Sign in
Sign in
Recover your password.
A password will be e-mailed to you.
Browsing Category
ରାୟଗଡ଼ା
ରାୟଗଡ଼ା ଜଙ୍ଗଲରୁ ମାଓ ବ୍ୟବହୃତ ଅସ୍ତ୍ରଶସ୍ତ୍ର ସହିତ ବହୁ ଜିନିଷ ଜବତ
ରାୟଗଡ଼ା : ରାୟଗଡ଼ା ଜିଲାକୁ ମାଓମୁକ୍ତ ଘୋଷଣା କରାଯାଇଥିଲେ ମଧ୍ୟ ଘଞ୍ଚ ଜଙ୍ଗଲରୁ ମାଓ ବ୍ୟବହୃତ ଅସ୍ତ୍ରଶସ୍ତ୍ର ସହିତ ବହୁ ଜିନିଷ ଜବତ ହୋଇଛି। ଏଥିରୁ ସେମାନଙ୍କ ଉପସ୍ଥିତି ନେଇ ଆଶଙ୍କା ପ୍ରକାଶ ପାଇଛି। ଗତକାଲି ରାୟଗଡ଼ା ଜିଲା ଅମ୍ବାଦଳା ଥାନା ଢେପଗୁଡ଼ା ଅଞ୍ଚଳରେ ସର୍ଚ୍ଚ ଅପରେସନ ସମୟରେ…
ବିଶ୍ୱ ରକ୍ତଦାତା ଦିବସ: ରାୟଗଡ଼ାରେ ସିଆରପିଏଫ୍ ଓ କଲାମ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର
ରାୟଗଡ଼ା, (ଭି,ଗୌରି ଶଙ୍କର ରାଓ):-ବିଶ୍ୱ ରକ୍ତଦାତା ଦିବସ ଅବସରରେ ରାୟଗଡ଼ା ସିଆରପିଏଫ୍ ୪ର୍ଥ ବାଟାଲିୟନ ଏବଂ ଡ. ଏପିଜେ ଅବଦୁଲ କଲାମ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରକ୍ତ କେନ୍ଦ୍ରର ସହଯୋଗରେ ଆୟୋଜିତ ଏହି ଶିବିରକୁ…
ବାଇପାସ ନଥିବାରୁ ବଢ଼ୁଛି ଟ୍ରାଫିକ ସମସ୍ୟା ଓ ଖରାପ ହେଇଚି ଜାତୀୟ ରାଜପଥ
ରାୟଗଡ଼ା (ଗୌରି ଶଙ୍କର ରାଓ) : ରାୟଗଡ଼ା ଜିଲ୍ଲାରେ ଜାତୀୟ ରାଜପଥ ୩୨୬ ଦେଇ ପ୍ରତିଦିନ ହଜାର ହଜାର ଛୋଟ ଓ ବଡ଼ ଯାନବାହନ ଚଳାଚଳ କରୁଛି। କିନ୍ତୁ ସହର ମଧ୍ୟରେ ବାଇପାସ ରାସ୍ତାର ବ୍ୟବସ୍ଥା ନଥିବାରୁ ଟ୍ରାଫିକ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଫଳରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ…
ରାମନାଗୁଡ଼ାରେ ଏସଆଇଆର-୨୦୨୬ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ଜିଲ୍ଲାପାଳ
ରାୟଗଡ଼, ୧୧ ଜୁନ ରାୟଗଡ଼ା ଜିଲ୍ଲା ପ୍ରତିନିଧି ଭି, ଗୌରି ଶଙ୍କର ରାଓ: ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ ଆଜି ରାମନାଗୁଡ଼ା ବ୍ଲକ ଗସ୍ତ କରି ଏସଆଇଆର-୨୦୨୬ (Special Intensive Revision) ଅନ୍ତର୍ଗତ ଚାଲିଥିବା ବିଭିନ୍ନ କାର୍ଯ୍ୟର ଅଗ୍ରଗତି…
ଜିଲ୍ଲା ବିକାଶ ସମନ୍ୱୟ ଓ ନିରୀକ୍ଷଣ କମିଟି (ଦିଶା) ବୈଠକରେ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ସମୀକ୍ଷା
ରାୟଗଡ଼, ତା. ୧୦.୦୬: ରାୟଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲା ବିକାଶ ସମନ୍ୱୟ ଓ ନିରୀକ୍ଷଣ କମିଟି (ଦିଶା)ର ବୈଠକ କୋରାପୁଟ ଲୋକସଭା ସାଂସଦ ତଥା କମିଟିର ସଭାପତି ମାନ୍ୟବର ଶ୍ରୀ ସପ୍ତଗିରି ଶଙ୍କର ଉଲାକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ରାୟଗଡ଼ ଜିଲ୍ଲାପାଳ…
