Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ସମ୍ବଲପୁର ସେନ୍ ପାର୍କ ନିକଟରେ ମହିଳାଙ୍କୁ ବିଭତ୍ସ ହତ୍ୟା
ଭୁବନେଶ୍ବର: ସମ୍ବଲପୁର ସହରରେ ଘଟିଯାଇଛି ଏକ ବିଭତ୍ସ ହତ୍ୟାକାଣ୍ଡ। ଟାଉନ୍ ଥାନା ଅନ୍ତର୍ଗତ ସେନ୍ ପାର୍କ ବାଉଣ୍ଡ୍ରି କଡ଼ରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଗଭୀର ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ମହିଳା ଜଣକ ହୀନା ବେଗମ୍ ବୋଲି ପୋଲିସ ସୂତ୍ରରୁ…
କୋରାପୁଟ ସହର ରାଜୀବ ଗାନ୍ଧୀ ଶିଶୁ ଉଦ୍ୟାନର ଅବ୍ୟବସ୍ଥା ।ପୁନର୍ନିର୍ମାଣ ପରେ ବି ରାଜୀବ ଗାନ୍ଧୀ ଶିଶୁ ଉଦ୍ୟାନର…
କୋରାପୁଟ,ତା ୦୫/୯: କୋରାପୁଟ ସହରର ଜଗନ୍ନାଥ ମନ୍ଦିର ସମ୍ମୁଖରେ ଥିବା କୋରାପୁଟ ପୌରପାଳିକା ଦ୍ୱାରା ପରିଚାଳିତ ରାଜୀବ ଗାନ୍ଧୀ ଶିଶୁ ଉଦ୍ୟାନର ଅବ୍ୟବସ୍ଥାକୁ ନେଇ ଅଭିଭାବକ ଓ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି।
ଦୀର୍ଘଦିନ ଧରି ରହିଥିବା ଏହି ଶିଶୁ ଉଦ୍ୟାନର ଗତ ବର୍ଷ ପୁନର୍ନିର୍ମାଣ…
ନୂଆଁଖାଇ ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ
ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଚୂଡ଼ାନ୍ତ ହୋଇଛି ଶୁଭ ଲଗ୍ନ। ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପାଳିତ ହେବାକୁ ଥିବା ଏହି ପାରମ୍ପରିକ କୃଷିଭିତ୍ତିକ ପର୍ବ ଲାଗି ସମ୍ବଲପୁରରେ ଧାର୍ଯ୍ୟ ହୋଇଛି ନବାନ୍ନ ଲାଗିର ସମୟ। ମା’ ସମଲେଶ୍ୱରୀଙ୍କ ନିକଟରେ ନୂଆ ଧାନରୁ ପ୍ରସ୍ତୁତ…
ବାଲେଶ୍ୱରରେ ଅନୁଷ୍ଠିତ ହେଲା ଜିଲ୍ଲାସ୍ତରୀୟ ‘ମୁଖ୍ୟମନ୍ତ୍ରୀ କିଷାନ’ କାର୍ଯ୍ୟକ୍ରମ : ୩ ଲକ୍ଷ ଚାଷୀଙ୍କୁ ସହାୟତା…
ବାଲେଶ୍ୱର, ୫/୯(କୃଷ୍ଣ କୁମାର ମହାନ୍ତି) : ବାଲେଶ୍ୱରରେ ଜିଲ୍ଲାସ୍ତରୀୟ ‘ମୁଖ୍ୟମନ୍ତ୍ରୀ କିଷାନ’ ରବି ୨୦୨୬-୨୭ କାର୍ଯ୍ୟକ୍ରମ ଗତକାଲି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ଅଡିଟୋରିୟମ୍ ହଲ୍ରେ ଅନୁଷ୍ଠିତ ହୋଇଯାଇଛି।
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଓୟୁଏଟି ସ୍ଥିତ କୃଷି…
ମହେନ୍ଦ୍ରଗିରିରେ ଉଦ୍ଘାଟିତ ହେଲା ଖେଲୋ ଇଣ୍ଡିଆ ମହିଳା ସାଇକ୍ଲିଂ ଚାମ୍ପିୟନଶିପ୍ ।
ଗଜପତି,୫.୯(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗିରିଠାରେ ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ରାଜ୍ୟ ସାଇକ୍ଲିଂ ଲିଗ୍ ଓ ଦ୍ୱିତୀୟ ଓଡ଼ିଶା ରାଜ୍ୟ ଏମଟିବି ସାଇକ୍ଲିଂ ଚାମ୍ପିୟନଶିପ୍ ଉଦ୍ଘାଟିତ ହୋଇଛି। ଓଡ଼ିଶା ସାଇକ୍ଲିଂ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଏହି…
