Browsing Category

କବିତା

ମନୋଜ ଦାସ ସ୍ମରଣେ

ମନୋଜ ଦାସ ସ୍ମରଣେ ============ ସାହିତ୍ୟଜଗତ ପଦ୍ମ,ତୁମେହେ ପଦ୍ମଶ୍ରୀ l ପଦ୍ମରାଗ ମଣି, ତୁମ୍ଭ ସୃଷ୍ଟି, ରାଶି ରାଶି ll ସାହିତ୍ୟ ସୃଷ୍ଟିକୁ ତୁମ୍ଭ କି ଦେବି ଉପମା l ତୁମ୍ଭେ କଥାକାର ପଞ୍ଚତନ୍ତ୍ରୀ ବିଷ୍ଣୁ ଶର୍ମା ll ଶିଶୁ କଥା ନୀତି କଥା କାହାଣୀ ଶତକ l କାବ୍ୟ କ୍ଷୁଦ୍ରଗଳ୍ପ…

ମନୋଜ ଦାସ ସ୍ମରଣେ

ମନୋଜ ଦାସ ସ୍ମରଣେ ============ ସାହିତ୍ୟଜଗତ ପଦ୍ମ,ତୁମେହେ ପଦ୍ମଶ୍ରୀ l ପଦ୍ମରାଗ ମଣି, ତୁମ୍ଭ ସୃଷ୍ଟି, ରାଶି ରାଶି ll ସାହିତ୍ୟ ସୃଷ୍ଟିକୁ ତୁମ୍ଭ କି ଦେବି ଉପମା l ତୁମ୍ଭେ କଥାକାର ପଞ୍ଚତନ୍ତ୍ରୀ ବିଷ୍ଣୁ ଶର୍ମା ll ଶିଶୁ କଥା ନୀତି କଥା କାହାଣୀ ଶତକ l କାବ୍ୟ କ୍ଷୁଦ୍ରଗଳ୍ପ…

ପ୍ରାଣର ଠାକୁର

ପ୍ରାଣର ଠାକୁର ପିନ୍ଧୁଛି ଗଜରା ନାଉଛି ସିନ୍ଦୁର କାହ୍ନୁ ତୁମ ନାମ ଧରି ଟାଣୁଛି ଓଢ଼ଣୀ ଦେଖୁଛି ଆଇନା ତୁମକୁ ସ୍ମରଣ କରି ।।୧।। ଯାଉଛି ଯମୁନା ହୋଇ ମୁଁ ଅଧିର ତୁମକୁ ଦର୍ଶନ କରି, କି ମାୟା ଲଗାଇ ଦେଇଛ ନାଗର ହେଉଛି ତୁମକୁ ଝୁରି ।।୨।। ଘର ଗୃହସ୍ଥିରେ ମନ ଲାଗୁନାହିଁ ସବୁ…

ଚାଲିଗଲେ ଗନ୍ଧର୍ବି ଆଶା

ଚାଲିଗଲେ ଗନ୍ଧର୍ବି ଆଶା ============= ହୋଇଅଛି ସ୍ତବ୍ଧ ଆଜି ସଂଗୀତ ଜଗତ। ଶୁଭୁନାହିଁ ଗନ୍ଧର୍ବିଙ୍କ ମଧୁବୋଳା ଗୀତ।। ଭାରତୀୟ ଝିଅଟିଏ ନାମ ତା'ର ଆଶା। ଦୁଇଟିଭଉଣୀ ତାର ଲତା ଆଉ ଉଷା।। ପରତେ ନଯାଏ ମନ ସତ୍ୟ ନା ସପନ। ଯୁଗଏକ ହୋଇଛି କି ଆଜ ଅବସାନ।। ମୁଦ୍ରିତ ନୟନ ଆଜି ଶୋଇଛନ୍ତି…

ଆଗ ନିମନ୍ତ୍ରଣ

ଆସ ଆମେ ଦେବା ଆଗ ନିମନ୍ତ୍ରଣ ବିଘ୍ନରାଜ ଗଣେଶଙ୍କୁ ନ ଆସିବ ବିଘ୍ନ କାର୍ଯ୍ୟ ହେବ ସିଦ୍ଧି ଡ଼ାକିଲେ ଆଗ ତାହାଙ୍କୁ । ଦ୍ୱିତୀୟରେ ପୁଣି ଦେବା ନିମନ୍ତ୍ରଣ କମଳା ନାରାୟଣଙ୍କୁ ମାଙ୍ଗଳିକ କାର୍ଯ୍ୟ ହେବ ଶୁଭଙ୍କର ଆଶୀର୍ବାଦ ଉଭୟଙ୍କୁ । ତୃତୀୟରେ ପତ୍ର ସମର୍ପିତ ଦେବା ଜୟ ପବନ…

