Browsing Category

କେନ୍ଦୁଝର

ଦ୍ରୌପଦୀ ଦେବୀ ବାଲଭବନ ଓ ଦ୍ରୌପଦୀ ଦେବୀ ଭିନ୍ନ କ୍ଷମ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳିତ।

ବଡ଼ବିଲ :  ବଡ଼ବିଲ ର ଜିଲ୍ଲା ପ୍ରଥମ ପ୍ଲେ ସ୍କୁଲ ଦ୍ରୌପଦୀ ଦେବୀ ବାଲ ଭବନ ର ଉଣିଶି ତମ ବାର୍ଷିକ ଉତ୍ସବ ପାଳିତ ହୋଇଛି ବଡ଼ବିଲ ସ୍ଥିତ ରୁଙ୍ଗଟା ଟାଉନ ହଲ ରେ ଏହି ଉତ୍ସବ ରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ସ୍ଥାନୀୟ ତହସିଲ ଦାର ଶ୍ରୀ ଯୁକ୍ତ ରାକେଶ କୁମାର ପଣ୍ଡା ଓ ସେଣ୍ଟ ମେରୀ…

ବୈତରଣୀରେ ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର, ୧୪/୦୧ : ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ। ବୈତରଣୀର ଶବ୍ୟା କାବେରୀ ଘାଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସପତ୍ନୀକ ବୁଡ଼ ପକାଇଛନ୍ତି। ସୂଚନାନୁଯାୟୀ, ମୁଖ୍ୟମନ୍ତ୍ରୀ କେନ୍ଦୁଝର ଗସ୍ତରେ ଅଛନ୍ତି। ପାଟଣା ରାଜନଗରରେ ପହଞ୍ଚି ବୈତରଣୀର ଶବ୍ୟା କାବେରୀ ଘାଟରେ ପୂଜାର୍ଚ୍ଚନା…

ମକର ସଂକ୍ରାନ୍ତିରେ ଘଟଗାଁ ମା’ ତାରିଣୀଙ୍କ ପୀଠରେ ଭକ୍ତଙ୍କ ସମାଗମ

କେନ୍ଦୁଝର : ମକର ସଂକ୍ରାନ୍ତିରେ ଘଟଗାଁ ମା ତାରିଣୀଙ୍କ ପୀଠରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି | ସକାଳୁ ସେବାୟତ ମାନେ ମାଙ୍କୁ ପ୍ରଥମେ ମହାସ୍ନାନ, ମାଜଣା, ବଡ ସିଂହାର ବେଶ, ମଙ୍ଗଳ ଆଳତୀ ସମେତ ଯଥା ରିତିକାନ୍ତିରେ ପୂଜାର୍ଚ୍ଚନା କରିଛନ୍ତି। ମାଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଛି।…

ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟ , ଆମୁଣି ର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ

କେନ୍ଦୁଝର : କେନ୍ଦୁଝର ସଦର ବ୍ଲକ୍ ଅନ୍ତର୍ଗତ ହାଣ୍ଡିଭଙ୍ଗା ଗ୍ରାମ ପଞ୍ଚାୟତ ଆମୁଣି ସ୍ଥିତ ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡ଼ା ୧୭.୧୨.୨୦୨୪ ଏବଂ ୧୮.୧୨.୨୦୨୪ ଦୁଇ ଦିନ ଧରି ଅନୁଷ୍ଠିତ ହୋଇ ଉଦଯାପିତ ହୋଇଯାଇଛି। ଉକ୍ତ ବାର୍ଷିକ କ୍ରୀଡ଼ା ଉତ୍ସବ ର ଉଦଘାଟନ ଦିବସ ରେ…

ଢେଙ୍କିକୋଟ -ସୀତାବିଞ୍ଜ ରେଳବାଇ ଷ୍ଟେସନକୁ ରାସ୍ତା ମରାମତି ଦାବି

କେନ୍ଦୁଝର : ଢେଙ୍କିକୋଟ ବାଳିକା ଉଚ୍ଚବିଦ୍ୟାଳୟ ନିକଟରୁ ସୀତାବିଞ୍ଜ ଷ୍ଟେସନକୁ ଯାଇଥିବା ରାସ୍ତାର କିଛି କିଛି ଅଂଶ ମରାମତି କରାଯାଇଛି । ଏହା ସତ୍ତ୍ବେ ଏହି ରାସ୍ତାର ବହୁ ସ୍ଥାନରେ ଗୋଡି  ଉଠି ଖାଲଖମା ସୃଷ୍ଟି ହୋଇଛି । ତଣ୍ଡିବେଡ଼ା ଗାଁ ନିକଟରେ ଏହି ରାସ୍ତାର କିଛି ଅଂଶ ଆଦୌ ପିଚୁ…

