Browsing Category

କେନ୍ଦ୍ରାପଡା

ବୈକୁଣ୍ଠ ବାବୁଙ୍କ ଦ୍ଵାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା

ପଟ୍ଟାମୁଣ୍ଡାଇ ୧/ ୮:ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଡି଼ହାପଡା ପଞ୍ଚାୟତ ଅଧିନସ୍ଥ କୁପୁଣି ଗ୍ରାମର ବିଶିଷ୍ଟ ସମାଜସେବୀ, ରାଜନେତା, ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟ ବୈକୁଣ୍ଠ ସେନାପତିଙ୍କ ଆଜି ଦ୍ଵାଦଶାହରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସମାଜସେବୀ ଅବସରପ୍ରାପ୍ତ…

ପେଣ୍ଠପାଳ :ଵନ୍ୟା ସ୍ରୋତରେ ୨ ଭାସିଗଲେ,୧ ଉଦ୍ଧାର ନିଖୋଜ ବ୍ୟକ୍ତିକୂ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀର ତଲାସୀ

ପଟ୍ଟାମୁଣ୍ଡାଇ ୩୧/୮: ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ପଂଚାୟତ କୋଳଥିଆ ବ୍ରାହ୍ମଣସାହି ଘୋଷରା ନିକଟ ଘାଇରେ ଆଜି ଏକ ଏକ ଦୁଃଖଦ ଘଟଣା ଘଟି ଯାଇଛି I ଆଜି ଅପରାହ୍ନ ୨. ୩୦ ମିନିଟ ସମୟରେ ବାଲିକିରା ଗ୍ରାମର ତ୍ରିଲୋଚନ ରାଉଳ ଓ ବାଙ୍କ ବିହାରୀ ରାଉଳ ନିଜ କାମ ସାରି କୋଳଥିଆ ବ୍ରାହ୍ମଣ ସାହି…

ପଟ୍ଟାମୁଣ୍ଡାଇ ୩୮ ତମ ସ୍ୱାୟତ୍ତଶାସନ ଦିବସରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଓ ରକ୍ତଦାନ ଶିବିର ଆୟୋଜିତ !

ପଟ୍ଟାମୁଣ୍ଡାଇ ୩୧/୧: ପଟ୍ଟାମୁଣ୍ଡାଇ ମୂନସିପାଲଟି ୩୮ତମ ସ୍ଵାୟତ୍ତ ଶାସନ ଦିବସରେ ଚଳିତ ବର୍ଷ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ପୈାରାଞ୍ଚଳରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ,ଉଦ୍ଘାଟନ ଓ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ଏହି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମରେ ବିଧାୟକ ଧୃବ…

ରାଧାରମଣ ମଠରେ ଝୁଲଣ ଯାତ୍ରା

ପଟ୍ଟାମୁଣ୍ଡାଇ ତା ୩୦/୮:  କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବପୁରାତନ ଆଧ୍ୟାତ୍ମିକ ପୀଠ ପଟ୍ଟାମୁଣ୍ଡାଇ ରାଧାରମଣ ମଠରେ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଯାଇଛି I ୩ଦିନ ଧରି ଆୟୋଜିତ ଝୁଲଣ ଯାତ୍ରା ପବିତ୍ର ଗହ୍ମାପୂର୍ଣ୍ଣିମା ଅବସରରେ ଉଦଯାପିତ ହୋଇଯାଇଛି I ପୁରୀ ଗୋବର୍ଧନ ପୀଠ ସନ୍ଥ ସଂରକ୍ଷକ…

ମହିୟସୀ ସରୋଜିନୀ ସାମଲଙ୍କ ୫ମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ପଟ୍ଟାମୁଣ୍ଡାଇ୩୦/୮;  ପଟ୍ଟାମୁଣ୍ଡାଇ ବ୍ଲକ ବାଛରା ପଂଚାୟତ ମଣ୍ଡପଡା ଗ୍ରାମର ବର୍ଷିୟାନ ସମାଜସେଵୀ ବରାହ ଚରଣ ସାମଲଙ୍କ ପତ୍ନୀ ପରୋପକାରୀ, ଧର୍ମପ୍ରାଣା ମୟୀ ୟସୀ ମହିଳା ସରୋଜିନୀ ସାମଲଙ୍କ ୫ମ ବାର୍ଷିକ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି। ସ୍ମୃତି ସଂସଦର ସମ୍ପାଦକ ଚିତ୍ତରଞ୍ଜନ…