ଗାଁ ଅନୁଭୂତି

ଗାଁ ଅନୁଭୂତି ପୂରୁବରେ ବାବା ଆଖଣ୍ଡଳମଣି ଜୟଚଣ୍ଡି ପଶ୍ଚିମରେ ଉତ୍ତର ଦିଗରେ ମାଆ ବିମଳା ଲୋ ହନୁମାନ ଦକ୍ଷିଣରେ । ଗ୍ରାମର ଦେବତୀ ମାଆ ବଳୀ ବିଜେ ଶ୍ମଶାନ ଗ୍ରାମ ଶେଷରେ ସ୍ୱୟଂ ଜଗନ୍ନାଥ ପୂଜା ପାଉଛନ୍ତି ଏ ଗାଆଁ ମଧ୍ୟ ଭାଗରେ । କର୍ପୁର ସୁବାସ ମହମହ ବାସେ ଗୀତା ମନ୍ତ୍ର…

ଗ୍ରୀଷ୍ମଋତୁ

ଆସିଗଲା ଖରା ତାତି ଦିନ ବଡ଼ ଛୋଟ ରାତି ଖାଇଲେ ଅଳପ ପିଇଲେ ଅଧିକ ତେବେ ମିଳିବ ମୁକତି । ବହିଯାଏ ଦେହେ ଝାଳ ସହିବା ତ ଅସମ୍ଭାଳ ଲାଗଇ ଆରାମ ଖାଉଥିଲେ ନିତି ଦହି ସାଥିରେ ପଖାଳ । ତରଭୂଜ ଲେମ୍ବୁ ପାଣି କାକୁଡ଼ି ଡ଼ାବ ତୋରାଣି କରେ ଯେ ସେବନ ଏହି ଗ୍ରୀଷ୍ମ କାଳେ ଅଂଶୁଘାତ ଦୂର…

କବିତା : ” କିଣା ସ୍ନେହ “

" କିଣା ସ୍ନେହ " ସେନହ କରୁଛି ଏଠି ଅଟ୍ଟହାସ୍ଯ ଜନ୍ମରୁ ଜୁଇ ଏଠି ସଭିଏଁ ଦାସ  । ଶ୍ମସାନରେ ପରାଧିନ ସ୍ବ ପାଉଁଶ କେମିତି ସ୍ବାଧୀନ ନିରିହଙ୍କ ମାଂସ ।। ମାତା ଗର୍ଭ ଭେଷଜର ନିୟନ୍ତ୍ରଣେ ଜନମ ପରେ ଡ଼ବା କ୍ଷୀରକୁ ଝୁଣେ ।। କର୍ତ୍ତବ୍ୟ କୁ ଦାହି ମାତା ହୁଏ ପର ଶିଶୁ ଯତ୍ନ ପାଏ…

ଭିଜିଲାନ୍ସ ଜାଲରେ ତହସିଲଦାର

କଟକ : ଭିଜିଲାନ୍ସ ଜାଲରେ କଟକ ଜିଲ୍ଲା କଣ୍ଟାପଡ଼ା ତହସିଲ୍‌ଦାର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତହସିଲ୍‌ଦାର ପ୍ରସନ୍ନ ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରଖିଛି।  କଟକ, ଭୁବନେଶ୍ୱର, ପୁରୀ ଓ କେନ୍ଦ୍ରାପଡ଼ା ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ଚାଲିଛି।  ଭୁବନେଶ୍ୱର…

ତୁମ ଆଖି ସହ 

ତୁମ ଆଖି ସହ ******* ଆକାଂକ୍ଷା ମୟୀ ଦାଶ ତୁମ ଆଖି ସହ ମୋ ଆଖିକୁ ପ୍ରଭୁ ମିଶାଇଛି ବହୁବାର ତୁମ ମନ ସହ ଏ ମନ ମିଶାଇ ହଜିଛି ଅନେକ ଥର ||(0) ଆକାଶ ପାତାଳ ବାୟୁମଣ୍ଡଳରେ ସବୁଠାରେ ତୁମ ସତ୍ତା ରହିଥାଅ ତୁମେ ଜଗତେ ଅଦୃଶ୍ୟ ରଖି ଚିର ନୀରବତା ସୁକ୍ଷ୍ମ ଲୋକେ ଥାଇ ସବୁରି…