Browsing Category

ରାୟଗଡ଼ା

ରାୟଗଡ଼ ଅଡିଟୋରିୟମ୍ ପରିସରରେ “ଜିଲ୍ଲା ସ୍ତରୀୟ ଜନ କଲ୍ୟାଣ ମେଳା” ଆୟୋଜିତ

ରାୟଗଡ଼( ଭି ଗୌରୀଶଙ୍କର ରାଓ ): ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା , ଗୃହ ଓ ନଗର ଉନ୍ନୟନ ବିଭାଗ, ଓଡିଶା ସରକାରଙ୍କ ପତ୍ର ସଂଖ୍ୟା–୧୩୫୦, ତାରିଖ–୧୮.୦୬.୨୦୨୬ ଅନୁଯାୟୀ ଆଜି ରାୟଗଡ଼ ପୌରପରିଷଦ ପକ୍ଷରୁ ରାୟଗଡ଼ ଅଡିଟୋରିୟମ୍ ପରିସରରେ “ଜିଲ୍ଲା ସ୍ତରୀୟ ଜନ କଲ୍ୟାଣ ମେଳା” ସଫଳତାର ସହ ଆୟୋଜିତ…

ଟ୍ରେନରେ ଜଣେ ୧୨ ବର୍ଷ ର ବାଳିକା କୁ ଅସଦା ଚରଣ ଯୁବକ ଗିରଫ

ରାୟଗଡ଼ ଭି ଗୌରୀ ଶଙ୍କର ରାଓ :  ରାୟଗଡ଼ ଜିଲ୍ଲା ରେଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଟ୍ରେନରେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ଅଶୋଭନ ବ୍ୟବହାର କରିଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ରାୟଗଡା ଜିଆରପି ପୁଲିସ ଗିରଫ କରିଛି। ଗିରଫ ଯୁବକ ହେଲେ ବିକାଶ ବାଘ,…

ରାୟଗଡ଼ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ରାୟଗଡ଼(ଭି ଗୌରୀ ଶଙ୍କର ରାଓ) ୨୧ ଜୁନ: ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ରାୟଗଡ଼ ଜିଲ୍ଲାର ଆମ୍ବାଗୁଡ଼ା ସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ୍‌ରେ ଜିଲ୍ଲା ପ୍ରଶାସନ ଓ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଅତିରିକ୍ତ…

ରାୟଗଡ଼ ବ୍ଲକ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ରାୟଗଡ଼( ଭି ଗୌରୀ ଶଙ୍କର ରାଓ) ତା ୨୧.୬.୧୦୨୬ରବିବାର ସକାଳେ ରାୟଗଡ଼ ବ୍ଲକ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ଯୋଗ ସଂଯୋଜକ ଶ୍ରୀ ରାଧାକୃଷ୍ଣ ମହାପାତ୍ର ଏବଂ ରାଜେନ୍ଦ୍ର ଚୌଧୁରୀଙ୍କ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡ: ପଦ୍ମଜା ପଟ୍ଟନାୟକ, ରାଜ୍ୟ…

‘ରେଡ୍ ଫ୍ଲାଗ୍’ ଅନ୍ତର୍ଭୁକ୍ତ ହେବ ରାୟଗଡ଼ା ହିଂସା, ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଟିମ୍ ଗଠନ

ରାୟଗଡ଼ା : 'ରେଡ୍ ଫ୍ଲାଗ୍’ ଅନ୍ତର୍ଭୁକ୍ତ ହେବ ରାୟଗଡ଼ା ଭିଡ ହିଂସା। ଏନେଇ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ଅନୁରୋଧ କରାଯାଇଥିବା ସୂଚନା ଦେଇଛନ୍ତି ରାୟଗଡ଼ା ଏସପି ରାଜ ପ୍ରସାଦ। ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କୁ ଗିରଫ କରାଯାଇଛି। ବାକି ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ…

ରାୟଗଡ଼ରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତି ଉତ୍ସବ ପାଳିତ: ପ୍ରଧାନମନ୍ତ୍ରୀଙ୍କ ଭାଷଣର…

