ଭୁବନେଶ୍ୱର : ଟ୍ରେଜେରୀ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଭିଜିଲାନ୍ସ ଜାଲରେ ସୋମବାର ଧରାପଡ଼ିଛନ୍ତି। ଖଣ୍ଡପଡା ଟ୍ରେଜେରୀ କାର୍ଯ୍ୟାଳୟର କିରାଣୀ ସରୋଜ କୁମାର ସାହୁଙ୍କୁ ମାଡି ବସିଲା ଭିଜିଲାନ୍ସ। ୩ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସେ ଧରାପଡ଼ିଛନ୍ତି। ପେନସନ୍ କରାଇ ଦେବାକୁ ଲାଞ୍ଚ ନେଇଥିଲେ ସରୋଜ ସାହୁ।
Comments are closed.