Browsing Category

କବିତା

ବସନ୍ତ ପଞ୍ଚମୀ ଆଜି

ବସନ୍ତ ପଞ୍ଚମୀ ଆଜି ============ ବସନ୍ତ ପଞ୍ଚମୀ ଆଜି ଜଗତରେ ବାଜା l ବିଦ୍ୟାର୍ଥୀ କରନ୍ତି ଜଗଜ୍ଜନନୀଙ୍କ ପୂଜା ll ଘଣ୍ଟ, ଶଙ୍ଖ ନାଦେ ଧରା ପଡ଼ୁଛି ଉଚ୍ଛୁଳି l ମଙ୍ଗଳମହୁରୀ ବାଜେ ପଡ଼େ ହୁଳହୁଳି ll ବ୍ରହ୍ମମୟୀ ବ୍ରହ୍ମବାଦୀ ବୀଣା ହସ୍ତେ ଧରି l ବ୍ରହ୍ମ ଲୋକୁ ଆସିଛନ୍ତି ଧରା…

ଶିବ ହେ ମୋର ପ୍ରଣତି ଘେନ

ଶିବ ହେ ମୋର ପ୍ରଣତି ଘେନ =========== ଶିବ ହେ ! ମୋର ପ୍ରଣତି ଘେନ, ଶିବ ଶିବ ବୋଲି ଯାଉ ଜୀବନ l ତୁମ୍ଭେ ସତ୍ୟ ଶିବ ସୁନ୍ଦର ଜଗତେ ସତ୍ୟ ଲାଗି କଲ ଗରଳ ପାନ ll ଆହେ ନୀଳକଣ୍ଠ, ଫେଡ଼ ମୋ ଅରିଷ୍ଟ , ଦିଗମ୍ବର ଆହେ ବାସ ସ୍ମଶାନ l କଇଳାସ ପତି ହର ମୋ ବିପତ୍ତି, ସଦାଶିବ ହର ତିନି…

ଆସୁଛନ୍ତି ବାକ୍ୟଦେବୀ

ଆସୁଛନ୍ତି ବାକ୍ୟଦେବୀ ============== ମରତରେ ଶୁଭିଲାଣି ଦିବ୍ୟ ବୀଣାଧ୍ଵନୀ l ଆସୁଛନ୍ତି ବାକ୍ୟଦେବୀ ତୁଷାରବରନୀ ll ବିଦ୍ୟା ଅଧିଷ୍ଠାତ୍ରୀ ମାଆ ମରାଳବାହନୀ l ବୀଣାପୁସ୍ତକ ଧାରିଣୀ ବିଦ୍ୟାପ୍ରଦାୟିନୀ ll ଶାରଦେ ବରଦେ ମାଆ କବିଙ୍କ ଜନନୀ l କାବ୍ୟକଳା ଠାକୁରାଣୀ ଶୁଭ୍ରପଦ୍ମାସନୀ…

ନବଗ୍ରହ ବନ୍ଦନା

ନବଗ୍ରହ ବନ୍ଦନା ============ ସପ୍ତାହ ପ୍ରଥମ ବାର ଆଜି ରବିବାର l ରବିଙ୍କୁ ବନ୍ଦିଲି ମୁହିଁ ଦେବ ଦିବାକର ll ସୃଷ୍ଟି, ସ୍ଥିତି, ପ୍ରଳୟର ଅଟନ୍ତି ନିୟନ୍ତା l ବିଶ୍ଵକର୍ମାଙ୍କର ଯିଏ ଅଟନ୍ତି ଜାମାତା ll ଦ୍ଵିତୀୟେ ବନ୍ଦନାକଲି ମୁହିଁ ନିଶାକର l ସର୍ବୌଷଧି ସ୍ରଷ୍ଟା ପୁଷ୍ଟିକର୍ତ୍ତା…

ଶ୍ରୀକୃଷ୍ଣ କର୍ଣ୍ଣାମୃତ

ଶ୍ରୀକୃଷ୍ଣ କର୍ଣ୍ଣାମୃତ ============= କସ୍ତୁରୀ ତିଳକ ଲଲାଟ ପଟଳେ ବକ୍ଷେ କୋଉସ୍ତୁଭ ମଣି l କରରେ କଙ୍କଣ ବେଣୁହସ୍ତେ ଶୋଭା ନାସାଗ୍ରେ ମୁକ୍ତା ବସଣି ll ହରି ଚନ୍ଦନକୁ ସର୍ବାଙ୍ଗରେ ବୋଳି କଣ୍ଠ ଶୋଭା ମୁକ୍ତାବଳି l ଶ୍ରୀଗୋପାଳ ଚୁଡ଼ାମଣି ମଧ୍ୟେ ବିଜେ ବେଢ଼ିଛନ୍ତି ଗୋପ ବାଳି ll…

