Sign in
Sign in
Recover your password.
A password will be e-mailed to you.
Browsing Category
ରାୟଗଡ଼ା
ହାଟ ଶେସେଖାଲ ଠାରେ ବିପର୍ଯ୍ୟୟ ପ୍ରସ୍ତୁତି ମକ ଡ୍ରିଲ
ରାୟଗଡ଼ (ଭି ଗୌରୀଶଙ୍କର ରାଓ) ତା ୧୯.୬.୨୦୨୬: ରାୟଗଡ଼ ବ୍ଲକ ଅନ୍ତର୍ଗତ ହାଟ ଶେଷଖାଲ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ବିପର୍ଯ୍ୟୟ ପ୍ରସ୍ତୁତି ନିମନ୍ତେ ଅଭ୍ୟାସ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓସଡମା ଭୁବନେଶ୍ୱରରୁ ରାଜ୍ୟ ନିରୀକ୍ଷକ ଭାବେ ସୁଶ୍ରୀ ଅସ୍ମିତା ଦେବୀ , ଓସଡାମା ଜିଲ୍ଲା…
ପିଲାଚୋର ସନ୍ଦେହରେ ଯୁବକ-ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ: ୧୬ ଜଣ ଗିରଫ, କୋର୍ଟ ଚାଲାଣ
ରାୟଗଡ଼ା/କଲ୍ୟାଣସିଂହପୁର( ଭି ଗୌରୀ ଶଙ୍କର ରାଓ): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଇନ୍ତାଲିଗୁଡ଼ା ଗ୍ରାମ ନିକଟରେ ପିଲାଚୋର ସନ୍ଦେହରେ ଏକ ଯୁବକ ଓ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ମାମଲାରେ ସମ୍ପୃକ୍ତ ଥିବା ୧୬…
ରାୟଗଡ଼ ପୌରାଞ୍ଚଳରେ SIR ଫର୍ମ ପୂରଣ ଓ ଡିଜିଟାଇଜେସନ ପ୍ରକ୍ରିୟାର ସମୀକ୍ଷା କଲେ ଜିଲ୍ଲାପାଳ
ରାୟଗଡ଼, ତା. ୧୮.୦୬.୨୦୨୬:(ଭି ଗୌରୀ ଶଙ୍କର ରାଓ ) ରାୟଗଡ଼ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଆଶୁତୋଷ କୁଲକର୍ଣୀ ଆଜି ୧୪୦-ରାୟଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରାୟଗଡ଼ ପୌରାଞ୍ଚଳ ପରିଦର୍ଶନ କରି ଚାଲିଥିବା SIR ଫର୍ମ ପୂରଣ ଏବଂ ଡିଜିଟାଇଜେସନ ପ୍ରକ୍ରିୟାର…
ବିକଶିତ ଭାରତ ନିମନ୍ତେ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ
ରାୟଗଡ଼ ତା ୧୮.୬.୨୦୨୬ ( ଭି ଗୌରୀ ଶଙ୍କର ରାଓ )ବିକଶିତ ଭାରତ ନିମନ୍ତେ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଗୁରୁବାର ସ୍ଥାନୀୟ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ରାୟଗଡ଼ ଜିଳ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ…
କଳା ବ୍ୟାଗରୁ ମହିଳାଙ୍କ ମୃତଦେହ ଉଦ୍ଧାର, ପରିଚୟ ଖୋଜୁଛି ପୋଲିସ
ରାୟଗଡ଼ା(ଭି ଗୌରୀ ଶଙ୍କର ରାଓ ): ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଖାଲିଗୁଡ଼ା ଗାଁ ନିକଟସ୍ଥ ହୁଣ୍ଡାଇ ଶୋ’ରୁମ ପାଖ ରାସ୍ତା କଡ଼ରେ ପଡ଼ିଥିବା ଏକ କଳା ରଙ୍ଗର ବ୍ୟାଗ ଭିତରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ…
