Browsing Category

କବିତା

ତିନି ରଥର ସାରମର୍ମ

ତିନି ରଥର ସାରମର୍ମ ଅମରନାଥ ବାରିକ୍ ନନ୍ଦିଘୋଷ ରଥ(ଗରୁଡ଼ଧ୍ୱଜ) ଜଗତ ସାଆନ୍ତ କାଳିଆ ସୁନାର ଅଟେ ନନ୍ଦିଘୋଷ ରଥ ତା'ର ଧ୍ୱଜ ନାମ ତ୍ରୈଲୋକ୍ୟ ମୋହିନୀ ନିଜେ ନିଜ ସ୍ରଷ୍ଟା ନାଥ । ଚୌରାଳିଶ ଫୁଟ ଦୁଇ ଇଞ୍ଚି ହୋଇ ରଥ ଯେ ନିର୍ମାଣ ହୁଏ ଚକ ଷୋଳଗୋଟି ସଗଡ଼ ପରିକା ଚାରିପଟେ…

“ସ୍ଵାଧୀନତାର ମୂଲ୍ଯ”

"ସ୍ଵାଧୀନତାର ମୂଲ୍ଯ" ଅମରନାଥ ବାରିକ୍ ରକତର ସୁଅ ବହିଛି ଅନେକ ଗୁଳାବାରୁଦ ଛୁଟାଇ ସ୍ଵାଧୀନତା ସେନା ସହୀଦ ହୋଇଲେ ବନ୍ଦେ ମାତରମ୍ ଗାଇ। ଏଇ ସ୍ଵାଧୀନତା ପାଇଁ କାନ୍ଦିଛି ନିରୀହ ପରାଣ ବିକଳେ ପୁତ୍ର ଶବ ମାତା ପାଇ । ଭାରତ ମାତର ଅଶ୍ରୁ ନିଗାଡ଼ିଛି ବୀର ସହିଦଙ୍କୁ ଦେଖି…

ମିଛ ସ୍ୱାଧୀନତା

ମିଛ ସ୍ୱାଧୀନତା ଅମରନାଥ ବାରିକ୍ ଦେଖ ଦେଖ ଆଜି ଜାତୀୟ ପତାକା ଉଡୁଅଛି ଫରଫର ତଳେ ରାଜନେତା ରୁଣ୍ଡିଭୁତ ହୋଇ ନିଜକୁ ମଣନ୍ତି ବୀର ସବୁଠାରୁ ବଡ଼ ଚୋର ଆଇନ ଭକ୍ଷକ ପୋଲିସ ସେଠାରେ ନୁଆଁଇ ଅଛନ୍ତି ଶିର । ଦିଅନ୍ତି ଭାଷଣ ନିଜ ଦଳ ପାଇଁ କରିଛି କେ କେତେ କାମ ଉପର ଖୋଳପା…

ସେ କାଳ ପଖାଳ ଗଲାଣି

ସେ କାଳ ପଖାଳ ଗଲାଣି ଅମରନାଥ ବାରିକ୍ ସେ କାଳ ପଖାଳ ଗଲାଣି ଗାଡ଼ିଆ ନଈ ଶୁଖିଲାଣି । କିଏ ଆଉ ମାଛ ଧରୁଛି କିଣି ଖାଇଦେଲେ ସରୁଛି । ସୁଖିଲାରେ ମାଛ ଖାଇବେ କାଦୁଅ ଛିଟା ନ ହୋଇବେ । ପାଣି କାଦୁଅରେ ଖେଳିବା ତୋଟା ଗହଳରେ ଲୁଚିବା । ଶିଆଳି ଲତାରେ ସେ ଝୁଲି ନାହିଁ ପୁଣି ସେ ମାଟି…

” ବାପା “

ବାପା ଅମରନାଥ ବାରିକ୍ ଆମ ପାଇଁ ସେ ପରାଣ ଦିଏ କାନ୍ଧେ ବସାଇ ମେଳାକୁ ନିଏ ସିଏ ଆମ ଠାକୁର, ଯା' ହାତ ଧରି ଚାଲି ଶିଖିଲେ ଯା' ଠାରୁ ଆମେ କଥା ସିଖିଲେ ସିଏ ବାପା ଆମର । ବାପା କାନ୍ଧରେ ପକାଇ ଥାନ୍ତି ଝାଳ ବୋହିଲେ ପୋଛି ଦିଅନ୍ତି ନିତି ପଡ଼ଇ ଖୋଜା, ଢାଉଆ ରଙ୍ଗ ଭାରି ସୁନ୍ଦର…

