Browsing Category

କବିତା

ଗୁରୁବାରୀ

ଗୁରୁବାରୀ ========== ଗୁରୁବାରୀ ଲୋ ଗୁରୁବାରୀ l କୁଆଡ଼େ ଯାଉ ମା ତୀର୍ଥକରି ll ମାନିଲୁ ନାହିଁ ମା ଜାତି ଭେଦ l ଅପବିତ୍ର କଲୁ ଚାରିବେଦ ll ଘିରି ଘିରି ହୋଇ ବୁଲିଆସୁ l ଅଶୋଉଚେ ଶ୍ରୀମନ୍ଦିରେ ପଶୁ ll ଜାଣନ୍ତି ସୁଭଦ୍ରା ତୋ ଗୁମର l ଜାଣିଲେଣିି ପୁଣି ଦେଢ଼ଶୁର ll ଛାଡ଼ିବେନି…

ଶ୍ରୀରାମ ପଞ୍ଚରତ୍ନ ସ୍ତୋତ୍ର

ଶ୍ରୀରାମ ପଞ୍ଚରତ୍ନ ସ୍ତୋତ୍ର ============== ଶ୍ରୀ ଶଙ୍କରାଚାର୍ଯ୍ୟ କୃତ ମୂଳ ସଂସ୍କୃତ ଶ୍ଲୋକର ଭାବାନୁବାଦ :- (1) କଞ୍ଜାତପତ୍ର ପରାୟେ ଆୟତ୍ତ ଲୋଚନ l କର୍ଣ୍ଣେ କୁଣ୍ଡଳ, ଉଜ୍ଜଳ ଅତି ଶୋଭାବନ ll ସୂର୍ଯ୍ୟବଂଶେ ଜାତ ପ୍ରଭୁ କାରୁଣ୍ୟହରଣ l କରୁଣାବତାର ନମେ ଶ୍ରୀ ରାମ ଲକ୍ଷ୍ମଣ…

ଶ୍ରୀଯମୁନାଷ୍ଟକଂ

ଶ୍ରୀଯମୁନାଷ୍ଟକଂ ================ ମୂଳ ସଂସ୍କୃତ ରଚନା - ଶ୍ରୀବଲ୍ଲଭାଚାର୍ଯ୍ୟ ଭାବାନୁବାଦ - ଅର୍ଜୁନୀ ଚରଣ ବେହେରା (୧) ନମାମୀ ଯମୁନା ଦେବୀ ସର୍ଵ ସିଦ୍ଧିପ୍ରଦେ l ମୁରାରୀ ପଦ ପଙ୍କଜ ରେଣୁ ବହୁ ହୃଦେ ll ପତ୍ରପୁଷ୍ପେ ରମଣୀୟ ତୋ ତୀର କାନନ l ମନ୍ଦ ମନ୍ଦ ଗନ୍ଧ ବହେ,ବାରି…

ସୁଭାଷ ନିର୍ଭୀକ ଦେଇଛି ଡାକ

ସୁଭାଷ ନିର୍ଭୀକ ଦେଇଛି ଡାକ =========== ଇମ୍ଫାଲ ବକ୍ଷେ ଉଡ଼ାଇ ତ୍ରିରଙ୍ଗା ନିର୍ଭୀକ ସୁଭାଷ ଦେଇଛି ଡାକ l ସ୍ୱାଧୀନତା ମୋର ଜନ୍ମ ଅଧିକାର ମାଗୁ ନାହିଁ ମୁହିଁ ତୁମ୍ଭକୁ ଭିକ ll ମାଡ଼ି ଚାଲ ମାଡ଼ି ଚାଲରେ ଦିଲ୍ଲୀ ଦିଲ୍ଲୀ ଚଲୋ ରେ ଦିଲ୍ଲୀ ଚଲୋ l ରକ୍ତ ଦିଅରେ ରକ୍ତ ଦିଅ ମୋତେ…

ଜୟ ଜୟ ଶଙ୍କର ଭୋଳା

ଜୟ ଜୟ ଶଙ୍କର ଭୋଳା ============== ଜୟ ଜୟ ଶଙ୍କର ଭୋଳା ! ତିରୀଶୂଳ ଧାରୀ ସାପୁଆ କେଳା l ପନ୍ନଗ ଭୂଷଣ ଆହେ ପଞ୍ଚାନନ ଗଳେ ଲମ୍ବାଇଛ ଅହିଙ୍କ ମାଳା ll ଜୟ ଜୟ ଶଙ୍କର ଭୋଳା l (୧) ସତ୍ୟଯୁଗ ଦେବ ଅସୁର ସଂଯୋଗ ସମୁଦ୍ରମନ୍ଥନ ମନ୍ଦରେ ହେଲା l ରତ୍ନମାନ ସବୁ ସୁରେ ହରି ନେଲେ…

