା ଅନ୍ତର୍ଗତ ବାଉଁରି ମୁଣ୍ଡା…
ରାସନକାର୍ଡରେ ୧୫, ୦୦୦ ନକଲି ନାଁ !
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଯୋଗାଣ ବିଭାଗର ଗୋଟିଏ ପରେ ଗୋଟିଏ କେଳେଙ୍କାରୀ ପଦାକୁ ଆସିବାରେ ଲାଗିଛି। ‘ଭୂତ କାର୍ଡ’ ପରେ ଏବେ ନକଲି ନାମ ଥିବା କାର୍ଡରେ ଉଠାଯାଉଛି ଶହ ଶହ କ୍ବିଣ୍ଟାଲ ଚାଉଳ ଓ ଗହମ। ବସ୍ତିରେ ରହୁଥିବା ହିତାଧିକାରୀଙ୍କ କାର୍ଡରେ ଚାଲିଛି ଏହି କାମ। ଯେଉଁ ହିତାଧିକାରୀ…
ଝିରିପାଣି ହତ୍ୟାକାରୀକୁ ଏନକାଉଣ୍ଟର: ଅଭିଯୁକ୍ତ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି
ରାଉରକେଲା: ପୁଲିସ ସହ ଗୁଳି ବିନିମୟରେ ବାଞ୍ଛାନିଧି ତନ୍ତିଙ୍କ ହତ୍ୟାକାରୀ ଅଜିତ ଓରାମ ଆହତ ହୋଇଛି। ପୁଲିସ ଅଜିତ ନିକଟରୁ ଗୋଟିଏ ପିସ୍ତଲ ଦୁଇ ରାଉଣ୍ଡ ଗୁଳି ଜବତ କରିଛି। ଆହତ ଅଜିତକୁ ରାଉରକେଲା ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ଝିରିପାଣିରେ ଗତକାଲି ଗୁଳିମାଡରେ…
ମଉସାକୁ ଶିଳପୁଆରେ ଛେଚି ହତ୍ୟା କଲା ପୁତୁରା
ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନାର ହାତୀଆଡା ଗ୍ରାମରେ ମଉସାକୁ ଶିଳପୁଆରେ ଛେଚି ହତ୍ୟା କରିଛି ପୁତୁରା। ଦୀର୍ଘ ଦିନ ହେଲା ଜମିବାଡ଼ିକୁ କେନ୍ଦ୍ର କରି ଦୁଇ ପରିବାର ଭିତରେ କଳହ ଲାଗି ରହୁଥିଲା। ଗତକାଲି ମଉସା ଜୁହୁରୁ ମାଝୀ ଗାଁରେ ସାମୁହିକ କାର୍ଯ୍ୟରେ ଯୋଗ ଦେଇ ବିଳମ୍ବିତ…