କେନ୍ଦୁଝର : ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ-2024 ରେଜଲ୍ଟ। ଟପ୍ପର୍ ହୋଇଛନ୍ତି ବୁବୁନ ସାହୁ। ବୁବୁନ ପୋଲିସ ଚାକିରି କରି ଡିଏସପି ହେବା ପରେ ଟ୍ରେନିଂ ନେଉଥିଲେ। କଠିନ ପରିଶ୍ରମ ବଳରେ ଆଜି OAS ଟପ୍ପର ହୋଇଛନ୍ତି ବୁବୁନ୍। ସେ କେନ୍ଦୁଝରର ଜଣେ ଚାଷୀ ପରିବାର ଆସିଛନ୍ତି। ରେଭେନ୍ସାରେ ଗ୍ରାଜୁଏସନ ପରେ ଆଇଆଇଟି ଧାନବାଦରେ ପାଠ ପଢି ONGC ଚାକିରି କରୁଥିଲେ।
Sign in
Sign in
Recover your password.
A password will be e-mailed to you.
Comments are closed.