ଚାଲ ବୁଲିଯିବା ଅଯୋଧ୍ୟାପୁରୀ

ଚାଲ ବୁଲିଯିବା ଅଯୋଧ୍ୟାପୁରୀ =============== ଶୁଆ ବୋଲେ ଆଲୋ ଶାରୀ ଚାଲ ବୁଲିଯିବା ଅଯୋଧ୍ୟାପୁରୀ ଲୋ ରାମ ଆସୁଛନ୍ତି ଫେରି ll ପିତୃସତ୍ୟ ପାଳି ଦିନେ, ବନଚାରୀ ହେଲେ ଦଣ୍ଡକବନେ ଲୋ କାଳକାଟି ଦିନେ ଦିନେ ll ସଙ୍ଗେ ଥିଲେ ତାଙ୍କ ନାରୀ ଜନକ ନନ୍ଦିନୀ ସୀତା ସୁନ୍ଦରୀ ଲୋ ଲଇକ୍ଷଣ…

ମଥୁରା ବିଜୟ

ମଥୁରା ବିଜୟ ========== ମଥୁରା ଦାଣ୍ଡରେ ଶ୍ରୀକୃଷ୍ଣ ହଳୀ l ତାଳି ମାରୁଛନ୍ତି ମଥୁରା ବାଳି ll ଚକ୍ର ଗତି ତାଙ୍କ ଠାଣି ସୁଠାମ l କଟି ତଟେ ବେଢ଼ା ବକୁଳ ଦାମ ll ଧନ୍ୟ ଧନ୍ୟ ଆରେ କ୍ରୁର ଅକ୍ରୁର l ଘେନି ଆସିଲୁ ତୁ ମଥୁରା ପୁର ll ଧନ୍ୟ ଧନ୍ୟ ଆରେ ନୃଶଂସ କଂସ l ମରାଇ ଏହାଙ୍କୁ…

ଉଷା ଅନିରୁଦ୍ଧଙ୍କ ଵିଵାହ

ଉଷା ଅନିରୁଦ୍ଧଙ୍କ ଵିଵାହ ============= ଶ୍ରୀମଦ୍ଭାଗବତ ମହାପୁରାଣର କଥା l ଦାନବରାଜ ବଳିଙ୍କର ଏକ ଶହ ପୁତ୍ରଙ୍କ ମଧ୍ୟରେ ଜ୍ୟେଷ୍ଠ ଥିଲେ ଶିବଭକ୍ତ ବାଣାସୁର l ସେ ମନୋହର ଶୋଣିତପୁର ନଗରୀରେ ରାଜପଣ କରୁ ଥିଲେ l ପ୍ରବଳ ପ୍ରତାପୀ ବାଣାସୁରର ଶିବଙ୍କ ପ୍ରସାଦରୁ ହଜାର ବାହୁ ଥିଲା l…

ମହାରାଣା ପ୍ରତାପ

ମହାରାଣା ପ୍ରତାପ ========== ହେ ବୀର ପୁଙ୍ଗଵ ଡାକେ ଆଜି ତବ ହଳଦୀଘାଟିର ମାଟି l ରକ୍ତରଞ୍ଜିତ ଭୂମି ପରେ ଯହିଁ ଯୋଦ୍ଧା ଶତେ ଗଲେ ଲୋଟି ll ଝୁରୁଅଛି ବୀର ଚେତକ ତୁମ୍ଭର କାହିଁ ଗଲେ ମୋର ରାଣା l ସଗର୍ବେ ବାଜଇ ମେୱାରରେ ତବ ଭାରତ ବୀର ବାଜଣା ll ହୁଅ ହୁସିଆର ! ହୁଅ ହୁସିଆର !…

ଜନ୍ମଦିନରେ ପ୍ରାର୍ଥନା

ଜନ୍ମଦିନରେ ପ୍ରାର୍ଥନା ============ ଜୟ ଜୟ ଜଗନ୍ନାଥ ହେ ପ୍ରଭୁ ବିଶ୍ୱ କାରଣ l ଚିରଧ୍ୟେୟ ପ୍ରଭୁ ଜନମଦିନେ ପ୍ରଣାମ ଘେନ ll ଧନ୍ୟଧନ୍ୟ ପ୍ରଭୁ ଧନ୍ୟ ହେ ତୁମ୍ଭ ମାୟାସଂସାର l ପିତା ମାତା ଭାଈ ଭଉଣୀ ପୁଣି ସଖା ସୋଦର ll ପତ୍ନୀ,ପୁତ୍ର,କନ୍ୟା ମଧ୍ୟରେ ପ୍ରଭୁ ସଂସାରେ ଛନ୍ଦି l…