ସୁନ୍ଦରଗଡ଼ ମୁଣ୍ଡା ପଡା ଠାରେ ଭଗବାନ ବିଶ୍ରା ମୁଣ୍ଡା ଜୟନ୍ତୀ ପାଳିତ।

0

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ମସାଣି କଣି ଗ୍ରାମପଞ୍ଚଯାତ ଅନ୍ତର୍ଗତ ମୁଣ୍ଡାପଡା ଗ୍ରାମରେ ଭଗବାନ ବିଶ୍ରା ମୁଣ୍ଡାଙ୍କ 151 ତମ ଜୟନ୍ତୀ ମହୋଛବ ବହୁତ ଅଧମ୍ବରେ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳିର ବିଧାୟକ ଶ୍ରୀଯୁକ୍ତ ଯୋଗେଶ ସିଂ ଓ ଜିଲ୍ଲାପରିଷଦ ସଭ୍ୟ ଅଶ୍ୱନୀ ନାୟକ, ସରପଞ୍ଚ ମଧୁସୂଦନ ସାହା, ଓ ରତ୍ନମଣି ମେଟାଲିକସ କମ୍ପାନୀର ମାନବ ସମ୍ଭୋଳ ବିଭାଗ ର ମୁଖ୍ୟ ସୁଶୀଲ ଦାସ, ଓ ପ୍ଲାଣ୍ଟ ହେଡ଼ ପ୍ରମୁଖ ଉପସ୍ଥିତ ହୋଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହିତ ଭଗବାନ ବିଶ୍ରା ମୁଣ୍ଡାଙ୍କ ପ୍ରତି ମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ।


ଏହି କାର୍ଯ୍ୟକ୍ରମ ରେ ଆଖ ପାଖ ଅଞ୍ଚଳର ବହୁତ ଜଣ ସମାଙ୍ଗମ ହୋଇଥିଲା ବିଭିନ୍ନ କ୍ରୀଡା ଓ ସାଂସକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ବିଭିନ୍ନ ବର୍ଗ ରେ ପ୍ରତିଭା ଲାଭ କରିଥିବା ବେକ୍ତିବିଶେଷ ଙ୍କୁ ପୁରସ୍କୃତ କରାଯାଇଥିଲା।

Leave A Reply

Your email address will not be published.