ରାୟଗଡ଼ ବ୍ଲକ ସ୍ତରୀୟ ଜାତି – ଜନଜାତି ସମ୍ବାଦ ବୈଠକ ଅନୁଷ୍ଠିତ
ରାୟଗଡ଼ ତା ୧୭.୬.୨୦୨୬ : ରାୟଗଡ଼ ବ୍ଲକ ପରିସରରେ ବୁଧବାର ଦିନ ଜାତି - ଜନଜାତି ସମ୍ବାଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ରାୟଗଡ଼ ଏସଡିସି ଉପାଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା କାଡ୍ରାକା, ବରେଣ୍ୟ ଅତିଥି ଭାବେ ଆଇଟିଡିଏ ରାୟଗଡ଼ର ପ୍ରକଳ୍ପ ପ୍ରଶାସକ ଚନ୍ଦ୍ରକାନ୍ତ ମାଝୀ,…
ଫେଲୋଶିପ୍ ଯୁବତୀଙ୍କ ସହ ଦୁର୍ବ୍ୟବହାର ଓ ମରଣାତ୍ମକ ଆକ୍ରମଣ, ପିଲା ଚୋରି ଅଭିଯୋଗରେ ଅଭାବନୀୟ ଘଟଣା, ଥାନାରେ ମାମଲା,…
ରାୟଗଡା : ଦିଲ୍ଲୀରେ ଏକ ବର୍ଷିଆ ଫେଲୋଶିପ୍ କରୁଥିବା ଜଣେ ଯୁବତୀଙ୍କ ସହ ଘଟିଥିବା ଅଭାବନୀୟ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ପିଲା ଚୋର ଭାବି ସ୍କୁଟିରେ ଯାଉଥିବା ଦୁଇ ଜଣଙ୍କୁ ମରଣାତ୍ମକ ଆକ୍ରମଣ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏକ୍ସପୋଜର୍ ଭିଜିଟ୍ ସାରି ଫେରୁଥିବା ବେଳେ ସ୍ଥାନୀୟ…
ଭାରତୀୟ ମଜଦୂର ସଂଘ ପକ୍ଷରୁ ଶ୍ରମିକ ମାରଣ ନୀତି ପ୍ରତିବାଦରେ ଗଣ ଧାରଣା କୁ ନେଇ ସାମ୍ବାଦିକ ସମ୍ମିଳନୀ
ରାୟଗଡ଼ା, ୧୬/୦୬ ସାମ୍ବାଦିକ - ଭି ଗୌରୀ ଶଙ୍କର ରାଓ : ଭାରତୀୟ ମଜଦୁର ସଙ୍ଘ ଦ୍ୱାରା ପରିଚାଳିତ ଓଡିଶା ଘରୋଇ ଉଦ୍ୟୋଗ ମଜଦୁର ମହାସଙ୍ଘ ତରଫରୁ ଆସନ୍ତା ଗୁରୁବାର ୧୮/୦୬/୨୦୨୬ ଦିନ ଶହ ଶହ କର୍ମଚାରୀ କଟକ ସ୍ଥିତ ଯୁଗ୍ମ ଶ୍ରମ ଆଯୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନସନ ରେ ବସିରହିବେ ଏଠାରେ…
ରାୟଗଡ଼ା ଜିଲ୍ଲା କୋଲନରା ର ଚୋରି ଘଟଣାର ପର୍ଦ୍ଦାଫାଶ କଲା ଚାନ୍ଦିଲି ଥାନା ପୋଲିସ
ରାୟଗଡ଼ାଭି (ଗୌରି ଶଙ୍କର ରାଓ): ରାୟଗଡା ଜିଲ୍ଲା କୋଲନରା ବ୍ଲକ ସରକାରୀ କ୍ୱାର୍ଟରରେ ଘଟିଥିବା ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ଚାନ୍ଦିଲି ପୋଲିସ। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଚୋରି ହୋଇଥିବା ସାମଗ୍ରୀର କିଛି ଅଂଶ ଜବତ କରାଯାଇଛି।
ସୂଚନା ଅନୁସାରେ,…
ମୁନିଗୁଡା ବ୍ଲକରେ ରାୟଗଡ଼ା ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ
ମୁନିଗୁଡା/ରାୟଗଡ଼ା(ଭି, ଗୌରି ଶଙ୍କର ରାଓ):- ତା.୧୬-୦୬-୨୦୨୬ରିଖ ଦିନ ମୁନିଗୁଡା ବ୍ଲକ ସଦଭାବନା ସଭାଗୃହରେ ଜିଲ୍ଲାପାଳ ରାୟଗଡ଼ାଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର…