ନିଟ୍ ପେପର ଲିକ୍ ପରେ ଏବେ ରିଫଣ୍ଡ ପ୍ରକ୍ରିୟା, ଫି’ ଫେରସ୍ତ ପାଇଁ ଆବେଦନ ଆରମ୍ଭ

ୱେବସାଇଟରେ ଖୋଲିଲା ରିଫଣ୍ଡ ଲିଙ୍କ୍। ମେ’ ୩ରେ ପରୀକ୍ଷା ଦେଇଥିବା ପିଲାଏ ଟଙ୍କା ଫେରି ପାଇପାରିବେ।

0

ନୂଆଦିଲ୍ଲୀ : ନିଟ୍ ପେପର ଲିକ୍ ପରେ ଏବେ ରିଫଣ୍ଡ ପାଇଁ ଖୋଲିଛି ୱେବସାଇଟ। ଯେଉଁ ଛାତ୍ରଛାତ୍ରୀ ମାନେ ମେ’ ୩ ତାରିଖ ପରୀକ୍ଷା ଦେଇଥିଲେ, ସେମାନେ ଫି’ ଫେରସ୍ତ ଚାହୁଁଥିଲେ ସେମାନେ NTA ୱେବସାଇଟରେ ଲଗ୍ ଇନ୍ କରି ନିଜ ତଥ୍ୟ ଦେଇପାରିବେ।

Leave A Reply

Your email address will not be published.