ପଦ୍ମନାଭ ଗଜପତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ ।
ଗଜପତି,୫.୯( ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ ପଦ୍ମନାଭ ଗଜପତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମହାଆଡମ୍ବରରେ ଗୁରୁ ଦିବସ ପାଳିତ ହୋଇଯାଇଛି। ପୂର୍ବତନ ରାଷ୍ଟ୍ରପତି, ଭାରତରତ୍ନ ତଥା ବିଶିଷ୍ଟ ଦାର୍ଶନିକ ଡ଼ଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀ…
ବଡ଼ ରାଧାକାନ୍ତ ମଠରେ ଜନ୍ମାଷ୍ଟମୀ ଓ ବିଶ୍ୱ ହିନ୍ଦୁ ପରିଷଦ ସ୍ଥାପନା ଦିବସ ପାଳିତ ।
ଗଜପତି,୫.୯(ମନୋଜ ପାଢ଼ୀ): ଗଜପତି ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ମିଳିତ ସହଯୋଗରେ ବଡ଼ ରାଧାକାନ୍ତ ମଠ ପରିସରରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ବିଶ୍ୱ ହିନ୍ଦୁ ପରିଷଦର ସ୍ଥାପନା ଦିବସ ତଥା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି।ଏହି…
ନବରଙ୍ଗପୁରର ବିଭିନ୍ନ ଲାମ୍ପସ୍ ପରିଦର୍ଶନ କଲେ ସ୍ୱତନ୍ତ୍ର ଶାସନ ସଚିବ କୃଷକ ପଞ୍ଜୀକରଣ ସ୍ଥିତି ସମୀକ୍ଷା,
ନବରଙ୍ଗପୁର, 05/09/26(ଶେଖର ଖୁରା) କୃଷକମାନଙ୍କ ସୁବିଧା, ସ୍ୱଚ୍ଛତା ଓ ସମୟବଦ୍ଧ ଭାବେ କୃଷିଜାତ ଉତ୍ପାଦ ସଂଗ୍ରହ ପ୍ରକ୍ରିୟାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ପୁରନ୍ଦର ଧାରୁଆ ଶନିବାର ନବରଙ୍ଗପୁର ଜିଲ୍ଲାର ବିଭିନ୍ନ…
ସ୍ୱାଧିନତାର ୮୫ ବର୍ଷ ପରେ ବି ପକ୍କା ରାସ୍ତାଟିଏ ନ ଥିବାରୁ ଇଂଲିଶପେଣ୍ଠ ଗ୍ରାମବାସୀ ଦୁର୍ଦ୍ଦଶାର ସମ୍ମୁଖୀନ ।
ଗଜପତି,୫.୯(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ସଦର ବ୍ଲକ ଗୋଷାଣି ଅନ୍ତର୍ଗତ ବଡଗୋଷାଣି ପଞ୍ଚାୟତର ଇଂଲିଶପେଣ୍ଠ ଏକ ପୁରାତନ ରାଜସ୍ୱ ଗ୍ରାମ ଅଟେ। ଇତିହାସ ଅନୁଯାୟୀ ଇଂରେଜ ଶାସନ କାଳରେ ଏହି ଅଞ୍ଚଳରେ ବ୍ରିଟିଶ ମାନେ ରହୁଥିବା ଯୋଗୁଁ ଏହି ଗ୍ରାମର ନାମକରଣ ‘ଇଂଲିଶପେଣ୍ଠ’ ହୋଇଥିବା କୁହାଯାଏ।…
ଉପଲଡ଼ା ଶ୍ରୀ ରାଧାକାନ୍ତ ମଠରେ ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ।
ଗଜପତି,5.9(ମନୋଜ ପାଢୀ) :- ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଉପଲଡ଼ାସ୍ଥିତ ଶ୍ରୀ ରାଧାକାନ୍ତ ମଠରେ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି।ବାଘଶାଳା ମଠର ମହନ୍ତ ଶ୍ରୀ ଗୋପାଳ କୃଷ୍ଣ ଦାସ ମହାରାଜଙ୍କ ତତ୍ତ୍ୱାବଧାନରେ ଉପଲଡ଼ା ସଂକୀର୍ତ୍ତନ ମଣ୍ଡଳୀର…