Sign in
Sign in
Recover your password.
A password will be e-mailed to you.
Browsing Category
କେନ୍ଦ୍ରାପଡା
ରିଲିଫ ବଣ୍ଟନକରି ଫେରୁଥିବା ସମୟରେ ସଡ଼କ ଦୁର୍ଘଟଣାରେ ପୌର ପରିଷଦ ଡି ଏଲ ଆର୍ କର୍ମଚାରୀଙ୍କ ମୃତ୍ୟୁ
ପଟ୍ଟାମୁଣ୍ଡାଇ୧୪/୯ : ଗତକାଲି ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ପୌର ପରିଷଦର ଜନୈକ ଡି ଏଲ ଆର୍ କର୍ମଚାରୀ ଅକ୍ଷୟ ମଲ୍ଲିକ (ଅମିନ) ୧୦ ନଂ ଓ୍ଵାର୍ଡରେ ରିଲିଫ ବଣ୍ଟନ କରି ଘରକୁ ଫେରୁଥିବା ସମୟରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି ଏହି ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି I ପ୍ରକାଶ…
ଆସୁଛି ପାର୍ବଣ ଋତୁ : ଶାନ୍ତିଶୃଙ୍ଖଳା ରକ୍ଷା ନେଇ ପୁଲିସର ପ୍ଲାଗମାର୍ଚ୍ଚ, ଅସାମାଜିକଙ୍କ ଉପରେ କଡା ନଜର
ପଟ୍ଟାମୁଣ୍ଡାଇ୧୪/୯ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଏକ ସମ୍ବେଦନଶୀଳ ଅଂଚଳ । ଆଗକୁ ପାର୍ବଣ ରୁତୁ ଆସୁଥିବାରୁ, ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ପୁଲିସ ସକ୍ରିୟ ହୋଇ ଉଠିଛି । ଗଣେଶ ପୂଜାକୁ ଦୃଷ୍ଟିରେ ରଖି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିକାରୀ ମାନସ ରଞ୍ଜନ ମଲ୍ଲିକଙ୍କ ନିର୍ଦେଶରେ…
ଅଣ୍ଢରା ମଦ ଦୋକାନ ବନ୍ଦ !ଚୋରା ମଦ ବେପାରୀ ସକ୍ରିୟ ! ଅବକାରୀ ଓ ପୁଲିସ ବିଭାଗ ନିଷ୍କ୍ରିୟ
ପଟ୍ଟାମୁଣ୍ଡାଇ ୧୨/୭: ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଧୋୟାଞ୍ଚଳର ଜନସାଧାରଣ ବିଶେଷ କରି ମହିଳାମାନଙ୍କ ବିରୋଧ ଓ ଆନ୍ଦୋଳନ ପରେ ଅଣ୍ଢରା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ଥିବା ମଦ ଦୋକାନକୁ ସ୍ଥାନାନ୍ତର କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଲଟେରୀ…
ଗଗୁଆ-ଚୌଦକୁଲାଟ ରାସ୍ତା ର ଖଜୁରୀ ବନ୍ଧ ପଳସିଙ୍ଗା ଆର ଡି ରାସ୍ତାର ଶିଳାନ୍ୟାସ ଉତ୍ସବ
ପଟ୍ଟାମୁଣ୍ଡାଇ ୧୦/୯: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗଗୁଆ - ଚୌଦକୁଲାଟ ରାସ୍ତାର ଖଜୁରୀ ବନ୍ଧ ପଳସିଙ୍ଗା ଆର ଡିରାସ୍ତାର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ବିଜୁଜନତା ଦଳର ଜିଲ୍ଲା ସଭାପତି ଶିବପ୍ରସାଦ ଭଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ଶିଳାନ୍ୟାସ ସଭାରେ ମୂଖ୍ୟ…
ସିସିଆଇରେ ନାବାଳିକା ଗର୍ଭବତୀ ଘଟଣା: ୨ ଗିରଫ, CWCର ତଦନ୍ତ ଜାରି
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁରସ୍ଥିତ ଏକ ଚାଇଲ୍ଡ କେୟାର ଇନଷ୍ଟିଚ୍ୟୁଟ (ସିସିଆଇ)ରେ ଜଣେ ନାବାଳିକା ଅନ୍ତେବାସୀ ଗର୍ଭବତୀ ହେବା ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ୧୪ ବର୍ଷୀୟ ନାବାଳକ ହୋଇଥିବା…
ରାସ୍ତା ତଳକୁ ଓଲଟିଲା ବସ: ୨୦ ରୁ ଉର୍ଦ୍ଧ ଆହତ
ପଟ୍ଟାମୁଣ୍ଡାଇ:-ରାସ୍ତା ତଳକୁ ଓଲଟିଲା ବସ, ଅଳ୍ପକେ ବଞ୍ଚିଗଲେ ୫0 ରୁ ଉର୍ଦ୍ଧ ଯାତ୍ରୀ !କଟକ ରୁ ରାଜନଗର ତାଳଚୁଆ ଯାଉଥିବା OD29F – 6966 ପ୍ରିନ୍ସି ନାମକ ଘରୋଇ ବସଟି ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କଖାରୁଣୀ ନିକଟରେ ଦୁର୍ଘଟଣାଗସ୍ତ ହୋଇ ରାସ୍ତା ତଳକୁ ଖସି ଯାଇଛି !…
ଏମ୍ ଏନ୍ ହାଇସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ସ୍ଵଚ୍ଛତାପକ୍ଷ ପାଳନ ଓ ସଫେଇ କାର୍ଯ୍ୟକ୍ରମ
ପଟ୍ଟାମୁଣ୍ଡାଇ ୭/୯ : ପଟ୍ଟାମୁଣ୍ଡାଇ ପୈାରପରିଷଦ ଅନର୍ଗତ ସର୍ବ ପୂରାତନ ମନ୍ମଥ ନାଥ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର ରାଉତରାୟଙ୍କ ତତ୍ୱାବଧାନ ରେ ବିଦ୍ୟାଳୟ ପରିସରରେ ଏନ ସି ସି କାଡେଟ୍ସ, ସ୍କାଉଟ , ଗାଇଡ, ଜୁନିଅର୍ ରେଡ୍ କ୍ରସ ଓ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା…
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଏ ବି ଏମ୍ ତଥା ଵାୟୋଇନଫର୍ମାଟିକ୍ସ ବିଭାଗର ମୂଖ୍ୟ ସୁକାନ୍ତ ପ୍ରଧାନଙ୍କ ଅକାଳ…
ପଟ୍ଟାମୁଣ୍ଡାଇ ୩/୯ :ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ମଣ୍ଡପଡ଼ା ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍ ତଥା ଓଡ଼ିଶା କୃଷି ବୈଷୟିକ ବିଶ୍ଵବିଦ୍ୟାଳୟ ଏ ବି ଏମ୍ ଓ ଵାୟୋଇନଫର୍ମାଟିକ୍ସ ବିଭାଗର ମୂଖ୍ୟ ସୁକାନ୍ତ ପ୍ରଧାନଙ୍କ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ…
ଗୋଷ୍ଠୀ ସଂଘର୍ଷରେ ୧୦ ଆହତ,୨ ଗିରଫ ୧୦ ଥାନାରେ ଅଟକ
ପଟ୍ଟାମୁଣ୍ଡାଇ ୨/୯: କଥା କଟାକଟିକୁ କେନ୍ଦ୍ରକରି ଆଜି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଗଗୁଆ ଛକ ଠାରେ ଗୋଷ୍ଠୀ ସଂଘର୍ଷ ଘଟିଛି । ସଂଘର୍ଷରେ ଉଭୟପକ୍ଷର ୧୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣକୁ ଗୁରୁତର ଅବସ୍ତାରେ କଟକ ସ୍ଥାନାନ୍ତରକରାଯାଇଛି।ଏହି…
ମୋ ୧୦ ବର୍ଷ କାର୍ଯ୍ୟକାଳରେ ପଟ୍ଟାମୁଣ୍ଡାଇ ପୈାରଞ୍ଚଳ ବିକାଶର ଶୀର୍ଷକରେ -ଅଧ୍ୟକ୍ଷ
ପଟ୍ଟାମୁଣ୍ଡାଇ ୧/୮: ଆଜି ପଟ୍ଟାମୁଣ୍ଡାଇ ପୈାରପରିଷଦ ତାହାର ୩୮ତମ ସ୍ୱାୟତ୍ତ ଶାସନ ପାଳନ କରିଛି । ଏହି ଉପଲକ୍ଷେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଓ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ପରେ ଅଡିଟୋରିୟମ ହଲ୍ ଠାରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା । ଅଧ୍ୟକ୍ଷ ହେମନ୍ତ କୁମାର…