ତୋ ନାମେ ବ୍ରତ ବାନ୍ଧିଲି

ତୋ ନାମେ ବ୍ରତ ବାନ୍ଧିଲି ============== ଜୟ ଜୟ ମହାଲକ୍ଷ୍ମୀ, ଅଲକ୍ଷ୍ମୀ ଅନୁଜା l ସୁଦଶାବ୍ରତରେ ମାତ ଘେନାକର ପୁଜା ll ନଇବେଦ୍ୟ ବାଢ଼ିଛି ମା' ପ୍ରଭାତରୁ ଉଠି l ତୋ ନାମେ ବ୍ରତବାନ୍ଧିଲି ଦେଇ ଦଶଗଣ୍ଠି l ପ୍ରଥମେ ପକାଇ ଗଣ୍ଠି ଲକ୍ଷ୍ମୀ ନାରାୟଣୀ l ବନ୍ଦନା କରଇ ପାଦେ ବିଶ୍ଵ…

ମାଘ ମାହାତ୍ମ୍ୟ

ମାଘ ମାହାତ୍ମ୍ୟ ========== ମାଘମାସେ ଉଦେ ମଘା ନକ୍ଷତ୍ର l ମାଘ ମାସ ଅଟେ ଅତି ପବିତ୍ର ll ମାଧବ ହୋଇଲେ ରାଧାମାଧବ l କୈବର୍ତ୍ତ ତାଙ୍କର କରୁଣା ନାଵ ll ସବିତା ଉତ୍ତରେ କଲେ ଗମନ l ମରତ ଛାଡ଼ିଲେ ଗଙ୍ଗା ନନ୍ଦନ ll ପୂଜା ପାଇଲେଣି ରଟନ୍ତୀକାଳି l ଅଜ୍ଞାନୀ ନ ଦିଅ ମାଆଙ୍କୁ ବଳି ll…

ଶ୍ରୀରାମ ବନ୍ଦନା

ଶ୍ରୀରାମ ବନ୍ଦନା =========== ବନ୍ଦେ ରାମ ରଘୁଵର ଲକ୍ଷ୍ମଣ ଅଗ୍ରଜ l ବୈଦେହୀବଲ୍ଲଭ ଦଶରଥଙ୍କ ତନୁଜ ll କରୁଣା ମୟ ଧାର୍ମିକ ଶାନ୍ତ ବିପ୍ର ବନ୍ଧୁ l ଶ୍ୟାମଳ ଶାନ୍ତ ମୂରତି ରଘୁକୁଳ ଇନ୍ଦୁ ll ସତ୍ୟସନ୍ଧ ଶ୍ରୀରାଘବ ଲୋକ ଅଭିରାମ l ରାଜୀବଲୋଚନ ପ୍ରଭୁ ନୟନାଭିରାମ ll ପାପୀଙ୍କ…

ମାଘ ମାହାତ୍ମ୍ୟ

ମାଘ ମାହାତ୍ମ୍ୟ ========== ମାଘମାସେ ଉଦେ ମଘା ନକ୍ଷତ୍ର l ମାଘ ମାସ ଅଟେ ଅତି ପବିତ୍ର ll ମାଧବ ହୋଇଲେ ରାଧାମାଧବ l କୈବର୍ତ୍ତ ତାଙ୍କର କରୁଣା ନାଵ ll ସବିତା ଉତ୍ତରେ କଲେ ଗମନ l ମରତ ଛାଡ଼ିଲେ ଗଙ୍ଗା ନନ୍ଦନ ll ପୂଜା ପାଇଲେଣି ରଟନ୍ତୀକାଳି l ଅଜ୍ଞାନୀ ନ ଦିଅ ମାଆଙ୍କୁ ବଳି ll…

ବୈଷ୍ଣବଜନ ତାକୁ କହି

ବୈଷ୍ଣବଜନ ତାକୁ କହି ============= ମୂଳ ଗୁଜୁରାଟୀ ରଚନା - ବୈଷ୍ଣବ କବି ନର୍ସୀ ମେହେଟ୍ଟା l ମର୍ମାନୁବାଦ - ଅର୍ଜୁନୀ ଚରଣ ବେହେରା ******* ନର୍ସି କହନ୍ତି ବାକ୍ୟ ସାର l ବୈଷ୍ଣବ ଜନର ବେଭାର ll ଶୁଣ ସୁଜନେ ମନ ଦେଇ l ବୈଷ୍ଣବ ଜନ ତାକୁ କହି ll ଯେ ପାରେ ପର ପୀଡ଼ା ଜାଣି l…