Browsing Category

କେନ୍ଦୁଝର

ଗତ କାଲି ଅପରାହ୍ଣ ସମୟରେ କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ,୩ ମୃତ

କେନ୍ଦୁଝର : କେନ୍ଦୁଝର ଟାଉନ ଥାନା ନରଣପୁର ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ। ପ୍ରବଳ ଝଡ଼ପବନରେ ଭାଙ୍ଗିଲା ଟେଣ୍ଟ, ଚାପି ହୋଇ ୩ ମୃତ । ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ସୂଚନା। ଗତ କାଲି ଅପରାହ୍ଣ ସମୟରେ ହଠାତ୍‌ ପ୍ରବଳ ଘୁର୍ଣ୍ଣିଝଡ଼,ପବନ ଏବଂ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିବା…

କେନ୍ଦୁଝର ‘କଙ୍କାଳ’ ଲଜ୍ଜା ପାଇଁ ବ୍ୟାଙ୍କ୍ ଦାୟୀ : ନିୟମର ଦ୍ବାହି ଦେଇ ନିର୍ଦ୍ଦୟ ହୋଇପଡ଼ିଥିଲେ…

କେନ୍ଦୁଝର : କେନ୍ଦୁଝର 'କଙ୍କାଳ' ଲଜ୍ଜା ପାଇଁ ବ୍ୟାଙ୍କ୍ ଦାୟୀ  RDC ଖୋଲିଦେଲେ ବ୍ୟାଙ୍କ ବିଫଳତାର କଳାଚିତ୍ର  ବାରମ୍ବାର ବ୍ୟାଙ୍କ ଦୌଡ଼ିଥିଲେ ଜିତୁ ମୁଣ୍ଡା ହେଲେ ନିୟମର ଦ୍ବାହି ଦେଇ ନିର୍ଦ୍ଦୟ ହୋଇପଡ଼ିଥିଲେ କର୍ମଚାରୀ ଡେଥ୍ ସାର୍ଟିଫିକେଟ ଦେବାରେ ବି ବଡ଼ ଅବହେଳା  । ସାରା ଦେଶରେ…

“ସୁନାର କେନ୍ଦୁଝର” ପାଇଁ ରୋଡମ୍ୟାପ୍ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାକୁ ଏକ ସମୃଦ୍ଧ ଶିଳ୍ପ ହବ୍ ରେ  ପରିଣତ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ବଡ଼ବିଲ ଅଂଚଳର ଉଚ୍ଚବାଲି ଠାରେ ୧୬୪୭ କୋଟି ଟଙ୍କା…

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଆର୍ଥିକ ସହାୟତା

କେନ୍ଦୁଝର : ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଭଉଣୀର ଶବ ଖୋଳି ଆଣିବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। କେନ୍ଦୁଝର ଜିଲ୍ଲା ମଲ୍ଲୀପଶି ଅଞ୍ଚଳର ଏହି ଘଟଣା ଏବେ ସବୁଠି ଚର୍ଚ୍ଚାରେ। ଅଞ୍ଚଳର ଜିତୁ ମୁଣ୍ଡା ନାମକ ଜଣେ ବ୍ୟକ୍ତି ନିଜ ମୃତ ଭଉଣୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା…

ବ୍ୟାଙ୍କ ଟଙ୍କା ଦେଲାନି: ଭଉଣୀର ମୃତ ଶରୀର ଆଣିଲା ଭାଇ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ଥାନା ମଲ୍ଲିପଶି ଠାରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗ୍ରାମ୍ୟ ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଭାଇ ଆଣିଲା ଭଉଣୀର ଶବ । ଦୁଇ ମାସ ତଳର ପୋତା ଯାଇଥିବା ଶବକୁ ଖୋଳି ନେଇ ଆସିଲା ଭାଇ । ଭଉଣୀ ମରିଯାଇଥିବା ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ…

କେନ୍ଦୁଝର ପୁଲିସକୁ ବଡ ସଫଳତା,୨୦ ଗଞ୍ଜେଇ ମାଫିଆ ଗିରଫ

ଆନନ୍ଦପୁର : କେନ୍ଦୁଝର ପୁଲିସକୁ ବଡ ସଫଳତା।  ଘସିପୁରା ଓ ରାମଚନ୍ଦ୍ରପୁର ପୋଲିସ ପକ୍ଷରୁ  ୨୦ଜଣ ଚୋରା ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ଘସିପୁରା ଓ ରାମଚନ୍ଦ୍ରପୁର ପୁଲିସ।ଗଞ୍ଜେଇ ମାଫିଆଙ୍କ ପାଖରୁ ୧ କ୍ୟୁଣ୍ଟାଲ  ୯ କେଜି  ୪୫୦ ଗ୍ରାମର ଗଞ୍ଜେଇ ଓ ଗୋଟିଏ କାର ସହ ୨ ଟି ବାଇକ୍ ଜବତ କରିଛି…

