Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
*ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୦୦ତମ ଜୟନ୍ତୀ ପାଳିତ ।
ଗଜପତି,୧୭.୮(ମନୋଜ ପାଢ଼ୀ):-ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଡମ୍ବାଳ ଗ୍ରାମପଞ୍ଚାୟତର ସିଣ୍ଡବା ଛକସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୦୦ତମ ଜୟନ୍ତୀ ଶ୍ରଦ୍ଧା ଓ ଭକ୍ତିପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି।ଶ୍ରୀ ଅନ୍ତର୍ଯ୍ୟାମୀ ଗମାଙ୍ଗଙ୍କ…
*ବରିଷ୍ଠ ପ୍ରଶାସକ ସଂଗ୍ରାମ ମହାପାତ୍ରଙ୍କ ‘ଗଳ୍ପ ସମଗ୍ର’ ପୁସ୍ତକର ଅନୁବାଦିତ ସଂସ୍କରଣ “ଜୀବନ…
ଗଜପତି,୧.୭(ମନୋଜ ପାଢ଼ୀ)-: ବରିଷ୍ଠ ପ୍ରଶାସକ ତଥା ଲେଖକ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଜୀବନ ସଂଘର୍ଷ, ଅନୁଭୂତି ଓ କର୍ମମୟ ଜୀବନକୁ ଆଧାର କରି ରଚିତ ‘ଗଳ୍ପ ସମଗ୍ର’ ପୁସ୍ତକର ଅନୁବାଦିତ ସଂସ୍କରଣର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଗଜପତି ଜିଲ୍ଲା କଳା ସାହିତ୍ୟ ଓ ସଂସ୍କୃତିର…
*ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରି ଧରାପଡିଲେ ଚାରି ଜଣ ।
ଗଜପତି,୧୭.୮(ମନୋଜ ପାଢ଼ୀ) :-ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଏବଂ ସାଧାରଣ ଲୋକଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଗଜପତି ଜିଲ୍ଲା ପୋଲିସ ପକ୍ଷରୁ ପାରଳାଖେମୁଣ୍ଡି ସହରର ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ବିରୋଧରେ ଏକ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ହୋଇଥିଲା।…
*ଜାତୀୟ ପତାକାକୁ ଅସମ୍ମାନ ଅଭିଯୋଗରେ ରାହୁଲ ଓ ସୋନିଆଙ୍କ ବିରୋଧରେ ବିକ୍ଷୋଭ।
ଗଜପତି,୧୭.୮(ମନୋଜ ପାଢ଼ୀ) :-ସ୍ୱାଧୀନତା ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ ଓ ଜାତୀୟ ସଙ୍ଗୀତ ପରିବେଷଣ ସମୟରେ କଂଗ୍ରେସ ନେତା ରାହୁଲ ଓ ସୋନିଆଙ୍କ ଅସମ୍ମାନ ଅଭିଯୋଗରେ ଗଜପତି ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଜିଲ୍ଲା କଙ୍ଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ…
ଝିଅର ଚିକିତ୍ସା ଅବହେଳାକୁ ନେଇ ବଚସାରୁ ପତ୍ନୀକୁ ହତ୍ୟା
ଗଜପତି,୧୭.୮(ମନୋଜ ପାଢ଼ୀ)-: ଦାମ୍ପତ୍ୟ ଜୀବନରେ ଅଳ୍ପ ବହୁତ କଳି ଝଗଡ଼ା ସମସ୍ତଙ୍କର ପ୍ରାୟ ହୋଇଥାଏ। କିନ୍ତୁ ୨୦୨୨ ମସିହାରେ ଗଜପତି ଜିଲ୍ଲାର କୁଡିଙ୍ଗଡ଼ା ଗ୍ରାମରେ ହୋଇଥିବା ଏକ ଅଭାବନୀୟ ଘଟଣା ସମ୍ପୂର୍ଣ୍ଣ ଭିନ୍ନ; ଯେଉଁଥିରେ ଝିଅର ଚିକିତ୍ସା ଅବହେଳାକୁ ନେଇ ଆରମ୍ଭ ହୋଇଥିବା ବଚସାରୁ ନିଜ…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି
ଗଜପତି, ତା.୧୭.୦୮.୨୦୨୬(ମନୋଜ ପାଢ଼ୀ)-:ଗଜପତି ଜିଲ୍ଲା ଗୋଷାଣୀ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଗ୍ରାମମୁଖୀ ପ୍ରଶାସନ ଅଧୀନରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ,…
ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ରହସ୍ୟ ଉନ୍ମୋଚିତ; ମହିଳା ପୁଲିସ ଏସ୍ଆଇ ଓ ସାମ୍ବାଦିକ ଗିରଫ
ବଲାଙ୍ଗିର: ବଲାଙ୍ଗିରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ ଗୁଣ୍ଡା ଅପହରଣ ଘଟଣାରେ ଦିନକୁ ଦିନ ନୂଆଁ ନୂଆଁ ତଥ୍ୟ ସାମ୍ନାକୁ ଆସୁଛି । ଅପହରଣରେ ସମ୍ପୃକ୍ତି ଅଭିଯୋଗରେ ବଲାଙ୍ଗିର ପୁଲିସ ସୋମବାର ଭୁବନେଶ୍ବର ରିଜର୍ଭ ପୁଲିସରେ କାର୍ଯ୍ୟରତ କ୍ଷିତିଶଙ୍କ ଭଉଣୀ ମହିଳା ପୁଲିସ ଏସ୍ଆଇ…
ବନ୍ୟା ପରିଦର୍ଶନ ବେଳେ ନଦୀ ମଝିରେ ଅଟକିଲା ବିଧାୟକଙ୍କ ବୋଟ୍
ଭଦ୍ରକ:ଭଦ୍ରକ ଜିଲ୍ଲାରେ ବନ୍ୟାଞ୍ଚଳ ପରିଦର୍ଶନ ବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ଯାଉଥିବା ବୋଟ୍ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଅଧାବାଟରେ ପ୍ରାୟ ୧୦ ମିନିଟ୍ ଧରି ବୋଟ୍ଟି ଅଟକି ରହିଥିଲା। ତିହିଡି ବ୍ଲକ ଓରାଳୀ ଠାରେ ବୋଟ୍ରେ ବିଧାୟକ ଲିକୁ ସାହୁ, ଆକାଶ ଦାସ ନାୟକଙ୍କ ସମେତ ଅନ୍ୟ ୮ ଜଣ…
ବନ୍ୟା ସ୍ଥିତି ପାଇଁ ଯାଜପୁରରେ ଆସନ୍ତାକାଲି ସ୍କୁଲ ଛୁଟି
ଯାଜପୁର:ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲାରେ ଆସନ୍ତାକାଲି ସମସ୍ତ ସ୍କୁଲ ବନ୍ଦ ରହିବ। ଜିଲ୍ଲାପାଳଙ୍କ ନିଷ୍ପତ୍ତି ଅନୁଯାୟୀ, ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟ ସହ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV) ମଧ୍ୟ ବନ୍ଦ ରହିବ।
ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା…
୪୨ ଲକ୍ଷର ଧାନକିଣା ଅନିୟମିତତା: ପ୍ୟାକ୍ସର ପୂର୍ବତନ ସମ୍ପାଦକ ଗିରଫ
ବଲାଙ୍ଗିର: ଧାନ କିଣାରେ ଲକ୍ଷାଧିକ ଟଙ୍କାର ଅନିୟମିତତା ଅଭିଯୋଗରେ ପ୍ୟାକ୍ସର ପୂର୍ବତନ ସମ୍ପାଦକ ଗିରଫ। ବଲାଙ୍ଗିର ଜିଲ୍ଲାର ତୁଷୁରା ଓ ଘୁନା ପ୍ୟାକ୍ସର ପୂର୍ବତନ ସମ୍ପାଦକ ସନୋଜ କୁମାର ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ ।
ସୂଚନା ଅନୁସାରେ, ୨୦୧୪-୧୫ ଖରିଫ ଋତୁରେ ଧାନ କିଣା ସମୟରେ…