Browsing Category

ସଂସ୍କୃତି ଓ ପରମ୍ପରା

ନବରାତ୍ର ଓ ନବଦୁର୍ଗା

ଭାରତବର୍ଷରେ ସାଧାରଣତଃ ଦୁଇ ପ୍ରକାର ଦୁର୍ଗା ପୂଜାର ପ୍ରଚଳନଅଛି l ଗୋଟିଏ ଶାରଦୀୟ ଏବଂ ଅନ୍ୟଟି ବାସନ୍ତିକ l ଆଶ୍ୱିନଶୁକ୍ଳ ଏବଂ ଚୈତ୍ରଶୁକ୍ଳ ପ୍ରତିପଦା ଠାରୁ ନବମୀ ପର୍ଯ୍ୟନ୍ତ ଏ ପୂଜାର ଅଂଶ ଵିଶେଷ ସ୍ୱରୂପେ ନବରାତ୍ର ପାଳନ ହୋଇଥାଏ l ଏହି ନବ ରାତ୍ର ନଅ ଦିନରେ ମାଆ ଦୁର୍ଗାଙ୍କ ନଅ ରୂପ…

ମାଆ ବିନ୍ଧ୍ୟବାସିନୀ

ମାଆ ବିନ୍ଧ୍ୟ ବାସିନୀ, ଯୋଗମାୟା, ଆଦ୍ୟା ଶକ୍ତି ମା'ଦୁର୍ଗାଙ୍କର ଏକ ସ୍ୱରୂପ l ତାଙ୍କୁ ଆଦି ପରାଶକ୍ତି ଭାବେ ଧ୍ୟାନ କରାଯାଏ l ମାଆଙ୍କ ମନ୍ଦିର ଉତ୍ତର ପ୍ରଦେଶର ମିର୍ଜାପୁରଠାରୁ ଆଠକିଲୋମିଟର ଦୂର ଗଙ୍ଗା ନଦୀ କୂଳରେ ବିନ୍ଧ୍ୟ ପର୍ବତମାଳା ଉପରେ ଅବସ୍ଥିତ l ବିନ୍ଧ୍ୟବାସିନୀ…

ଦେବଶିଳ୍ପୀ ବିଶ୍ୱକର୍ମା

ଭଗବାନ ବିଶ୍ୱକର୍ମା ଏ ବିଶ୍ୱର ନିର୍ମାଣ କର୍ତ୍ତା l ସେ ସମସ୍ତ ଶିଳ୍ପ ଶାସ୍ତ୍ରର ଜ୍ଞାତା, ଶିଳ୍ପୀଙ୍କ ସ୍ରଷ୍ଟା ଓ କୁଳ ଦେବତା l ଶାସ୍ତ୍ରମତେ ସେ ଅଷ୍ଟମ ବସୁ ପ୍ରଭାସଙ୍କ ଔରସରେ ଯୋଗ ସିଦ୍ଧାଙ୍କ ଗର୍ଭରୁ ଜନ୍ମ l ଆହୁରି ଏକ ମତ ଅନୁସାରେ ସେ ପ୍ରଜାପତି ବ୍ରହ୍ମାଙ୍କ ନାଭି କମଳରୁ ଜନ୍ମ l…

ଦୂତୀ ବାହନ ଓଷା ବା ଦୁତିଆ ଓଷା ଦୂତୀ ବାହନ ଓଷା ଦୁତିଆ ଓଷା, କେମିତି ଓ କାହିଁକି ପାଳନ କରିବା ଉଚିତ୍

ଦୂତୀ ବାହନ ଓଷା ବା ଦୁତିଆ ଓଷା , ପୁଅ ଜିଉଁତିଆ ଓଷା, ଦୁତିବାମନ ଓଷା ବା ଜୀମୂତବାହନ ଉପବାସନାମରେ ମଧ୍ୟ ଜଣା) ଓଡ଼ିଶାରେ ପାଳିତ ଏକ ଓଷା । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏହା ଭିନ୍ନ ଭିନ୍ନ ନାମରେ ଜଣାଶୁଣା । ଓଡ଼ିଶାର ପଶ୍ଚିମାଞ୍ଚଳରେ ଏହା "ପୁଅ ଜିଉଁତିଆ" ନାମରେ ଏକ ମୁଖ୍ୟ ଓଷା ଭାବେ…

କୋଣାର୍କ ସୂର୍ଯ୍ୟମନ୍ଦିର: ୧୨୦ ବର୍ଷ ପରେ ଗର୍ଭଗୃହରୁ ବାହାରିବ ବାଲି

ପୁରୀ/ କୋଣାର୍କ : ଓଡ଼ିଆ ଜାତିର ଗୌରବର ପ୍ରତିବିମ୍ବ ତଥା ବିଶ୍ବର ସପ୍ତାଶ୍ଚର୍ଯ୍ୟରେ ସ୍ଥାନିତ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ କଢ଼ାହେବ ବାଲି। ସିଂହାସନରୁ ଫିଟିବ ମୁଖଶାଳାକୁ ବାଟ । ଖୋଲିବ ଗତ ୧୨୦ ବର୍ଷ ତଳର ରହସ୍ୟ। ଏ ନେଇ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ…

