Browsing Category

ସଂସ୍କୃତି ଓ ପରମ୍ପରା

ନୂଆଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା ।

ପଶ୍ଚିମ ଓଡ଼ିଶା : ଆସନ୍ତା ୧ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପଡ଼ିଥିବା ବେଳେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପାଖରେ ପ୍ରଥମେ ଲାଗିବ ନବାନ୍ନ । ଏଥିଲାଗି ଆସି ସାରିଛି ସରିଆ ଧାନ । ବଲବସପୁର ଗାଁର ଚାଷୀ ସୁବାସ ବେହେରା ସରିଆ ଧାନ ଆଣି ସମଲେଇ ମନ୍ଦିର ମୁଖ୍ୟ…

ବେଙ୍ଗାଲୁରୁରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ଗଣେଶ ପୂଜା ପାଇଁ ବ୍ୟାପକ ପ୍ରସ୍ତୁତି ।

ବେଙ୍ଗାଲୁରୁ: (ବିବି ନିୟୁଜ ବ୍ୟୁରୋ) ତା ୨୭.୦୮ ପ୍ରବାସୀ ଓଡ଼ିଆମାନଙ୍କ ତରଫରୁ ବେଙ୍ଗାଲୁରୁଠାରେ ଗଣେଶ ପୂଜା ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଜଣାଯାଇଛି। ଭାରତର ବଗିଚା ନଗରୀଠାରେ ଓଡ଼ିଶା ପୂଜା କମିଟି ତରଫରୁ ଆୟୋଜନ କରାଯାଉଥିବା ୨୮ତମ ମହାବିନାୟକ ମହୋତ୍ସବକୁ ମହାସମାରୋହରେ…

ନୁଆଁଖାଇରେ ୨ ଦିନ ଛୁଟି ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧି ଦଳନେତା ।

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୁଆଁଖାଇ ଅବସରରେ ୨ ଦିନ ସରକାରୀ ଛୁଟି ଘୋଷଣା କରାଯିବାକୁ ବିଧାନସଭାରେ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ଦାବି କରିଛନ୍ତି। ଏହି ମର୍ମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧି ଦଳ ନେତା ଶ୍ରୀ ମିଶ୍ର ଶୁକ୍ରବାର ଚିଠି ଲେଖି ଜଣାଇଛନ୍ତି ଯେ…

ବାଲିଯାତ୍ରା କରିବା ପାଇଁ ଜିଲ୍ଲାପାଳ ଙ୍କର ସୂଚନା ।

କଟକ : ଦୁଇ ବର୍ଷର ବ୍ୟବଧାନ ପରେ ଲୋକାରଣ୍ୟ ମଧ୍ୟରେ ଆୟୋଜିତ ହେବ ଐତିହାସିକ କଟକ ବାଲିଯାତ୍ରା । କରୋନା ମହାମାରୀ କାରଣରୁ ଦୁଇ ବର୍ଷ ବାଲିଯାତ୍ରାକୁ ବନ୍ଦ ରଖିଥିଲା ପ୍ରଶାସନ । ପୁଣି ଥରେ ଚଳଚଞ୍ଚଳ ହେବ କଟକ ବାଲିଯାତ୍ରା ପଡ଼ିଆ । କୋଭିଡ ମହାମାରୀର ପ୍ରକୋପ କମିବା ପରେ ବାଲିଯାତ୍ରା କରିବା…

ସୋନପୁର ଗଡଜାତ ତଥା ପଞ୍ଚରା ଅଞ୍ଚଳପାଇଁ ନୂଆଁଖାଇ ଲଗ୍ନ ଧାର୍ଯ୍ୟ ।

ସୁବର୍ଣ୍ଣପୁର- ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଏବେ ସଜବାଜ ଆରମ୍ଭ ହୋଇଯାଇଛି । ପ୍ରତିବର୍ଷ ଭାଦ୍ରବ ପଂଚମୀ ତିଥିରେ ନୂଆଁଖାଇ ପର୍ବ ପାଳିତ ହୋଇ ଆସୁଛି ା ସେହିପରି ସୁବର୍ଣ୍ଣପୁର ଗଡଜାତ ତଥା ପଞ୍ଚରା ଅଂଚଳ ପାଇଁ ଏବର୍ଷ ପଣ୍ଡିତ ମହାସଭା ସ୍ଥାନିୟ ଜଗନ୍ନାଥ ମନ୍ଦିର ମୁକ୍ତି ମଣ୍ଡପରେ…

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଶୁକ୍ରବାର ଲଗ୍ନ ଧାର୍ଯ୍ୟ ହୋଇଛି। ସେପ୍ଟେମ୍ବର ୧ ତାରିଖ ନୂଆଖାଇରେ ମା’ ସମଲେଶ୍ବରୀଙ୍କଠାରେ ନବାନ୍ନ ଲାଗି ହେବା ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି। ସକାଳ ୧୦ଟା ୫୬ରୁ ୧୧ଟା ୧୦ ମଧ୍ୟରେ ମା’ଙ୍କୁ ନବାନ୍ନ ଲାଗି ହେବ।

କେନ୍ଦୁଝର ଜିଲ୍ଲା ଯାଦବ ମହାସଭା ତରଫରୁ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ପାଳିତ

କେନ୍ଦୁ ଝରଜିଲ୍ଲା : ଯାଦବ ମହାସଭା ତରଫରୁ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ପାଳିତ । ଜିଲ୍ଲା ସଭାପତି ପ୍ରଦୀପ କୁମାର ବାରିକଙ୍କ ବାସଭବନରେ ଦୁଇ ଦିନ ବ୍ୟାପୀ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । କେନ୍ଦୁଝର ଗଡ ପୌରାଞ୍ଚଳ ଯାଦବ ସମିତିର ସଦସ୍ୟ ବୃନ୍ଦ ଓ ହରିଚନ୍ଦନପୁର…

ସିନ୍ଦୂର

*ସିନ୍ଦୂର * ସିନ୍ଦୂର ଯେବେ ଦେଲି ମୁଁ ସିନ୍ଥିରେ ଗୃହିଣୀ ସାଜିଲି ସେବେ ତୁମ ଘରେ ଓଢ଼ଣୀ ଯେବେ ଦେଲି ମୁଁ ମଥାରେ ଘରର ଦାୟୀତ୍ବ ନେଲି ଗୋ ସାଥିରେ ହାତରେ ଯେବେ ପିନ୍ଧିଲି କଙ୍କଣ ସଂସାରର ସୁଖ ଦୁଃଖକୁ କଲି ମୁଁ ବରଣ ଆଙ୍ଗୁଠି ରେ ଯେବେ ପିନ୍ଧିଲି ମୁଦି ସପନ ରାଇଜେ ଗଲି ଯେ ମୁଁ…