ପଟ୍ଟାମୁଣ୍ଡାଇ ପୋଲିସ ଓ କଲେଜ ପକ୍ଷରୁ ନିଶାମୁକ୍ତ ଅଭିଯାନ ଶୋଭାଯାତ୍ରା

ପଟ୍ଟାମୁଣ୍ଡାଇ ୨୯/୮- କେନ୍ଦ୍ରାପଡ଼ା ଏସ ପିଙ୍କ ନିର୍ଦେଶକ୍ରମେ ନିଶା କାରବାର ରୋକିବା ପାଇଁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଓ ପଟ୍ଟାମୁଣ୍ଡାଇ କଲେଜ ପକ୍ଷରୁ ନିଶାମୁକ୍ତ ଅଭିଯାନ ଶୋଭାଯାତ୍ରା କରାଯାଇଥିଲା I ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ମାନସ ରଞ୍ଜନ ମଲ୍ଲିକ ଓ କଲେଜ ଅଧକ୍ଷ…

ଗାଧୋଇବା ବେଳେ ନଈର ପ୍ରଖର ଶ୍ରୋତରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ ୨୯/୮-ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ତନୂପୁର ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଯାଇଛି। ବ୍ରାହ୍ମଣୀ ଶାଖା ନାଳରେ ଗାଧୋଇବା ସମୟରେ ପ୍ରଖର ଶ୍ରୋତରେ ବୁଡ଼ିଯାଇ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳିକା ଜଣକ ସ୍ଥାନୀୟ ତନୂପୁର ଗ୍ରାମର ସନ୍ତୋଷ…

ପୌର ପରିଷଦ ୩ ଓ ୪ ନଂ ଓ୍ଵାର୍ଡରେ ରିଲିଫ ବାଣ୍ଟିଲେ ବିଧାୟକ

ପଟ୍ଟାମୁଣ୍ଡାଇ୨୯/୮-ଚଳିତ ବ୍ରାହ୍ମଣୀ ନଦୀର ୩ୟ ବନ୍ୟାରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ବିଶେଷ ଭାବେ କ୍ଷତିଗସ୍ତ ହୋଇଛି I ଏହି ପୌରାଞ୍ଚଳର ୩ନଂ ଓ ୪ନଂ ୱାର୍ଡ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଦୀର୍ଘ ୧ମାସ ହେବ ଜଳବନ୍ଦୀ ହୋଇରହିଛି I ବାରମ୍ବାର ବନ୍ୟା ଯୋଗୁଁ ବ୍ୟାପକ ଫସଲହାନି ଘଟିଛି I ଚାଷୀମାନେ…

ଖୁଣ୍ଟରେ ବନ୍ଧା ଯାଇଥିବା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକ ହେଲେ ଚନ୍ଦନ ଦାସ ।

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ହଳଦିଆ ଗାଁରେ ଅଭାବନୀୟ ଘଟଣା। ଖୁଣ୍ଟରେ ବନ୍ଧା ଯାଇଥିବା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକ ହେଲେ ଚନ୍ଦନ ଦାସ । ତାଙ୍କୁ କେହି ହତ୍ୟା କରି ଖୁଣ୍ଟରେ ବାନ୍ଧି ଦେଇଥିବା ଅଭିଯୋଗ ହୋଇଛି । ମୃତ୍ୟୁର କାରଣ ସ୍ପଷ୍ଟ…

ବ୍ରାହ୍ମଣୀ ବନ୍ୟାରେ ଉବୁଟୁବୁ ହେଉଥିବା ବେଳେ: ମଦନପୁର କଟ୍ ପ୍ରସ୍ତାବ ଶୀତଳ ଭଣ୍ଡାରରେ-ଜନମଞ୍ଚ

ପଟ୍ଟାମୁଣ୍ଡାଇ ୨୯/୮:  ବ୍ରାହ୍ମଣୀ ନଦୀରେ ବନ୍ୟା ପରେ ବନ୍ୟା ଆସିବା ଫଳରେ କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ, ଆଳି ଏବଂ ରାଜନଗର ବ୍ଲକ ଉବୁଟୁବୁ ହେବା ସହିତ ଧୋୟାଞ୍ଚଳର ନାହିଁ ନଥିବା କ୍ଷୟକ୍ଷତି ଘଟିଛି I ଦୀର୍ଘ ୧ ମାସରୁ ଊର୍ଦ୍ଧ୍ୱ ସମୟ ହେବ ଜଳବନ୍ଦୀ ହେବା ଫଳରେ ଜନଜୀବନ ସଂପୂର୍ଣ୍ଣ…