ତୀର୍ଥଯାତ୍ରୀ ବସ୍ ସହ କାର ଓ ହାୱା ମୁହାମୁହିଁ ଧକ୍କା,ଜଣେ ମୃତ ୩ଗୁରୁତର

କେଶଦୁରାପାଳ : ତୀର୍ଥଯାତ୍ରୀ ବସ୍ ସହ କାର ଓ ହାୱା ମୁହାମୁହିଁ ଧକ୍କା। ଏହି ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୩ଜଣ ଗୁରୁତର ହୋଇପଡିଛନ୍ତି।ଗୁରୁତରଙ୍କୁ  କଟକ ସ୍ଥାନାନ୍ତର  ହୋଇଥିବା ଜଣାପଡିଛି। ହଂସ ପାଳ  ଅଂଚଳରୁ ଏକ  କାର ଠାକୁରମୁଣ୍ଡା ଯାଉଥିବା ବେଳେ  ବିପରୀତ ଦିଗ…

ମା’ ତାରିଣୀଙ୍କ ଚଇତି ପର୍ବ, ସୁନା ବେଶରେ ଦର୍ଶନ ଦେବେ ମାଆ ତାରିଣୀ

କେନ୍ଦୁଝର : ଆଜି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି। ଘଟଗାଁ ମା ତାରିଣୀଙ୍କ ଚଇତି ପର୍ବର ଷଷ୍ଠ ଦିନ। ମନ୍ଦିର ପରିସରକୁ ଆଲୋକମାଳା ସହ ପୁଷ୍ପ ଦ୍ବାରା ସୁସଜ୍ଜିତ କରାଯାଇଛି। ଆଜି ସୁନା ବେଶରେ ଦର୍ଶନ ଦେବେ ମାଆ ତାରିଣୀ। ଭକ୍ତମାନେ ମା’ଙ୍କର ଏହି ଦିବ୍ୟ ବେଶ ଦର୍ଶନ କଲେ ଅନେକ…

କେନ୍ଦୁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ (ଜିସିଇ)ର ରୌପ୍ୟ ଜୟନ୍ତୀ ସମାରୋହ

କେନ୍ଦୁଝର : ଆଗାମୀ ଭାରତ ବୈଷୟିକ ଜ୍ଞାନ କୌଶଳର ଭାରତ ହେବ। ଗବେଷଣା, କୃତ୍ରିମ ମେଧା (AI) ଓ Innovation ର ସଠିକ୍ ବ୍ୟବହାର ଦ୍ୱାରା ଦେଶର ସମୃଦ୍ଧି ସୁନିଶ୍ଚିତ ହେବ ବୋଲି କେନ୍ଦୁଝରସ୍ଥିତ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ (ଜିସିଇ)ର ରୌପ୍ୟ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ…

କେନ୍ଦୁଝର ବଡ଼ବିଲ ରେଞ୍ଜ କାଟାମାଟି ଖଣିରେ ୨୬ ଟିକିଆ ହାତୀପଲ

ବଡ଼ବିଲ :  ଖଣିରେ ପଶିଲେ ହାତୀପଲ କେନ୍ଦୁଝର ଜିଲ୍ଲା ବଡ଼ବିଲ ରେଞ୍ଜର କାଟାମାଟି ଲୌହ ଖଣିରେ ୨୬ ଟିକିଆ ହାତୀ ପଲ ପଶିଛନ୍ତି। ଏହି ପଲରେ ୧୨ଟି ମାଇ, ୬ଟି ଦନ୍ତା ଓ ୮ଟି ଛୁଆ ହାତୀ ଅଛନ୍ତି । ହାତୀପଲ କାଟାମାଟି ଖଣିରେ ପଶିବା ପରେ ମୁର୍ଗା ବସ୍ତି ଭିତରେ ପଶି ଉତ୍ପାତ କରିଛନ୍ତି। ଏତେ…