Browsing Category

କଳାହାଣ୍ଡି

ଦନ୍ତାହାତୀର ମୃତଦେହ ଠାବ

ଭବାନୀପାଟଣା : କଳାହାଣ୍ଡି ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ରେଞ୍ଜ ଅନ୍ତର୍ଗତ କମର୍ଦ୍ଧା ଗାଁ ଠାରୁ ପ୍ରାୟ ୧ କିମି ଦୂରରେ ଏକ ଦନ୍ତା ହାତୀର ଗଳିତ ମୃତ ଦେହ ଠାବ ହେଇଛି। ରବିବାର ସକାଳୁ ଗାଁ ଲୋକଙ୍କ ଠାରୁ ଖବର ପାଇ ବନ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ହାତୀ ଟି କିପରି ମଲା…

ବେଦାନ୍ତ ଆଲୁମିନିୟମ କଳାହାଣ୍ଡିର ଗ୍ରାମଗୁଡ଼ିକୁ କୃଷି ଉପରେ ବିଶ୍ୱାସ ଫେରାଇ ଆଣିବାରେ ସାହାଯ୍ୟ କରୁଛି

ଭୁବନେଶ୍ୱର: ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଆଖପାଖ ଗ୍ରାମଗୁଡ଼ିକରେ, ଗ୍ରୀଷ୍ମ ଋତୁର ଆଗମନ ପ୍ରାୟତଃ ବୃଦ୍ଧି ପାଉଥିବା ଅନିଶ୍ଚିତତାର ଭାବନା ସହିତ ଥାଏ। ତାପମାତ୍ରା ବୃଦ୍ଧି ପାଇବା ଏବଂ ଜଳଭଣ୍ଡାର ହ୍ରାସ ପାଇବା ସହିତ, ଚାଷୀମାନେ ଆକାଶ ଆଡକୁ ମୁଣ୍ଡ ଟେକି ବର୍ଷାର ସଙ୍କେତ ଅପେକ୍ଷା କରନ୍ତି,…

ଯନ୍ତ୍ରୀଙ୍କ ୬୮ ପ୍ଲଟ୍, ୨ ଫାର୍ମ ହାଉସ୍; ସମ୍ପତ୍ତି ଦେଖି ତାଜୁବ୍ ଭିଜିଲାନ୍ସ

କଳାହାଣ୍ଡି :କଳାହାଣ୍ଡି ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ ଘରେ ଭିଜିଲାନ୍ସ ରେଡ୍‌ ସମୟରେ ବିପୁଳ ସମ୍ପତ୍ତି ଠାବ ହୋଇଛି। ତାଙ୍କ ନାମରେ ୬୮ଟି ପ୍ଲଟ୍, ୨ଟି ଫାର୍ମହାଉସ୍, ୪ଟି କୋଠା ସହ ବହୁ ଜମି ଥିବା ସୂଚନା ମିଳିଛି। ଏହି ଘଟଣା ଏବେ ସମଗ୍ର ଓଡ଼ିଶାରେ ଚର୍ଚ୍ଚାର ବିଷୟ…

ସଂକୁଳସ୍ତରୀୟ ଆଚାର୍ଯ୍ୟ କର୍ମଶାଳା ଉଦଯାପିତ

ଭବାନୀପାଟଣା(୩୦।୪) : ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଦ୍ୱାରା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବ୍ରଜବିହାରଠାରେ ଗତ ୨୭ ରୁ ଚାଲିଥିବା ସଂକୁଳସ୍ତରୀୟ ଆଚାର୍ଯ୍ୟ କର୍ମଶାଳା ଗୁରୁବାର ଉଦଯାପିତ ହୋଇଯାଇଛି।ସଂକୁଳ ସଂଯୋଜକ ତଥା ବର୍ଗ ପ୍ରମୁଖ ମନୋଜ କୁମାର ମୁଣ୍ଡଙ୍କ ତତ୍ୱାବଧାନରେ ଏହା ଅନୁଷ୍ଠିତ…

