Sign in
Sign in
Recover your password.
A password will be e-mailed to you.
Browsing Category
ରାୟଗଡ଼ା
ସିରିଝୁଲି ସର୍କଲ, ଗୁଣୁପୁର ତହସିଲର ରେଭେନ୍ୟୁ ଇନ୍ସପେକ୍ଟର ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ…
ରାୟଗଡ ,୧୫/୭ ,(ଭି ଗୌରୀ ଶଙ୍କର):ସୁଶାନ୍ତ ମଲ୍ଲିକ, ରେଭେନ୍ୟୁ ଇନ୍ସପେକ୍ଟର (RI), ସିରିଝୁଲି ସର୍କଲ, ଗୁଣୁପୁର ତହସିଲ, ଜିଲ୍ଲା-ରାୟଗଡାଙ୍କୁ ଜଣେ ଆବେଦନକାରୀଙ୍କ ଠାରୁ ₹25,000 ଲାଞ୍ଚ ଦାବି କରି ଗ୍ରହଣ କରୁଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଧରିଛି।
ଅଭିଯୋଗ ଅନୁଯାୟୀ, ଆବେଦନକାରୀ ତାଙ୍କ…
ଗଛ ବଞ୍ଚିଲେ ଆମେ ବଞ୍ଚିବା।
ରାୟଗଡ଼: ମାଁଙ୍କ ନାମରେ ଲାଗୁଛି ଗୋଟିଏ ଗଛ କିନ୍ତୁ କଟୁଛି ହଜାରେ ଗଛ- ବିଧାୟକ ରାୟଗଡ଼ ,ଆପଲାସ୍ବାମି କାଡ୍ରାକା କହିଛନ୍ତି। ପରିବେଶ ସୁରକ୍ଷା ପାଇଁ ଶିଳ୍ପ ସଂସ୍ଥାର ଦାୟିତ୍ବ ସର୍ବାଧିକ ପ୍ରଧାନମନ୍ତ୍ରୀଙ୍କ ନାରା ମାଁ କେ ନାମରେ ଗୋଟିଏ ଗଛ।
ମାଁଙ୍କ ନାମରେ ସମସ୍ତେ ଗୋଟିଏ ଗୋଟିଏ ଗଛ…
ଚନ୍ଦ୍ରପୁର ବିଜୁ ସ୍ବାଭିମାନ ମଞ୍ଚର ପ୍ରବଳ ଜନସମାବେସ। : ବିଜୁ ସ୍ବାଭିମାନ ମଞ୍ଚ ବ୍ୟାନରରେ ପଞ୍ଚାୟତ ନିର୍ବାଚନରେ…
ରାୟଗଡା/ଚନ୍ଦ୍ରପୁର- ବିଜୁ ସ୍ବାଭିମାନ ମଞ୍ଚ ପଞ୍ଚାୟତ ନିର୍ବାଚନରେ ସ୍ବର୍ଗତଃ ବିଜୁ ବାବୁ ଓ ତାଙ୍କ ବିଚାରଧାରାକୁ ଢାଲ କରି ନିର୍ଵାଚନ ଲଢ଼ିବ।
ପୂର୍ବତନ ରାଜ୍ୟସଭା ସାଂସଦ ତଥା ଦକ୍ଷିଣ ଓଡିଶାର ବରିଷ୍ଠ ନେତା ଏନ ଭାସ୍କର ରାଓ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକରେ କାର୍ଯ୍ୟକ୍ରମରେ ସ୍ପଷ୍ଟ…
ରଥଯାତ୍ରା ନିମନ୍ତେ ପୌରପରିଷଦ ସ୍ୱଚ୍ଛତା ସଚେତନତା ଓ ସଫେଇ କାର୍ଯ୍ୟକ୍ରମ।
ରାୟଗଡ଼ା : ପବିତ୍ର ରଥଯାତ୍ରା ପାଳନ ଅବସରରେ ରାୟଗଡ଼ା ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ ପି ମହେଶ ପଟନାୟକଙ୍କ ନେତୃତ୍ୱରେ " ସଫେଇ ଆପଣାଅ ବିମାରୀ ଭଗାଅ" ସ୍ୱଚ୍ଛତା କାର୍ଯ୍ୟକ୍ରମ ଅଧିନରେ ଏକ ବ୍ୟାପକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସହର ବଡ଼ଦାଣ୍ଡକୁ ପରିଷ୍କାର, ସୁରକ୍ଷିତ ଓ…
ଭାସ୍କର ରାଓଙ୍କ ବିରୋଧରେ ଟ୍ରକ ମାଲିକ ସଂଘ ଆର୍ଥିକ ଅନିୟମିତା ଅଭିଯୋଗ।
ରାୟଗଡ଼ା- ରାୟଗଡ଼ା ଟ୍ରକ ମାଲିକ ସଂଘ ଟଙ୍କା ହେରଫେରକୁ ନେଇ ଟ୍ରକ ମାଲିକ ସଂଘ ସଭାପତି ୱାଇ .ଭେଙ୍କଟେଶ୍ବର ରାଓ ପୂ୍ର୍ବତନ ସାଂସଦ ଏନ ଭାସ୍କର ରାଓଙ୍କ ବିରୋଧରେ ଏତଲା ଦେଇଛନ୍ତି।ଭାସ୍କର ରାଓ ଏବଂ ଅନ୍ୟ ତିନିଜଣଙ୍କ ନାମରେ ଏତଲା ଦିଆଯାଇଛି।
ପୂର୍ବରୁ ମଧ୍ୟ ଭେଙ୍କଟେଶ୍ବର ରାଓ ସମ ଅଭିଯୋଗ…
ଚାଷ କରୁଥିବା ବେଳେ ଟ୍ରାକ୍ଟର ଓଲଟି ୧୯ ବର୍ଷୀୟ ଯୁବକଙ୍କ ମୃତ୍ୟୁ
କଲ୍ୟାଣସିଂହପୁର,୧୩/୭ ରିପୋର୍ଟର - ଭି ଗୌରୀଶଙ୍କର ରାଓ ଟ୍ରାକ୍ଟର ରେ ଚାଷକାମ କରୁଥିବା ବେଳେ ଟ୍ରାକ୍ଟର ଓଲଟି ପଡ଼ିବାରୁ ଜଣେ ୧୯ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଥିବା ଭଳି ଦୁଃଖଦ ଘଟଣା ରାୟଗଡ଼ା କଳାହାଣ୍ଡି ସୀମାନ୍ତ ଅଞ୍ଚଳ ରେ ଘଟିଛି।ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର…
ଅଣ ପଞ୍ଜୀକୃତ ଯୁବ ଭୋଟର ଙ୍କ ସଚେତନ କର୍ମଶାଳା
ରାୟଗଡ଼ା ,୧୨-୭ (ଭି ଗୌରୀଶଙ୍କର ରାଓ ): ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକରଣୀ ଙ୍କ ନିର୍ଦେଶ କ୍ରମେ ଉପ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ରାୟଗଡ଼ ସ୍ୱୟଂ ଚଳିତ ମହା ବିଦ୍ୟାଳୟ ଠାରେ ଯୁବ ଭୋଟର ଙ୍କ ସଚେତନତା ପାଇଁ ଏକ ଶିବିର ଅନୁଷ୍ଠିତ ହୋଇଯାଇଛି ଏହି…
ରାୟଗଡ଼ରେ ‘Swimming and Drowning Survival Skill Development’ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର…
ରାୟଗଡ଼, ୧୨/୦୭:ରିପୋର୍ଟର -ଭି ଗୌରୀଶଙ୍କର ରାଓ ,ରାୟଗଡ଼ ଜିଲ୍ଲା ପ୍ରଶାସନ, ଜିଲ୍ଲା ଜରୁରୀକାଳୀନ ଶାଖା ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (OSDMA)ଙ୍କ ମିଳିତ ସହଯୋଗରେ ଆୟୋଜିତ " Swimming and Drowning Survival Skill Development" ପ୍ରଶିକ୍ଷଣ କାର୍ଯ୍ୟକ୍ରମର…
“ଉଇ ଫୋର୍ ୟୁ” ଚାରିଟେବୁଲ ଟ୍ରଷ୍ଟ ତରଫରୁ ସମ୍ମିଳନୀ ଆୟୋଜିତ
ରାୟଗଡ଼ା ୧୦/୧୧/୨୦୨୬( ଭି ଗୌରୀ ଶଙ୍କର ରାଓ): ସମ୍ମିଳନୀରେ ରାୟଗଡ଼ା ବିଧାୟକ କାଡ୍ରାକା ଆପ୍ପାଲା ସ୍ୱାମୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସଶକ୍ତିକରଣ ଓ ସ୍ୱାବଲମ୍ବନ ପାଇଁ ସମସ୍ତଙ୍କ ସମନ୍ୱିତ ପ୍ରୟାସର ଆବଶ୍ୟକତା ଉପରେ ମତ ରଖିଥିଲେ। ଏହା ସହିତ ରାଜ୍ୟ ଦିବ୍ୟାଙ୍ଗ…
,ରାୟଗଡ଼ ରେଳ ଷ୍ଟେସନ ନାମଫଳକରୁ ତେଲୁଗୁ ଭାଷାରେ ଲେଖାଯାଇଥିବା ନାମକୁ ହଟାଯାଇଥିବା ପ୍ରସଙ୍ଗରେ ADRM ସ୍ମାରକପତ୍ର…
ରାୟଗଡ଼ା , ୧୦/୭/୨୦୨୬( ଭି ଗୌରୀଶଙ୍କର ରାଓ ): ଆଜି ରାୟଗଡ଼ର ବିଭିନ୍ନ ତେଲୁଗୁ ସମ୍ପ୍ରଦାୟର ପ୍ରତିନିଧିମାନଙ୍କ ସହ ମିଶି ରାୟଗଡ଼ ରେଳ ଷ୍ଟେସନ ନାମଫଳକରୁ ତେଲୁଗୁ ଭାଷାରେ ଲେଖାଯାଇଥିବା ନାମକୁ ହଟାଯାଇଥିବା ପ୍ରସଙ୍ଗରେ ଆମେ ADRM ମହୋଦୟଙ୍କ କାର୍ଯ୍ୟାଳୟକୁ ଯାଇ ଏକ ସ୍ମାରକପତ୍ର ପ୍ରଦାନ…