କେନ୍ଦୁଝର : ବିଜେପିରେ ସାମିଲ ହେଲେ କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନ ଦାସ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ବିଜେପି ରାଜ୍ୟ ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି। ବରଦାଙ୍କ ସହିତ ୮ ଜଣ କାଉନସିଲର ମଧ୍ୟ ବିଜେପିରେ ମିଶିଛନ୍ତି। ଗତକାଲି ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ।
- ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ
- ବିଜେପିରେ ମିଶିଲେ କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନ ଦାସ
- ବରଦାଙ୍କ ସହିତ ୮ ଜଣ କାଉନସିଲର ବିଜେପିରେ ମିଶିଛନ୍ତି
Comments are closed.