ଫ୍ରେଣ୍ଡସ ଏମ ଜି ଏଫ ୱାକରସ କ୍ଲବ ତରଫ ରୁ ରକ୍ତ ଦାନ ଶିବର 50 ୟୁନିଟ ରକ୍ତ ସଂଗୃହୀତ
ରାୟଗଡ଼ା : ଆଜି ରାୟଗଡ଼ା ସ୍ଥାନୀୟ ଲୋଟସ ପାରାଡାଇସ୍ ମଣ୍ଡପ ରେ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ରବିବାର ଦିନ ଅନୁଷ୍ଠିତ ହେଇ ଯାଇଚି। ଫ୍ରେଣ୍ଡସ ଏମ ଜି ଏଫ୍ ୱାଲ୍କର କ୍ଲବ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ବହୁ ଉତ୍ସାହ ଦେଖିବାକୁ ମିଳିଥିଲା ।ଏହି ରକ୍ତଦାନ…
ସୌରା ଭାଷାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସଚେତନତା: ଲାଞ୍ଜିଆ ସୌରା ଗ୍ରାମରେ ପହଞ୍ଚିଲେ ଜିଲ୍ଲା ପ୍ରଶାସନ
ରାୟଗଡ, ୦୬.୦୬.୨୬: ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମକୁ ଜନଜାତି ଅଞ୍ଚଳରେ ଅଧିକ ଫଳପ୍ରଦ ଭାବେ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ୧୩୮-ଗୁଣୁପୁର ବିଧାନସଭା କ୍ଷେତ୍ରର ନିର୍ବାଚନ ପଞ୍ଜିକରଣ ଅଧିକାରୀ (ERO) ତଥା ଉପଜିଲ୍ଲାପାଳ ଗୁଣୁପୁର ଶ୍ରୀ ଅଭିଷେଖ ଦୁଦାଳଙ୍କ ନେତୃତ୍ୱରେ…
ଜେକେ କାଗଜ କଳ ତରଫରୁ କାଗଜ କଳ ପରିସରରେ ଆଜି ବିଶ୍ୱ ପରିବେଶ ଦିବସ ପାଳନ
ରାୟଗଡ଼ା : ଜେକେ କାଗଜ କଳ ତରଫରୁ କାଗଜ କଳ ପରିସରରେ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ଶ୍ରୀ ବିଶ୍ଵଜିତ ଦ୍ଵିବେଦୀ, ଉପସଭାପତି (ବାଣିଜ୍ଯ ) ,ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ।
ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ତତ୍ ସଙ୍ଗେ କାଗଜ କଳ ର…
ଲ୍ୟାମ୍ପସ ଏମଡ଼ିଙ୍କ ଘରେ ଭିଜିଲାନ୍ସ
ରାୟଗଡା : କଲ୍ୟାଣସିଂପୁର ଲ୍ୟାମ୍ପସ ଏମଡ଼ିଙ୍କ ଘରେ ଭିଜିଲାନ୍ସ ରେଡ । ଲ୍ୟାମ୍ପସ ଏମଡ଼ି ତାରିଣୀ ତ୍ରିପାଠୀଙ୍କ ଜିଲୁଣ୍ଡା ଘରେ ୬ ଜଣିଆ ଟିମର ଚଢାଉ । ଆୟ ବହିଭୁର୍ତ ସମ୍ପତ୍ତି ଠୁଳ ଓ ବେଆଇନ କାରବାର ଅଭିଯୋଗରେ ରେଡ ହୋଇଛି ।
ରାୟଗଡ଼ା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ରାୟଗଡ଼ା : ରାୟଗଡ଼ା ଗସ୍ତରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା- ୪ର ସ୍ବୀକୃତିପତ୍ର ହସ୍ତାନ୍ତର ସମାରୋହରେ ଯୋଗ ଦେଇଛନ୍ତି। ଏହି ଅବସରରେ ୮୨୭ଟି ନୂତନ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା…