Browsing Category

ରାୟଗଡ଼ା

ରାୟଗଡରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ କାର୍ଯ୍ୟକ୍ରମ ପାଳନର ଦ୍ଵିତୀୟ ଦିନ

​ରାୟଗଡ(ଭି ଗୌରୀ ଶଙ୍କର ରାଓ) ତା ୨୮/୦୬/୨୦୨୬ ରିଖ ସ୍ଥାନୀୟ ଜିଲ୍ଲା ଶିଳ୍ପ କେନ୍ଦ୍ର ରାୟଗଡ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ଉଦ୍ୟୋଗ ଦିବସ ପାଳନ ନିମନ୍ତେ ଗତକାଲି ଠାରୁ ଜୀ.ସି. ଡି ହାଇସ୍କୁଲ ପଡିଆରେ, ଚାଲୁଥିବା "ଉଦ୍ୟମୀ ଓଡ଼ିଶା MSME କାର୍ଯ୍ୟକ୍ରମ" ର ଆଜି ଦ୍ଵିତୀୟ ଦିବସ ପାଳନ…

ଜାତୀୟ ପୋଲିଓ ଟିକାକରଣ ଦିବସ-୨୦୨୬ ଅବସରରେ ରାୟଗଡ଼ରେ ଆଇପିପିଆଇ କାର୍ଯ୍ୟକ୍ରମର ଶୁଭାରମ୍ଭ

ରାୟଗଡ଼,(ଭି ଗୌରୀ ଶଙ୍କର ରାଓ )ତା.୨୮/୦୬/୨୦୨୬: ଜାତୀୟ ପୋଲିଓ ଟିକାକରଣ ଦିବସ-୨୦୨୬ ଅବସରରେ ଇଣ୍ଟେନ୍ସିଫାଇଡ୍ ପଲ୍ସ ପୋଲିଓ ଇମ୍ୟୁନାଇଜେସନ୍ (ଆଇପିପିଆଇ) କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ ଉଦ୍ଘାଟନୀ ସମାରୋହ ଆଜି ରାୟଗଡ଼ ମୁଖ୍ୟ ଚିକିତ୍ସାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ…

ବି ଜେ ପି ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛି -କଂଗ୍ରେସ

ରାୟଗଡା(ଏ.ଭେଙ୍କଟ ରାଓ):  ନୂତନ ଶିକ୍ଷା ନୀତି ଓ ବି ଜେ ପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷା ନୀତି ଏବଂ ସରକାରଙ୍କ ଆଭିମୁଖ୍ୟକୁ ନେଇ ରାୟଗଡା ଜିଲ୍ଲା କଂଗ୍ରେସ ତରଫରୁ ଡବଲଇଂଜିନ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି I ଜିଲ୍ଲା କଂଗ୍ରେସ ତରଫରୁ ଆୟୋଜିତ ସାମ୍ବାଦିକ…

ରାୟଗଡ଼ା RWD ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ ପଟ୍ଟନାୟକ ଗିରଫ: ୨ ଲକ୍ଷ ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ

ଜୟପୁର,୨୪/୦୬ (ଏ.ଭେଙ୍କଟ ରାଓ):ଓଡ଼ିଶା ସରକାରଙ୍କ ଦୁର୍ନୀତି ବିରୋଧୀ ଅଭିଯାନରେ ଆଉ ଜଣେ ବଡ଼ ଅଧିକାରୀ ଜାଲରେ ପଡ଼ିଛନ୍ତି। ଜଣେ ଠିକାଦାରଙ୍କଠାରୁ ବକେୟା ବିଲ୍ ପାସ୍ କରିବା ଏବଂ ଟେଣ୍ଡରରେ ଭାଗ ନେବା ପାଇଁ ଅଭିଜ୍ଞତା ପ୍ରମାଣପତ୍ର (Work Experience Certificate) ପ୍ରଦାନ କରିବା ଆଳରେ…

ରାୟଗଡ଼ା ଜିଲ୍ଲାର ତଳ ଗୁମ୍ମା ନିକଟ ଜାତୀୟ ରାଜପଥ- ୩୨୬ରେ ଆଜି ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା।

ରାୟଗଡ଼ା (ଭି ଗୌରୀଶଙ୍କର ରାଓ) : ରାୟଗଡ଼ା ଜିଲ୍ଲାର ତଳ ଗୁମ୍ମା ନିକଟ ଜାତୀୟ ରାଜପଥ- ୩୨୬ରେ ଆଜି ସକାଳେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। ପ୍ରଥମେ ଜଣେ ଫେରିବାଲାଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରି ତାଙ୍କଠାରୁ ଟଙ୍କା ଓ ମୋବାଇଲ ଫୋନ ଲୁଟି ନେଇଥିବା ବେଳେ, ପରେ ଫେରାର ସମୟରେ ଏକ ଭୟଙ୍କର…

ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ଶ୍ରୀ ବିରଞ୍ଚି ନାରାୟଣ ତ୍ରିପାଠୀ ରାୟଗଡ଼ା ବିଜେପି କାର୍ଯ୍ୟାଳୟରେ ପହଞ୍ଚି…

ଗତ ରାତ୍ରି ପ୍ରାୟ ୧୦ ଘଣ୍ଟା ସମୟରେ ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ଶ୍ରୀ ବିରଞ୍ଚି ନାରାୟଣ ତ୍ରିପାଠୀ ନିଜ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଜୟପୁର ଯାଉଥିବା ବେଳେ ରାୟଗଡ଼ା ବିଜେପି କାର୍ଯ୍ୟାଳୟରେ ପହଞ୍ଚି ବିଜେପି ପରିବାରର କାର୍ଯ୍ୟକର୍ତ୍ତା ଓ ନେତୃବୃନ୍ଦଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ…

ସ୍ୱତନ୍ତ୍ର ସଘନ ସଂଶୋଧନ (SIR)ରେ ରାୟଗଡ଼ା ଜିଲ୍ଲାର ଉଲ୍ଲେଖନୀୟ ସଫଳତା; ଶତପ୍ରତିଶତ ଡିଜିଟାଇଜେସନ ସମ୍ପନ୍ନ

ରାୟଗଡ଼ା (ଭି ଗୌରୀଶଙ୍କର ରାଓ) ୨୪.୦୬.୨୦୨୬: ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision-SIR) କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଜିଲ୍ଲାରେ ସଂଗୃହୀତ ସମସ୍ତ ମତଦାତା…

ଭିଜିଲାନ୍ସ ଜାଲରେ ରାୟଗଡା ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଅଧିକାରୀ : କଣ୍ଟ୍ରାକ୍ଟର ଙ୍କ ଠାରୁ ନେଇଥିଲେ ୨ ଲକ୍ଷ

ରାୟଗଡା,୨୩/୬(ଭି, ଗୌରି ଶଙ୍କର ରାଓ) :  ରାୟଗଡା ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଅଧିକାରୀ ପ୍ରସନ୍ନ ପଟନାୟକ ଭିଜିଲାନ୍ସ ଜାଲରେ ଆଜି ପଡିଥିବା ଜଣାପଡିଛି I ନିର୍ବାହୀ ଅଧିକାରୀ ଶ୍ରୀ ପଟନାୟକ ଜୈନିକ କଣ୍ଟ୍ରାକ୍ଟର ଙ୍କ ଠାରୁ ୨ ଲକ୍ଷ ଟଙ୍କା ନେଇଥିଲେ I ଏନେଇ କଣ୍ଟ୍ରାକ୍ଟର ଜଣଙ୍କ ଭିଜିଲାନ୍ସ…

କୋଡୀଙ୍ଗାମାଳୀ ବକ୍ସାଇଟ ଖଣି ଖନନ ପାଇଁ ରାୟଗଡା ରେ ଜନଶୁଣାଣୀ l

ରାୟଗଡା( ଭି ଗୌରୀ ଶଙ୍କର ରାଓ) : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କୋଡୀଙ୍ଗାମାଳୀ ବକସାଇଟ ଖଣି ଖନନ 3.6 ମିଲିୟନ ଟନ ରୁ 6 ମିଲିୟନ ଟନ କୁ ବୃଦ୍ଧି କରିବା ପାଇଁ ଆଜି ରାୟଗଡା ଅଶୋକକଲ୍ୟାଣ ମଣ୍ଡପ ଠାରେ ଓଡିଶା ଖଣି ନିଗମ ଓ ଜିଲ୍ଲା ପ୍ରଶାସନ ର ମିଳିତ ରେ ଜନ ଶୁଣାଣି ଅନୁଷ୍ଠିତ…

ରାୟଗଡ଼ ଅଡିଟୋରିୟମ୍ ପରିସରରେ “ଜିଲ୍ଲା ସ୍ତରୀୟ ଜନ କଲ୍ୟାଣ ମେଳା” ଆୟୋଜିତ

ରାୟଗଡ଼( ଭି ଗୌରୀଶଙ୍କର ରାଓ ): ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା , ଗୃହ ଓ ନଗର ଉନ୍ନୟନ ବିଭାଗ, ଓଡିଶା ସରକାରଙ୍କ ପତ୍ର ସଂଖ୍ୟା–୧୩୫୦, ତାରିଖ–୧୮.୦୬.୨୦୨୬ ଅନୁଯାୟୀ ଆଜି ରାୟଗଡ଼ ପୌରପରିଷଦ ପକ୍ଷରୁ ରାୟଗଡ଼ ଅଡିଟୋରିୟମ୍ ପରିସରରେ “ଜିଲ୍ଲା ସ୍ତରୀୟ ଜନ କଲ୍ୟାଣ ମେଳା” ସଫଳତାର ସହ ଆୟୋଜିତ…