କର୍ଲାପଡା +୩ କଲେଜରେ ଭବ୍ୟବିଦାୟ ସମାରୋହ

ଭବାନୀପାଟଣା (୧୮|୪) : ଭବାନୀପାଟଣା ବ୍ଲକ ଅନ୍ତର୍ଗତ କର୍ଲାପଡା +୩ ଡିଗ୍ରୀ କଲେଜରେ ଇତିହାସ ବିଭାଗ ତରଫରୁ ଶେଷ ବର୍ଷ ୨୦୨୩-୨୬ ବ୍ୟାଚର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଭବ୍ୟ ବିଦାୟ ସମାରୋହ ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମଟି ୨ୟ ଏବଂ ୩ୟ ସେମିଷ୍ଟାରର ଛାତ୍ରଛାତ୍ରୀମାନଙ୍କ ତରଫରୁ…

ଇତିହାସ ବିଭାଗର କ୍ଷେତ୍ର ଅଧ୍ୟୟନ: ଗ୍ରାମୀଣ ସମୁଦାୟ ସହ ସଂଯୋଗ ଓ ସଚେତନତା ପ୍ରଚାର

ଭବାନୀପାଟଣା(୧୪|୪): ସ୍ନାତକ ମହାବିଦ୍ୟାଳୟ କର୍ଲାପଡାର ଇତିହାସ ବିଭାଗର ଗ୍ରୁପ୍-୧ ଚତୁର୍ଥ ସେମିଷ୍ଟାରର ୧୭ ଜଣ ଛାତ୍ରଛାତ୍ରୀଙ୍କ ଦ୍ୱାରା ସମୁଦାୟ ସଂଲଗ୍ନତା,କ୍ଷେତ୍ର ଅଧ୍ୟୟନ,ଇଣ୍ଟରଶିପ୍ କାର୍ଯ୍ୟକ୍ରମ ସଫଳ ଭାବେ ସମ୍ପନ୍ନ ହୋଇଛି।ଅଧ୍ୟାପିକା ସୁଭଶ୍ରୀ ପଣ୍ଡାଙ୍କ ମାର୍ଗଦର୍ଶନ ଓ…

ବୋର୍ଡା ମଣ୍ଡଳ ସ୍ତରୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ କର୍ମଶାଳା

ଭବାନୀପାଟଣା(୩୦|୩): ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ସେଁପୁର ଶିଶୁ ବିଦ୍ୟାମନ୍ଦିର ଠାରେ ବିଜେପି ବୋର୍ଡା ମଣ୍ଡଳ ସଭାପତି ନରେଶ ସାହୁଙ୍କ ନେତୃତ୍ୱରେ ବୋର୍ଡା ମଣ୍ଡଳ ସ୍ତରୀୟ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ କର୍ମଶାଳା ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି l…

ବୁଢୀପଦର ଠାରେ ଷୋହଲ ପ୍ରହର ନାମଯଜ୍ଞ

ଭବାନୀପାଟଣା : ଭବାନୀପାଟଣା ସଦର ବ୍ଳକ ଅନ୍ତର୍ଗତ ଚହଗାଁ ପଞ୍ଚାୟତ ଅଧିନସ୍ତ ବୁଢୀପଦର ଗ୍ରାମରେ ଏକ ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ଷୋହଲ ପ୍ରହର ଅଖଣ୍ଡ ନାମଯଜ୍ଞ । ଏନେଇ ସୋମବାର ଦିନ ଶୁଭ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ନାମଯଜ୍ଞରେ ସୁଦର୍ଶନ ସାହୁ ଏବଂ ତାଙ୍କ…

ଗୋପାଳପୁର କ୍ରିକେଟ ଟୁର୍ନାମେଣ୍ଟ : କାନ୍ଦୁଲଝରକୁ ହରାଇ ଦିଗଶିରା ଚାମ୍ପିଅନ୍

ଭବାନୀପାଟଣା(୮|୩ ): ଭବାନୀପାଟଣା ବ୍ଳକ ଅନ୍ତର୍ଗତ ମାଟିଆ ପଞ୍ଚାୟତ ସ୍ଥିତ ଗୋପାଳପୁର ମା ଦ୍ୱାରସେନି କ୍ରିକେଟ କ୍ଲବ ଆନୁକୂଲ୍ୟରେ ଗତ ୧ତାରିଖରୁ ଚାଲୁଥିବା କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦଯାପିତ ହୋଇଛି। ଫାଇନାଲ ଖେଳ କାନ୍ଦୁଲଝର ଏବଂ ଦିଗଶିରା ମଧ୍ୟରେ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି…