Browsing Category

ଜିଲ୍ଲା

ଗେଷ୍ଟହାଉସରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ୪ ଅଭିଯୁକ୍ତ ଗିରଫ

ନିମାପଡ଼ା: ପୁରୀ ଜିଲ୍ଲା ନିମାପଡ଼ା କେନାଲ ରୋଡ୍‌ରେ ଥିବା ‘ନନ୍ଦିନୀ ଗେଷ୍ଟ ହାଉସ୍‌’ରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଅନୁଗୁଳ ଅଞ୍ଚଳର ଏହି ମହିଳା ଜଣକ…

ନଦୀର ପ୍ରଖର ଶ୍ରୋତରେ ଭାସି ଆସୁଥିଵା ବୃଦ୍ଧା : ଉଦୀୟମାନ ଯୁଵକ ମାନଙ୍କ ଦ୍ଵରା ଉଦ୍ଧାର !

ପଟ୍ଟାମୁଣ୍ଡାଇ ୨୭/୯- କଥାରେ ଅଛି ଯାହାକୁ ରଖିବେ ଅନନ୍ତ କେକରି ପାରେ ବଳବନ୍ତ ଏହି ଉକ୍ତିଟି ପ୍ରମାଣିତ ହୋଇଛି ପଟ୍ଟାମୁଣ୍ଡାଇ ବ୍ଲକ ବାଲିପାଟଣା ଗ୍ରାମରେ I ଆଜି ବାଲିପାଟଣା ଗ୍ରାମରେ ସମସ୍ତଙ୍କୁ ଚକିତ କଲା ଭଳି ଘଟଣା ଘଟିଛି ଏହାକୁ ନେଇ ସମଗ୍ର ପଟ୍ଟାମୁଣ୍ଡାଇ ଅଂଚଳରେ ଚର୍ଚ୍ଚା ଲାଗି…

ସପ୍ତାହବ୍ୟାପୀ ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଉଦଯାପିତ।

ଗଜପତି,୨୭.୯(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଗୋପିନୀ ସାହିସ୍ଥିତ ଶ୍ରୀ ଗୋପୀନାଥ କଲ୍ୟାଣ ମଣ୍ଡପ ପରିସରରେ ଚାଲିଥିବା ସପ୍ତାହବ୍ୟାପୀ ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଭକ୍ତିମୟ ପରିବେଶ ମଧ୍ୟରେ ଉଦଯାପିତ ହୋଇଯାଇଛି। ଏହି…

ଉଦ୍ୟମିତା ମେଣ୍ଟର୍ ଭାବେ ତାଲିମ ନେଲେ ଉତ୍କଳ ବିଶ୍ୱବିଦ୍ୟାଳୟ ଓ ଅଧୀନସ୍ଥ କଲେଜର ଅଧ୍ୟାପକ ଓ ଅଧ୍ୟାପିକା 

ଭୁବନେଶ୍ୱର, ୨୭ ସେପ୍ଟେମ୍ବର(କୃଷ୍ଣ କୁମାର ମହାନ୍ତି): ଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ ଉଦ୍ୟମିତା, ଉଦ୍ଭାବନ ଏବଂ ଷ୍ଟାର୍ଟଅପ୍ ସଂସ୍କୃତିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟ ତଥା ଏହାର ଅଧୀନସ୍ଥ ବିଭିନ୍ନ କଲେଜର ଅଧ୍ୟାପକ, ଅଧ୍ୟାପିକାମାନେ ଅହମ୍ମଦାବାଦସ୍ଥିତ…

ଡିଆରଡିଓ କେନ୍ଦ୍ରୀୟ ଜୋନ୍ ବ୍ୟାଡମିଣ୍ଟନରେ ବିକାଶ ଦାସଙ୍କ ଚମକ : ଜାତୀୟ ପ୍ରତିଯୋଗିତା ପାଇଁ ହେଲେ ମନୋନୀତ

ବାଲେଶ୍ୱର, ୨୭/୯ (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱରର ଭେଟେରାନ୍ ବ୍ୟାଡମିଣ୍ଟନ ଖେଳାଳି ତଥା ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରାଲ୍ ଟେଷ୍ଟ ରେଞ୍ଜ୍‌ (ଆଇଟିଆର୍‌)ର ଟେକ୍ନିକାଲ୍ ଆସିଷ୍ଟାଣ୍ଟ୍-ବି ବିକାଶ ଦାସ ଡିଆର୍‌ଡିଓ କେନ୍ଦ୍ରୀୟ ଜୋନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ହାସଲ…

ବାଲେଶ୍ୱର ବେଳାଭୂମିର ସାମୁଦ୍ରିକ ଶିଉଳିରେ ରହିଛି କ୍ୟାନସର ରୋଗର ଔଷଧୀୟ ସମ୍ଭାବନା : ଦୁଇ ଗବେଷକଙ୍କ ପାଇଁ ନୂଆ ଆଶା

ବାଲେଶ୍ୱର, ୨୭/୯(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱରର ସମୁଦ୍ରତଟ କେବଳ ପର୍ଯ୍ୟଟନ କିମ୍ବା ପ୍ରାକୃତିକ ସୌନ୍ଦର୍ଯ୍ୟର ଆକର୍ଷଣ ନୁହେଁ, ଏହାର ସାମୁଦ୍ରିକ ଜୈବବିବିଧତା ଭିତରେ ଲୁଚି ରହିଛି ଭବିଷ୍ୟତର ଔଷଧ ଓ ସୌନ୍ଦର୍ଯ୍ୟ ପ୍ରସାଧନର ନାନାଦି ସମ୍ଭାବନା। ବାଲେଶ୍ୱର ଜିଲ୍ଲାର ତାଳସାରୀ…

ଆଇପିଏଲ୍-ଅମୃତ ଇଣ୍ଟର୍ଣ୍ଣସିପ୍ ଅଧୀନରେ ଗଜପତିରେ କିଷାନ ମେଳା ଅନୁଷ୍ଠିତ ।

ଗଜପତି , ୨୭.୯( ମନୋଜ କୁମାର ପାଢୀଙ୍କ ରିପୋର୍ଟ) ୨୬/୦୯:- ପାରଳାଖେମୁଣ୍ଡି ସନ୍ନିକଟ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ ଓ ଆଇପିଏଲ୍ ଫାଉଣ୍ଡେସନ୍‌ର ମିଳିତ ସହଯୋଗରେ ଗୋଷାଣି ବ୍ଲକ୍ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମରେ କିଷାନ ମେଳା ଅନୁଷ୍ଠିତ ହୋଇଯାଇଛି।ଆଇପିଏଲ୍ ଅମୃତ ଇଣ୍ଟର୍ଣ୍ଣସିପ୍…

ରୁଟି ଖାଇ ୬ ଜଣ ଅସୁସ୍ଥ , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ।

ଗଜପତି,୨୭.୯(ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଉପଲଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କ୍ଷେତଡ଼ା ଗ୍ରାମରେ ରୁଟି ଖାଇ ଗୋଟିଏ ପରିବାରର ୬ ଜଣ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ…

ନିଆଳି ପନିର ଅପମିଶ୍ରଣ ଅଭିଯୋଗ: ବଦଳିଲେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ

କଟକ, : ନିଆଳି ଅଞ୍ଚଳରେ ଚାଲିଥିବା ଅପମିଶ୍ରିତ ପନିର କାରବାର ଘଟଣାରେ ରାଜ୍ୟ ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। କାର୍ଯ୍ୟରେ ଅବହେଳା ଅଭିଯୋଗରେ କଟକ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ (ଏଫଏସଓ) ଅମିତା ଦାସଙ୍କୁ ବଦଳି କରାଯାଇଛି। ସୂଚନାଯୋଗ୍ୟ, ନିଆଳି ଅଞ୍ଚଳରୁ ସଂଗ୍ରହ କରାଯାଇଥିବା…

ସୁନାମି ବିପର୍ଯ୍ୟୟ ମୁକାବିଲା ପାଇଁ ବାଲେଶ୍ୱରରେ ଭାରତୀୟ ଜାତୀୟ ମହାସାଗରୀୟ ସୂଚନା ସେବା କେନ୍ଦ୍ର ଟିମ୍‌ର…

ବାଲେଶ୍ୱର, ୨୬ ସେପ୍ଟେମ୍ବର( କୃଷ୍ଣ କୁମାର ମହାନ୍ତି): ଉପକୂଳବର୍ତ୍ତୀ ବାଲେଶ୍ୱର ଜିଲ୍ଲାରେ ସମ୍ଭାବ୍ୟ ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଓ ପୂର୍ବ ପ୍ରସ୍ତୁତିର ସମୀକ୍ଷା ନିମନ୍ତେ ଭାରତୀୟ ଜାତୀୟ ମହାସାଗରୀୟ ସୂଚନା ସେବା କେନ୍ଦ୍ର (INCOIS), ହାଇଦ୍ରାବାଦର ବୈଜ୍ଞାନିକ…