ନବନିର୍ମାଣ କୃଷକ ସଙ୍ଗଠନର ସିଂହାସନ ଖାଲିକର ସମାବେଶ

କେନ୍ଦୁଝର: ନବନିର୍ମାଣ କୃଷକ ସଙ୍ଗଠନ କେନ୍ଦୁଝର ଜିଲା ସଭାପତି ଲକ୍ଷ୍ମୀଧର ପ୍ରଧାନଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର କାଳୀପଡ଼ିଆରେ ସିଂହାସନ ଖାଲିକର ସମାବେଶ ଅନୁଷ୍ଠିତ ହୋଇଯାଇଛି। ମୋଚିଗାଁସ୍ଥିତ ଫ୍ଲାଇଓଭର ନିକଟରୁ ସଙ୍ଗଠନର ଶତାଧିକ ସଦସ୍ୟ ସଦସ୍ୟା ହାତରେ ପ୍ଲାକାର୍ଡ ଧରି ଏକ ବିଶାଳ…

କେନ୍ଦୁଝର ଦେଇ ନୂଆଦିଲ୍ଲୀକୁ ଗଡିବ ଯାତ୍ରିବାହୀ ଟ୍ରେନ

କେନ୍ଦୁଝର: କେନ୍ଦୁଝର ଦେଇ ଦେଶର ରାଜଧାନୀ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଯାତ୍ରିବାହୀ ଟ୍ରେନ ଚଳାଚଳ ଦାବିରେ ଜିଲାର ବିଭିନ୍ନ ସଙ୍ଗଠନ ପକ୍ଷରୁ ବାରମ୍ବାର ଆନ୍ଦୋଳନ ହୋଇ ଆସୁଥିଲା। ଜିଲାଦେଇ ଯାଇଥିବା ରେଳପଥର ଦୋହରୀକରଣ ଶେଷହେବା ପରେ କେନ୍ଦୁଝର ଦେଇ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଯାତ୍ରିବାହୀ ଟ୍ରେନ…

ରାଜ୍ୟପାଳଙ୍କ ସିଦ୍ଧମଠସ୍ଥିତ ବେଦ ବିଦ୍ୟାଳୟ ପରିଦର୍ଶନ

କେନ୍ଦୁଝର: ରାଜ୍ୟପାଳ ରଘୁବର ଦାସ ସୋମବାର ଦିନିକିଆ କେନ୍ଦୁଝର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ସିଦ୍ଧମଠସ୍ଥିତ ବେଦ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ। ରାଜ୍ୟପାଳ ଶ୍ରୀ ଦାସ ସେଠାରେ ପହଞ୍ଚିବା ପରେ ବିଦ୍ୟାଳୟର ଆଚାର୍ଯ୍ୟଗଣ ଓ ଛାତ୍ରଗଣ ପୁଷ୍ପଗୁଛ ଦେଇ ସ୍ୱାଗତ…

କେନ୍ଦୁଝରରେ ଗଡିଲା ଲକ୍ଷ୍ମୀ ବସ୍‍

କେନ୍ଦୁଝର: ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର କେନ୍ଦୁଝର ଜିଲାରେ ଲକ୍ଷ୍ମୀ ବସ୍‍ ଯୋଜନାର ଶୁଭାରମ୍ଭ କରିଛନ୍ତି। ମୋ ସରକାର ହେଉଛି ଲୋକଙ୍କ ସରକାର, ଲୋକଙ୍କ ଇଛାକୁ ସମ୍ମାନ ଜଣାଇ ଓଡିଶା ସରକାର ଯୋଜନା କରନ୍ତି। ଲୋକଙ୍କ ପ୍ରସ୍ତାବକୁ ଅନୁଶୀଳନ କରି ଗାଁ…

ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଶବ୍ଦତୀର୍ଥ ଉଦ୍‍ଯାପିତ

କେନ୍ଦୁଝର : ଓଡିଶା ସରକାରଙ୍କ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ପରିପ୍ରେକ୍ଷୀରେ ଧରଣୀଧର ବିଶ୍ୱବିଦ୍ୟାଳୟରେ ଆୟୋଜିତ ତିନିଦିନିଆ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଶବ୍ଦତୀର୍ଥ ବୁଧବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର ଓଏସ୍‍ଡି ତଥା…