ଭ୍ରାତୃଭକ୍ତ ଭରତ

ଭ୍ରାତୃଭକ୍ତ ଭରତ (ଭ୍ରାତୃ ଦିବସ ଉପଲକ୍ଷେ) ============== ଶ୍ରୀରାମ ଜନକ ଦଶରଥ ମହାରାଜା l ଅଯୋଧ୍ୟାରେ ପୁତ୍ରବତ ପାଳୁଥାନ୍ତିପ୍ରଜା ll ଏକ ଦିନେ ବିଚାରିଲେ ରାଜା ଦଶରଥ l ଯୁବ ରାଜ ପଦେ କରି ରାମ ଅଭିଷିକ୍ତ ll ରାଜଧର୍ମ ଗୋଟି ମୋର କରିବି ସମାପ୍ତ l ସର୍ବସୁଖ ଧାମେ କରି ରାଜ୍ୟ…

ଉଠ ଉଠ ଏବେ ପାହିଲା ରାତି

ଉଠ ଉଠ ଏବେ ପାହିଲା ରାତି =============== ଉଠ ଉଠ ଏବେ ପାହିଲା ରାତି l ରାବିଲେଣି କାଉ କଜଳପାତୀ ll ଘରେ ଘରେ ବୁଲି ଶୁଭ ଶଙ୍ଖୁଆ l କାଆ ଡାକିଲେଣି ଡାମରା କୁଆ ll ଭାଟ ସ୍ତବପାଠ ବନେ କୁମ୍ଭାଟ l କୁକ୍କୁଟ ରାବନ୍ତି ତୋଳି ମୁକୁଟ ll କମ୍ବୁ ବାଜିଲାଣି ଶମ୍ଭୁ ମନ୍ଦିରେ l ଡାହୁକ…

ସେ କାଳ ପଖାଳ ଗଲାଣି

ସେ କାଳ ପଖାଳ ଗଲାଣି ଗାଡ଼ିଆ ନଈ ଶୁଖିଲାଣି । କିଏ ଆଉ ମାଛ ଧରୁଛି କିଣି ଖାଇଦେଲେ ସରୁଛି । ସୁଖିଲାରେ ମାଛ ଖାଇବେ କାଦୁଅ ଛିଟା ନ ହୋଇବେ । ପାଣି କାଦୁଅରେ ଖେଳିବା ତୋଟା ଗହଳରେ ଲୁଚିବା । ଶିଆଳି ଲତାରେ ସେ ଝୁଲି ନାହିଁ ପୁଣି ସେ ମାଟି ଚୂଲି । ରଜ ସଜବାଜ ଲିଭିଲା ତାଆସ…

ମା’

ମା' ମା ଠାରୁ ବଡ଼ ନାହିଁ ଏ ଜଗତେ ମା ଶବ୍ଦ ଅଟେ ମିଠା ମା ର ମମତା ମା ସ୍ନେହ ଶ୍ରଦ୍ଧା ମଧୁର ତା ହାତ ପିଠା । ମା ଋଣ କେବେ ସୁଝି ହୁଏ ନାହିଁ ନେଲେବି ଶହେ ଜନମ ଯେତେ ଜନ୍ମ ନେବୁ ସେତେ ରୁଣୀ ହେବୁ ମା ତ ଅମୂଲ୍ୟ ବ୍ରହ୍ମ । ଜନନୀ ଜଠ ରେ ରହି ଦଶ ମାସ ଦଶ ଦିନରେ ଜନମ ମଳ…

ବହୁଭାଷୀ କବିତା ଆସର ଅନୁଷ୍ଠିତ

କଲକାତା (୨୬/୪) :ଅନ୍ତର୍ଜାତୀୟ ସଂଗଠନ ରଚନାକର ଦେଶର ବିବିଧ ଭାଷା ଏବଂ ଉପଭାଷାକୁ ସମ୍ମାନ ଏବଂ ସଂରକ୍ଷଣ କରିବା ପାଇଁ, ହାଲୱାସିଆ ଏନକ୍ଲେଭରେ ଏକ ବହୁଭାଷୀ କବିତା ସମ୍ମିଳନୀର ଆୟୋଜନ କରିଥିଲା। ଯେଉଁଥିରେ ବିଭିନ୍ନ ଭାଷାର କବିମାନେ ଯୋଗ ଦେଇଥିଲେ। ସମ୍ମିଳନୀରେ ଏକ ସ୍ୱତନ୍ତ୍ର ଅତିଥି ଭାବରେ…