Browsing Category

ରାୟଗଡ଼ା

ଯୁବ ଭୋଟର ପଞ୍ଜୀକରଣ ନିମନ୍ତେ ସଚେତନତା କର୍ମଶାଳା ଅନୁଷ୍ଠିତ ।

ରାୟଗଡ଼ା ,ତାରିଖ ୧୦/୭/୨୦୨୭(ଭି ଗୌରୀଶଙ୍କର ରାଓ ) : ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣି ଭା ପ୍ର ସେଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ଼ ଜିଲ୍ଲାରେ ଯୁବ ଭୋଟରଙ୍କ ଚିହ୍ନଟ ଓ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ରାୟଗଡ଼ ଉପଜିଳ୍ଲାପାଳ ତଥା…

ତୃଣମୂଳ ସ୍ତରରେ ଦୀର୍ଘସ୍ଥାୟୀ ବିକାଶ ଯୋଜନା ପ୍ରସ୍ତୁତି ସମ୍ପର୍କିତ କର୍ମଶାଳା

ରାୟଗଡ଼ ତା ୧୦.୭.୨୦୨୬ ,ରିପୋର୍ଟର ଭି ଗୌରୀଶଙ୍କର ରାଓ । ରାୟଗଡ଼କୁ ଏକ ବିକଶିତ ଜିଲ୍ଲାରେ ପରିଣତ କରିବାର ଲକ୍ଷ୍ୟ ନେଇ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଗ୍ରାମ ପଞ୍ଚାୟତ ସ୍ତରୀୟ ପ୍ରତିନିଧି ଓ କର୍ମଚାରୀଙ୍କ ବିକାଶ ଯୋଜନା ପ୍ରସ୍ତୁତି ସମ୍ପର୍କିତ କର୍ମଶାଳା ସମସ୍ତ ବ୍ଲକ୍…

ନଦୀଗର୍ଭରେ ଏକ ପେପର୍ ମିଲ୍ ପକ୍ଷରୁ ବାଲିବସ୍ତା ପକାଯାଇ ଆଡିବନ୍ଧ ନିର୍ମାଣ ହେଉଥିବା ଅଭିଯୋଗ

ରାୟଗଡ଼ା : ରାୟଗଡ଼ା ଜିଲ୍ଲାର ନାଗାବାଳି ନଦୀକୁ ନେଇ ବିବାଦ। ନଦୀଗର୍ଭରେ ଏକ ପେପର୍ ମିଲ୍ ପକ୍ଷରୁ ବାଲିବସ୍ତା ପକାଯାଇ ଆଡିବନ୍ଧ ନିର୍ମାଣ ହେଉଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକ। ସେମାନଙ୍କ କହିବା ଅନୁସାରେ, ଆଡି ବନ୍ଧ ଦ୍ୱାରା ନଦୀର ସ୍ୱାଭାବିକ ଜଳପ୍ରବାହ ବାଧାପ୍ରାପ୍ତ ହେଉଛି,…

ଶ୍ରୀ ଆଗ୍ରସେନ ଭାବନରେ ସଭାପତି ପ୍ରକାଶ ନାୟକଙ୍କ ଅଧ୍ୟକ୍ଷୟତା ରେ ଏକ ଆଧ୍ୟାତ୍ମିକ ସଭା ଆୟୋଜିତ

ରାୟଗଡା(ଭି ଗୌରୀଶଙ୍କର ରାଓ) : ସ୍ଥାନୀୟ ଶ୍ରୀ ଆଗ୍ରସେନ ଭାବନରେ ସଭାପତି ପ୍ରକାଶ ନାୟକଙ୍କ ଅଧ୍ୟକ୍ଷୟତା ରେ ଏକ ଆଧ୍ୟାତ୍ମିକ ସଭା ଆୟୋଜିତ ହୋଇଯାଇଛି। ଏହି ସଭାରେ ଶାନ୍ତି କୁଞ୍ଜରୁ ଆସିଥିବା ଭାଇ ମୁଖ୍ୟ ବକ୍ତା ମଙ୍ଗଳ ସିଂହ ଗଡବଲ ବହୁତ ସରଳ ଭାବରେ ଗାୟତ୍ରୀ ମନ୍ତ୍ର ଏବଂ ଜଜ୍ଞ୍ୟ ବିଷୟରେ…

ଜିଲ୍ଲା ସ୍ତରୀୟ ୭୭ତମ ବନମହୋତ୍ସବ ପାଳନ – ୨୦୨୬(ମାଙ୍କ ନାମରେ ଗଛଟିଏ )

ରାୟଗଡା (ଭି ଗୌରୀଶଙ୍କର ରାଓ):୦୯.୦୭.୨୦୨୬ ରେ ସନ୍ଧ୍ୟା ୪:୦୦ ଘଟିକା ସମୟରେ ରାୟଗଡା ବନଖଣ୍ଡ ଅନ୍ତର୍ଗତ ରାୟଗଡା ବନାଞ୍ଚଳ ର ଅଡୁଗୁଡା ଗ୍ରାମ ନିକଟସ୍ଥ ସହରାଞ୍ଚଳ ବନୀକରଣ ପରିସରରେ ଜିଲ୍ଲା ସ୍ତରୀୟ ୭୭ ତମ ବନମହୋତ୍ସବ ସପ୍ତାହ ପାଳନ ଉଦ୍ଧେଶ୍ୟରେ ମାଙ୍କ ନାମରେ ଗଛଟିଏ କାର୍ଯକ୍ରମ ଅନୁଷ୍ଠିତ…