ରାୟଗଡ଼ (ଭି ଗୌରୀ ଶଙ୍କର ରାଓ): ଜୁନ ୨୦, ୨୦୨୬ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ତାରକେଶ୍ଵରରୁ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି (PM-Kisan) ଯୋଜନାର ୨୩ତମ କିସ୍ତି ଟଙ୍କା ଚାଷୀଙ୍କ ଖାତାକୁ ପଠାଇଛନ୍ତି। ଏହି ପରିପ୍ରେକ୍ଷୀରେ ରାୟଗଡ଼ ଜିଲ୍ଲାରେ…

ଓଡିଶା ସରକାର ଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ହିତାଧିକାରୀଙ୍କୁ ପ୍ରଦାନ ଯାଇଛି ଅନେକ ସରକାରୀ ସୁବିଧା

ରାୟଗଡ଼ (ଭି ଗୌରୀ ଶଙ୍କର ରାଓ):ତା ୨୦.୬.୨୦୨୬ ରାୟଗଡ଼ ବ୍ଲକ ପରିସରରେ ଚାରିଦିନ ବ୍ୟାପୀ ଆୟୋଜିତ ହୋଇଛି ଅନେକ କାର୍ଯ୍ୟକ୍ରମ। ଚତୁର୍ଥ ଦିବସରେ ବିଭିନାଣିଭାଗ ତରଫରୁ ସରକାରୀ ପ୍ରୋତ୍ସାହନ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା…

ଜିଲ୍ଲା ସରପଞ୍ଚ ମହାସଂଘ, ରାୟଗଡ଼ା ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ଯପାଳଙ୍କୁଦାବିପତ୍ର

ରାୟଗଡା : କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ମହାକାଳପଡା ପଞ୍ଚାୟତ ସମିତି ଅଧୀନସ୍ଥ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ପ୍ରତି ହୋଇ ଥିବା ଅମାନୁଷିକ କାର୍ଯ୍ୟକଳାପ ବିରୁଦ୍ଧରେ ଅନଶନ ଓ ପ୍ରତିବାଦ ଶୋଭାଯାତ୍ରା |ଚାମେଲି ଓଝା, କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ପଞ୍ଚାୟତ ସମିତି…

ରାୟଗଡ଼ ପୌରପରିଷଦ ପକ୍ଷରୁ “ସହରାଞ୍ଚଳ ଜନ ସମ୍ପର୍କ ଏବଂ ନାଗରିକ ଭାଗୀଦାରୀ କାର୍ଯ୍ୟକ୍ରମ” ଅନୁଷ୍ଠିତ

ରାୟଗଡ (ଭି ଗୌରୀ ଶଙ୍କର ରାଓ):ତା. ୨୦.୦୬.୨୦୨୬ ରିଖ ଦିନ ରାୟଗଡ଼ ପୌରପରିଷଦ ଦ୍ୱାରା ସ୍ଥାନୀୟ ଅଡିଟୋରିୟମ୍ ପରିସରରେ “ସହରାଞ୍ଚଳ ଜନ ସମ୍ପର୍କ ଏବଂ ନାଗରିକ ଭାଗୀଦାରୀ କାର୍ଯ୍ୟକ୍ରମ” ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ନାଗରିକମାନଙ୍କୁ ପୌରପରିଷଦ…

ସିକଲ୍ ସେଲ୍ ରୋଗ ନିରାକରଣ ପାଇଁ ସାମୂହିକ ପ୍ରୟାସ ଉପରେ ଗୁରୁତ୍ୱାରୋପ

ରାୟଗଡା, ୧୯/୬ (ଭି ଗୌରୀଶଙ୍କର ରାଓ):  ବିଶ୍ୱ ସିକଲ୍ ସେଲ୍ ସଚେତନତା ଦିବସ ଅବସରରେ ଶୁକ୍ରବାର ରାୟଗଡା ଜିଲ୍ଲାରେ ସିକଲ୍ ସେଲ୍ ରୋଗ ସମ୍ପର୍କିତ ସଚେତନତା, ପ୍ରତିରୋଧ ଓ ପ୍ରାରମ୍ଭିକ ଚିହ୍ନଟକୁ ଗୁରୁତ୍ୱ ଦେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସିଡିଏମଓଙ୍କ କାର୍ଯ୍ୟାଳୟ…