ବକ୍ରତୁଣ୍ଡଙ୍କ ଅଙ୍ଗ ପ୍ରତ୍ୟଙ୍ଗରୁ ଶିକ୍ଷା

ଗଜାନନ ପାର୍ବତୀନନ୍ଦନ ଗଣେଶଙ୍କ ବିଚିତ୍ର ରୂପ ବୃହତ ଉଦର, କୁଲା ଭଳି କାନ, ଗଜ ବଦନରେ ଛୋଟ ଛୋଟ ଆଖି,ଉନ୍ନତ କପାଳ,ଶୁଣ୍ଢ ନାସିକା କ୍ଷୁଦ୍ର ମୂଷିକ ବାହନ ଇତ୍ୟାଦିରୁ ଆମକୁ ଭିନ୍ନ ଭିନ୍ନ ଶିକ୍ଷା ମିଳିଥାଏ l ସେ ବିଷୟରେ ଗୋଟିଏ ଛୋଟ ଆଲୋଚନା l ମୁଣ୍ଡ: - ଗଣେଶଙ୍କ ବିଶାଳ ଗଜ ମୁଣ୍ଡରୁ ଆମେ…

ଦିଲ୍ଳୀ ବିକାଶପୁରୀ ଠାରେ ଗଣପତି ମହୋତ୍ସବ ସମାପନ

ନୂଆଦିଲ୍ଲୀ, ୨ା୯ : ପଶ୍ଚିମ ଦିଲ୍ଲୀର ବିକାଶପୁରୀ ଠାରେ ୨୨ତମ ବାର୍ଷିକ ଶ୍ରୀଗଣେଶ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଗଣେଶ ପୂଜା କମିଟି ଓଡ଼ିଆ ସମାଜ ଦ୍ୱାରା ଆୟୋଜିତ ଏହି ଉତ୍ସବରେ ଜାତୀୟ ରାଜଧାନୀ କ୍ଷେତ୍ରର ବହୁ ବିଶିଷ୍ଟ ଓଡ଼ିଆ ଓ ଅଣଓଡ଼ିଆ ନେତୃବର୍ଗ ଯୋଗଦେଇଥିବା…

ନୂଆଁଖାଇରେ ସମ୍ବଲପୁର ଓ ବରଗଡ଼ରେ ୨ ଦିନ ଛୁଟି

ଭୁବନେଶ୍ବର : ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଁଖାଇ’ ପାଳନ ହେବ।  ଏହି ଅବସରରେ ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ୨ ଦିନ ଛୁଟି ରହିବ। ଏନେଇ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନ ବିଭାଗର ଯୁଗ୍ମ ସଚିବ ମଧୁସ୍ମିତା ସାହୁ ଉତ୍ତରାଞ୍ଚଳ ରାଜସ୍ବ କମିସନର…

ଅଗ୍ରପୂଜ୍ୟ ଶ୍ରୀଗଣେଶ

ଭାଦ୍ରବ ଶୁକ୍ଳ ଚତୁର୍ଥୀକୁ ଆମେ ଗଣେଶ ଚତୁର୍ଥୀ ଭାବେ ପାଳନ କରୁ l ଶ୍ରୀ ଗଣେଶ ଭାଦ୍ରବ ଶୁକ୍ଳ ଚତୁର୍ଥୀ,ମଧ୍ୟାହ୍ନ,ସୋମବାର,ସ୍ୱାତୀ ନକ୍ଷତ୍ରଯୋଗ ଓ ତୁଳା ରାଶିରେ ଶଙ୍କର ଭବାନୀଙ୍କ ପୁତ୍ର ରୂପେ ପ୍ରକଟ ହୋଇଥିଲେ l ତାଙ୍କର ଏହି ଜନ୍ମଦିବସକୁ ଆମେ ଗଣେଶ ଚତୁର୍ଥୀ ରୂପେ ପାଳନ କରି ସିଦ୍ଧି…

କେନ୍ଦୁଝର ଜିଲ୍ଲା ଯାଦବ ମହାସଭା ସମ୍ବର୍ଦ୍ଧନା ମହୋତ୍ସବ।

କେନ୍ଦୁଝର : ୨୮/୮  ଜିଲ୍ଲା ସଂସ୍କୃତି ଭବନରେ କେନ୍ଦୁଝର ଜିଲ୍ଲା ଯାଦବ ମହାସଭା ସଭାପତି ପ୍ରଦୀପ କୁମାର ବାରିକ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି ।ଉତ୍କଳ ଯାଦବ ମହାସଭା ସଭାପତି ଆଶୀର୍ବାଦ ବେହେରା ଉତ୍ସବକୁ ଉଦଘାଟନ କରିଥିଲେ ।ଭୁବନେଶ୍ୱର…