ଆମ୍ବଦଳାରେ ପୁଣି ହାତୀ ଆତଙ୍କ, ଜଙ୍ଗଲ ମୁହାଁ ଫେରାଇବାକୁ ବନ ବିଭାଗର ଉଦ୍ୟମ I

ମୁନିଗୁଡା,୭I୭( ଭି ଗୌରୀଶଙ୍କର ରାଓ  ): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବନାଞ୍ଚଳ ଅଧୀନ ଆମ୍ବଦଳା ଅଞ୍ଚଳରେ ପୁଣି ଜଙ୍ଗଲୀ ହାତୀଙ୍କ ଆତଙ୍କ ଦେଖିବାକୁ ମିଳିଛି। ଦୁଇଟି ଜଙ୍ଗଲୀ ହାତୀ ଗାଁ ନିକଟକୁ ଚାଲି ଆସିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ବନ ବିଭାଗ…

ରାୟଗଡରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ କାର୍ଯ୍ୟକ୍ରମ ପାଳନର ପଞ୍ଚମ ଦିବସ ଏବଂ ବରିଷ୍ଠ ଅବସରପ୍ରାପ୍ତ ସହକାରୀ ଶିଳ୍ପ…

ରାୟଗଡ(ଭି ଗୌରୀଶଙ୍କର ରାଓ )ତା ୦୧/୦୭/୨୦୨୬ ରିଖ ସ୍ଥାନୀୟ ଜିଲ୍ଲା ଶିଳ୍ପ କେନ୍ଦ୍ର ରାୟଗଡ ଆନୁକୂଲ୍ୟରେ ଉଦ୍ୟୋଗ ଦିବସ ପାଳନ ନିମନ୍ତେ ଗତ ୨୭/୦୬/୨୦୨୬ ଠାରୁ ଗୋବିନ୍ଦ ଚନ୍ଦ୍ର ଦେବ (G.C.D) ହାଇସ୍କୁଲ ପଡିଆରେ, ଚାଲୁଥିବା "ଉଦ୍ୟମୀ ଓଡ଼ିଶା MSME କାର୍ଯ୍ୟକ୍ରମ" ର ଆଜି ପଞ୍ଚମ ଦିବସ ପାଳନ…

ରାୟଗଡରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ କାର୍ଯ୍ୟକ୍ରମ ପାଳନର ତୃତୀୟ ଦିନ

ରାୟଗଡ ତା ୨୯ /୦୬/୨୦୨୫ ରିଖ ସ୍ଥାନୀୟ ଜିଲ୍ଲା ଶିଳ୍ପ କେନ୍ଦ୍ର ରାୟଗଡ ଆନୁକୂଲ୍ୟରେ ଉଦ୍ୟୋଗ ଦିବସ ପାଳନ ନିମନ୍ତେ ଗତ ୨୭/୦୬/୨୦୨୬ ଠାରୁ ଗୋବିନ୍ଦ ଚନ୍ଦ୍ର ଦେବ (G.C.D) ହାଇସ୍କୁଲ ପଡିଆରେ, ଚାଲୁଥିବା "ଉଦ୍ୟମୀ ଓଡ଼ିଶା MSME କାର୍ଯ୍ୟକ୍ରମ" ର ଆଜି ତୃତୀୟ ଦିବସ ପାଳନ କରାଯାଇଛି।…

ଡା ସୁରକ୍ଷା ବ୍ୟବସ୍ଥାରେ ଅଧିଷ୍ଠାତ୍ରୀ ଦେବୀ ମା ମଝି ଘରିଆଣି ମାଙ୍କ ମନ୍ଦିରର ୯ଟି ହୁଣ୍ଡିର ଗଣତି କାର୍ଯ୍ୟକ୍ରମ…

ରାୟଗଡା(ଭି ଗୌରୀଶଙ୍କର ରାଓ ):କଡା ସୁରକ୍ଷା ବ୍ୟବସ୍ଥା ଏବଂ ଦେବତ୍ୱର ବିଭାଗର ତତ୍ୱାବଧାନରେ ପର୍ଯାୟ କ୍ରମେ ରାୟଗଡା ଅଧିଷ୍ଠାତ୍ରୀ ଦେବୀ ମା ମଝି ଘରିଆଣି ମାଙ୍କ ମନ୍ଦିରର ୯ଟି ହୁଣ୍ଡିର ଗଣତି କାର୍ଯ୍ୟକ୍ରମ ସରିଛି, ଏଥିରେ ଟଙ୍କା ଆକାରରେ ନଗଦ ଏକ କୋଟି ୨୨ଲକ୍ଷ ୨୯ହଜାର ୬୨୩ଟଙ୍କା, ସୁନା…

ଦୀର୍ଘ ୬ମାସ ବ୍ୟବଧାନରେ ଖୋଲିଲା ଅଧିଷ୍ଠାତ୍ରୀ ଦେଵୀ ମା ମଝି ଘରିଆଣି ମାଙ୍କ ଦାନ ହୁଣ୍ଡି।

ରାୟଗଡ଼ା ( ଭି ଗୌରୀଶଙ୍କର ରାଓ): କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାୟଗଡ଼ା ଅଧିଷ୍ଠାତ୍ରୀ ମା ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡି ର ଅର୍ଥ ଗଣତି ଆରମ୍ଭ ହୋଇଛି। ଆଜି ବିଭିନ୍ନ ସାମାଜିକ ସଂଗଠନର ମହିଳା ମାନେ ଏହି ଗଣତି କାର୍ଯ୍ଯରେ ନିୟୋଜିତ ଅଛନ୍ତି। ମାଁଙ୍କ ପୂଜାର୍ଚ୍ଚନା ପରେ ୬ ମାସ…