ରାଉରକେଲା : ରାଉରକେଲାରେ ରହମତ୍ ନଗର ନିଶା ଆଡ୍ଡା ଉପରେ ରେଡ୍। ୧୦ରୁ ୧୨ ନିଶା ବ୍ୟବସାୟୀଙ୍କୁ କାବୁ କଲା ପୋଲିସ୍। ୫ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ନେତୃତ୍ୱରେ ଚାଲିଥିଲା ରେଡ୍। ଉତ୍ତେଜନା ଆଶଙ୍କାରେ ୧୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।
ମୀନା ପଡା, ଅହମତ ନଗର ଆଦି ସ୍ଥାନରେ ରାତି ଅଧିଆ ରେଡ କରାଯାଇଥିଲା। ଚଢାଉ ବେଳେ ଡଗ ସ୍କ୍ବାର୍ଡ ମଧ୍ୟ ସାମିଲ କରାଯାଇଥିଲା। କେତେ ପରିମାଣରର ନିଶାଦ୍ରବ୍ୟ ମିଳିଛି ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ।
Comments are closed.