ରାୟଗଡ଼ା (ଭି ଗୌରୀ ଶଙ୍କର ରାଓ): ଖୋଲିଲା ମା ମଝିଘରିଆଣୀଙ୍କ ହୁଣ୍ଡି ମିଳିଲା ୫୪ ଲକ୍ଷରୁ ଅଧିକ ଟଙ୍କା ସହ ସୁନା-ରୂପା ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ମନ୍ଦିରର ଦାନ ହୁଣ୍ଡି ସୋମବାର ଖୋଲାଯାଇଛି ତହସିଲଦାରଙ୍କ ତତ୍ତ୍ୱାବଧାନରେ ପୋଲିସର କଡା ସୁରକ୍ଷାରେ ଗଣତି ସକାଳ ୧୦ଟାରୁ ସନ୍ଧ୍ୟା ୭ଟା ଯାଏଁ ୯ଟି ହୁଣ୍ଡି ଗଣତି ହୋଇଥିଲା ବିଭିନ୍ନ ସଂଗଠନର ମହିଳା ଓ ପୁରୁଷ ସ୍ୱେଚ୍ଛାସେବୀ ନିୟୋଜିତ ହୋଇଥିଲେ ଆଜି ମିଳିଲା ୫୪ ଲକ୍ଷ ୧୫ ହଜାର ୯୦୨ ଟଙ୍କା, ୬୪ ଗ୍ରାମ ସୁନା, ୧ କେଜି ୭୬୪ ଗ୍ରାମ ରୂପା, ୧୧ ବିଦେଶୀ ମୁଦ୍ରା ଗତ ୨ ମାସ ପୂର୍ବେ ମିଳିଥିଲା ୧ କୋଟି ୨୨ ଲକ୍ଷ ୨୯ ହଜାର ୬୨୩ ଟଙ୍କା ଗଣତିରେ ନିୟୋଜିତ ହୋଇ ଭାଗ୍ୟବାନ ମନେ କରୁଛୁ ବୋଲି ମହିଳାମାନେ କହିଲେ ସମସ୍ତ ଅର୍ଥ ୟୁନିଅନ ବ୍ୟାଙ୍କକୁ ସ୍ଥାନାନ୍ତର ହୋଇଛି ମନ୍ଦିର ବିକାଶ ଓ ସାମାଜିକ କାର୍ଯ୍ୟରେ ଖର୍ଚ୍ଚ ହେବ,
Sign in
Sign in
Recover your password.
A password will be e-mailed to you.