Browsing Category

ଜିଲ୍ଲା

ଆଇସିଆଇସିଆଇ ବ୍ୟାଙ୍କରେ ୩୧ ଲକ୍ଷ ଠକେଇ ମାମଲାରେ 6 ବର୍ଷ ପରେ ଗିରଫ ହେଲେ ତତକାଳୀନ କ୍ୟାସିୟର ।

ଗଜପତି 4/9(ମନୋଜ ପାଢ଼ୀ):ଆଇସିଆଇସିଆଇ ବ୍ୟାଙ୍କରେ ୩୧ ଲକ୍ଷ ଠକେଇ ମାମଲାରେ 6 ବର୍ଷ ପରେ ତତକାଳୀନ କ୍ୟାସିୟରଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ମୋହନାସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ୍ ଶାଖାରୁ ୩୧ ଲକ୍ଷ ଟଙ୍କାର ବଡ଼ ଠକେଇ ହୋଇଥିଲା । ଏହି ଠକେଇ…

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କୋଟି କୋଟି ଟଙ୍କା ଠକେଇ ମାମଲାରେ ୩ ଅଭିଯୁକ୍ତ ଗିରଫ ।

ଗଜପତି,4.9(ମନୋଜ ପାଢୀ):- ଆର୍ଥିକ ଅନିୟମିତତା ଅଭିଯୋଗରେ ପାରଳାଖେମୁଣ୍ଡି ଥାନାରେ ଦାୟର ହୋଇଥିବା କେସ୍ ନଂ-୦୨/୨୦୨୬ର ଅଧିକ ତଦନ୍ତ କରି ଆଜି ତା.୦୪.୦୯.୨୦୨୬ରେ ପୋଲିସ କାଳୀ ପ୍ରସାଦ ପଣ୍ଡିତ (୫୪), ଭିକ୍ଟୋରୀ କଲୋନୀ, ପାରଳାଖେମୁଣ୍ଡି, ଅଶୋକ କୁମାର ମହାରଣା (୩୭), ରାଜଦାଣ୍ଡ ସାହି,…

ପ୍ରବଳ ବର୍ଷାରେ ଓଡିଶାର ବିଭିନ୍ନ ଅଞ୍ଚଳରେ ବନ୍ୟା ବି୍ପତ୍ତି ବେଳେ ଗଜପତିରେ ଜଳାଭାବ

ଗଜପତି, 4/9(ମନୋଜ ପାଢ଼ୀ):ପ୍ରବଳ ବର୍ଷାରେ ଓଡିଶାର ବିଭିନ୍ନ ଅଞ୍ଚଳରେ ବନ୍ୟା ବି୍ପତ୍ତି ଦେଖା ଦେଇଥିବା ବେଳେ ଗଜପତିରେ ଜଳାଭାବ ଦେଖା ଦେଇଛି । ଗଜପତି ଜିଲ୍ଲାର ସମ୍ବଲପୁର ପଞ୍ଚାୟତର ଦୁର୍ଗମ ବନ ପାହାଡ଼ ଘେରା ଯାଜପୁର ଗ୍ରାମରେ ବର୍ତ୍ତମାନ ପାନୀୟ ଜଳର ଘୋର ଅଭାବ ପରିଲକ୍ଷିତ ହୋଇଛି. ଏହି…

ନିଟ ପରୀକ୍ଷାରେ 21 ତମ ରାଙ୍କ୍ ହାସଲ କରିଥିବା ଗରିବ ଚାଷୀ ପୁଅ କାଂହୁଙ୍କୁ ଡାକ୍ତରୀ ପାଠ ପଢିବା ପାଇଁ ସହାୟତାର ହାତ…

ଗଜପତି, 4/9(ମନୋଜ ପାଢ଼ୀ):ଚଳିତ ନିଟ ପରୀକ୍ଷାରେ 21 ତମ ରାଙ୍କ ହାସଲ କରିଥିବା ଗଜପତି ଜିଲ୍ଲାର ଗରିବ ଚାଷୀ ପୁଅ କାଂହୁଙ୍କୁ ଡାକ୍ତରୀ ପାଠ ପଢିବା ପାଇଁ ପାରଳା ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ସହାୟତାର ହାତ ବଢ଼ାଇଛନ୍ତି । ଗଜପତି ଜିଲ୍ଲା ରାୟଗଡ ବ୍ଲକର ଗରିବୀ ଚାଷୀ କୂଳର ପୁଅ କାଂହୁ…

ପରିଚ୍ଛା ମଠରେ ଭକ୍ତିମୟ ପରିବେଶରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ ।

ଗଜପତି,୪.୯(ମନୋଜ ପାଢ଼ୀ):- ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ପାରଳାଖେମୁଣ୍ଡି ସହରର ରାଜଗୁରୁ ସାହିସ୍ଥିତ ଶ୍ରୀ ରସିକରାଜ ମନ୍ଦିର ପରିଚ୍ଛା ମଠରେ ମହାଆଡମ୍ବରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି।ଏହି ଅବସରରେ ନିକଟସ୍ଥ ମା’ ଫୁଲସୁନ୍ଦରୀ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ…

ସେଞ୍ଚୁରିଅନ୍ ୟୁନିଭରରସିଟିରେ କୌଶଳ ଓ କୃଷି ମେଳା ।

ଗଜପତି, ୪.୯(ମନୋଜ ପାଢ଼ୀ) :- ଦକ୍ଷିଣ ଓଡ଼ିଶାର ଯୁବବର୍ଗଙ୍କ ଦକ୍ଷତା ବିକାଶ, ରୋଜଗାର ସୁଯୋଗ ଓ କୃଷି କ୍ଷେତ୍ରର ଆଧୁନିକୀକରଣକୁ ଗୁରୁତ୍ୱ ଦେଇ ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜମେଣ୍ଟ ପକ୍ଷରୁ କୌଶଳ ଓ କୃଷି ମେଳା ଆୟୋଜିତ ହୋଇଛି। ସିୟୁଟିଏମ୍ କ୍ୟାମ୍ପସ୍‌ରେ…

ଜିଲ୍ଲାସ୍ତରୀୟ ସିଏମ୍ କିଷାନ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମ ।

ଗଜପତି,୪.୯(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ଜିଲ୍ଲାସ୍ତରୀୟ ସିଏମ୍ କିଷାନ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ମାନ୍ୟବର…

୧୦ ଲକ୍ଷ ଟଙ୍କାର ଚନ୍ଦନ କାଠ ଜବତ ୩ ଗିରଫ ।

ଗଜପତି,୪.୯(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା କାଶୀନଗର ଥାନା ପୁଲିସ ବନଜାତ ଦ୍ରବ୍ୟ ଚାଲାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପ୍ରାୟ ୧୦୫ କିଲୋ ଚନ୍ଦନ କାଠ ଜବତ କରିବା ସହ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି। ଜବତ ଚନ୍ଦନ କାଠ, ଅଟୋରିକ୍ସା, ମୋବାଇଲ୍ ଫୋନ୍ ଓ ନଗଦ ଟଙ୍କା ସମେତ ମୋଟ…

କୁଲଡିହା ଅଭୟାରଣ୍ୟରୁ ଫେରାର ୨ ସଶସ୍ତ୍ର ଶିକାରୀ ଗିରଫ

ନୀଳଗିରି: କୁଲଡିହା ଅଭୟାରଣ୍ୟ ଭିତରେ ଶିକାର କରି ଫେରାର ହୋଇ ଯାଇଥିବା ଦୁଇ ଶିକାରୀଙ୍କୁ ଟ୍ରାପ୍ କ୍ୟାମେରା ସହାୟତାରେ ଗିରଫ କରାଯାଇଛି। ବନ ବିଭାଗ ପକ୍ଷରୁ ସେମାନଙ୍କ ଘରେ ତଲାସି କରାଯାଇଥିଲା କୁଲଡିହା ଓ କପ୍ତିପଦା ବନବିଭାଗ କର୍ମଚାରୀଙ୍କ ସହଯୋଗରେ ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ…