Browsing Category

କେନ୍ଦୁଝର

ନିଆଁ ଲଗାଇବା ପରେ ହାଣି ଦେଲେ

କେନ୍ଦୁଝର: କେନ୍ଦୁଝର ସଦର ଥାନା ଅଧୀନ ହୁଣ୍ଡୁଳା ଗ୍ରାମରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି। ଅଭିଯୁକ୍ତମାନେ ସଂଘବଦ୍ଧ ଭାବେ ଯୁବକଙ୍କ ଘରେ ପେଟ୍ରୋଲ ଢାଳି ନିଅଁା ଲଗାଇଦେବା ସହ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ପ୍ରଣବ ମହାନ୍ତ (୨୫)। ଘଟଣା ଶନିବାର ରାତିରେ…

ବେଆଇନ ବାଲିଘାଟକୁ ନେଇ ଉତ୍ତେଜନା

ହାଟଡିହି : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ତରଭା ବୈତରଣୀ ବାଲିଘାଟକୁ ନେଇ ତରଭା ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ବିନା ଲିଜ୍‌ରେ ଏହି ଘାଟରୁ ବର୍ଷବର୍ଷ ଧରି ମାଫିଆମାନେ ବାଲି ଚାଲାଣ କରୁଛନ୍ତି। ଏହାକୁ ରୋକିବା ପାଇଁ ଗ୍ରାମବାସୀ ବାଲିଘାଟ ରାସ୍ତାରେ ଗାତ ଖୋଳି ଗଛ ଲଗାଇ ବାଡ଼…

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୮ ଦିନରେ ୧୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି।

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୮ ଦିନରେ ୧୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଡିଏମ୍ଓ କିଶୋର ପୃଷ୍ଟି ରବିବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚଳିତ ମାସ ବର୍ତ୍ତମାନ ପର୍ଯ୍ୟନ୍ତ ଡାକ୍ତରଖାନାରେ ୧୨୨ ଜଣ ଶିଶୁ ଭର୍ତ୍ତି ହୋଇଥିବା ବେଳେ ୧୩ ଜଣଙ୍କ ମୃତ୍ୟୁ…

ହାତୀ ପାଇଁ ମଞ୍ଚାରେ କଟୁଛି ରାତି

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ହାତୀ ଉପଦ୍ରବ ଦିନକୁ ଦିନ ବଢ଼ିଚାଲିଛି। ଗାଁରେ ପଶି ଫସଲ ନଷ୍ଟ ସହ ଘର ଭାଙ୍ଗୁଥିବା ହାତୀ ଏବେ ସହର ମୁହାଁ ହେଲାଣି। ଫସଲ ସୁରକ୍ଷା ସହ ଜୀବନରକ୍ଷା ପାଇଁ ଅନେକ ଲୋକ ଏବେ ମଞ୍ଚାରେ ରାତି କାଟୁଥିବା ଦେଖିବାକୁ ମିଳୁଛି। କେନ୍ଦୁଝର ଜିଲ୍ଲାର ବିଭିନ୍ନ…

କୋଭିଡ ସମୟରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛି ନୀତି ଆୟୋଗ ।

ଭୁବନେଶ୍ୱର : ଛୋଟ ପିଲାମାନଙ୍କର କୁପୋଷଣ ଦୂର କରିବାକୁ କୋଭିଡ ସମୟରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛି ନୀତି ଆୟୋଗ । କୋଭିଡ୍ ସମୟରେ ଦେଶର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକରେ ସରକାରଙ୍କ ପକ୍ଷରୁ ରାସନ ଯୋଗାଇ ଦିଆଯାଉଥିଲା। ଏହାରି ଉପରେ ରିପୋର୍ଟ…

କେନ୍ଦୁଝର ଜିଲ୍ଲା ଯାଦବ ମହାସଭା ସମ୍ବର୍ଦ୍ଧନା ମହୋତ୍ସବ।

କେନ୍ଦୁଝର : ୨୮/୮  ଜିଲ୍ଲା ସଂସ୍କୃତି ଭବନରେ କେନ୍ଦୁଝର ଜିଲ୍ଲା ଯାଦବ ମହାସଭା ସଭାପତି ପ୍ରଦୀପ କୁମାର ବାରିକ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି ।ଉତ୍କଳ ଯାଦବ ମହାସଭା ସଭାପତି ଆଶୀର୍ବାଦ ବେହେରା ଉତ୍ସବକୁ ଉଦଘାଟନ କରିଥିଲେ ।ଭୁବନେଶ୍ୱର…

ଭଦ୍ରକରେ ସବୁ ସ୍କୁଲ ବନ୍ଦ, ବାଲେଶ୍ୱରକୁ ଆଲର୍ଟ ଜାରି

ଭୁବନେଶ୍ୱର: ଆଇଏମଡିର ସୂଚନା ଅନୁଯାୟୀ, ରାଜ୍ୟର ୪ଟି ଜିଲ୍ଲାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ରାତିରୁ କେନ୍ଦୁଝର, ମୟୁରଭଞ୍ଜ, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ବର୍ଷାକୁ ନେଇ ଭୟଭୀତ ନ ହୋଇ ପ୍ରଶାସନର…

କେନ୍ଦୁଝର ଜିଲ୍ଲା ଯାଦବ ମହାସଭା ତରଫରୁ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ପାଳିତ

କେନ୍ଦୁ ଝରଜିଲ୍ଲା : ଯାଦବ ମହାସଭା ତରଫରୁ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ପାଳିତ । ଜିଲ୍ଲା ସଭାପତି ପ୍ରଦୀପ କୁମାର ବାରିକଙ୍କ ବାସଭବନରେ ଦୁଇ ଦିନ ବ୍ୟାପୀ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । କେନ୍ଦୁଝର ଗଡ ପୌରାଞ୍ଚଳ ଯାଦବ ସମିତିର ସଦସ୍ୟ ବୃନ୍ଦ ଓ ହରିଚନ୍ଦନପୁର…