ଓଡିଶାରାୟଗଡ଼ା ଲ୍ୟାମ୍ପସ ଏମଡ଼ିଙ୍କ ଘରେ ଭିଜିଲାନ୍ସ By BB News Network On May 22, 2026 Share ରାୟଗଡା : କଲ୍ୟାଣସିଂପୁର ଲ୍ୟାମ୍ପସ ଏମଡ଼ିଙ୍କ ଘରେ ଭିଜିଲାନ୍ସ ରେଡ । ଲ୍ୟାମ୍ପସ ଏମଡ଼ି ତାରିଣୀ ତ୍ରିପାଠୀଙ୍କ ଜିଲୁଣ୍ଡା ଘରେ ୬ ଜଣିଆ ଟିମର ଚଢାଉ । ଆୟ ବହିଭୁର୍ତ ସମ୍ପତ୍ତି ଠୁଳ ଓ ବେଆଇନ କାରବାର ଅଭିଯୋଗରେ ରେଡ ହୋଇଛି । Share FacebookTwitterGoogle+ReddItWhatsAppPinterestEmail
Comments are closed.