ପଟ୍ଟାମୁଣ୍ଡାଇ୧୫/୧୦:କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ବ୍ରାହ୍ମଣୀ କଲେଜ ଛାତ୍ର ସଂସଦ ନିର୍ବାଚନରେ ବିସିଜେଡି ବାଜିମାତ କରିଛି ।କଲେଜର ସମସ୍ତ ୯ଟି ପଦବୀ ରେ ବିସିଜେଡିର ବିପୁଳ ବିଜୟ ଲାଭ କରିଛି । ଘୋଷତ ଫଳାଫଳ ଅନୁଯାୟୀ ସଭାପତି-ସୁରଜ ଦାସ, ଉପସଭାପତି -ସଂଗ୍ରାମ ଜେନା, ସାଧାରଣସମ୍ପାଦକ – ଅଞ୍ଜଳିପ୍ରିୟା ଧଳ, ସହସାଧାରଣସମ୍ପାଦକ ଶୁଭଲଷ୍ମୀ ବେହେରା, କ୍ରୀଡା ସମ୍ପାଦକ – ରୋଶନ କୁମାର ମଲ୍ଲିକ, ସହକ୍ରୀଡା ସମ୍ପାଦକ -ବିଷ୍ଣୁ ପ୍ରସାଦ ମଲିକ, ସାଂସ୍କୃତିକ ସମ୍ପାଦକ -ରାହୁଲ ଜେନା, ସହ ସାଂସ୍କୃତିକ ସମ୍ପାଦକ ପ୍ରତୀକ୍ଷା ଦାସ, ଡି ଏସ ଏ ସମ୍ପାଦକ -ଲିପି ଜେନା, ସହ ଡି ଏସ ଏ ସମ୍ପାଦକ ସୁଭାଶିଷ ସାମଲ ନିର୍ବାଚିତ ହୋଇଛନ୍ତି I ନବ ନିର୍ବାଚିତ ଛାତ୍ର ସଂସଦ କର୍ମକର୍ତ୍ତା ଓ ବିଜୁଜନତା ଦଳ ନେତୃମଣ୍ଡଳୀଙ୍କୁ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଛାତ୍ରଛାତ୍ରୀ ମାନଙ୍କ ପରିଶ୍ରମ ଓ ବିଜୁଜନତା ଦଳର କର୍ମୀମାନଙ୍କ ଅକ୍ଲାନ୍ତ ପରିଶ୍ରମ ବଳରେ ନିର୍ବାଚନରେ ଆମ୍ଭେମାନେ ଵିଜୟଲାଭ କଲୁ ।

ଏହି ନିର୍ବାଚନରେ ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି ଜ୍ୟୋତି ରଞ୍ଜନ ପ୍ରଧାନ ଜିଲ୍ଲା ପରିଷଦ ସଦସ୍ୟା ପ୍ରିୟ ଦର୍ଶନୀ ତରାଇ ଅଣ୍ଢରା ସୋସାଇଟି ସଭାପତି ବୃନ୍ଦାବନ ମଲ୍ଲିକ କୃଷକନେତା ଚିତ୍ତ ରଞ୍ଜନ ମଲ୍ଲିକ ,କୈଳାସ ସେଠୀ, ଧନେଶ୍ଵର ପ୍ରଧାନ,ରାକେଶ ବେହେରା, ସୌଭାଗ୍ୟ ରାଉତ, ସ୍ମୃତି ରଞ୍ଜନ ରାଉତ,ବିଶାଲ ମହାନ୍ତି, ଚନ୍ଦନ ପ୍ରଧାନ,ହୀର୍ତ୍ତିକ ପ୍ରଧାନ,ପାଖା ଶର୍ମା,ଅରୁଣ ପାଢ଼ୀ, ବସନ୍ତ ରାଉତ,ଦୀପକ ନାୟକ, ଚନ୍ଦନ ସାହୁ,ମଣି ରାଉତ, ପିଣ୍ଟୁ ବିଶ୍ଵାଳ ନାଳୁଆ ବିଶ୍ଵାଳ,ରାଜେଶ ପ୍ରଧାନ,ସୁଧୀର ବିଶ୍ଵାଳ,ଅଜୁ ସାହୁ,ସପନ ସାମଲ, ସଂଗ୍ରେଶପ୍ରଧାନ,ପ୍ରତୀକ ପ୍ରଧାନ, ସ୍ମୃତି ପ୍ରଧାନ,ବଣ୍ଟି ପ୍ରଧାନ, ଦେବରାଜ ପାଢ଼ୀ,ଵିନୋଦ ପାଢ଼ୀ,ରାଜେଶ ପାଢ଼ୀ,ଟୁକୁ ମଲ୍ଲିକ, ମଣ୍ଟୁ ମଲ୍ଲିକ,ଅରିତ ରାଉତ, ସନ୍ତୋଷ ପାଣିଗ୍ରାହୀ, କେଦାର ବିଶ୍ଵାଳ, ସୁଶାନ୍ତ ସେଠୀ ପ୍ରମୁଖ ସହଯୋଗ କରିଵା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି I