Browsing Category

କେନ୍ଦ୍ରାପଡା

ପୌର ପରିଷଦ ଵନ୍ୟାପିଡିତାଙ୍କ ସ୍ଥିତି ପରଖିଲେ ଓ ରିଲିଫ ବାଣ୍ଟିଲେ ବିଧାୟକ

ପଟ୍ଟାମୁଣ୍ଡାଇ୨୯/୮:  ଚଳିତ ବ୍ରାହ୍ମଣୀ ନଦୀର ତୃତୀୟ ବନ୍ୟାରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ବିଶେଷ ଭାବେ କ୍ଷତିଗସ୍ତ ହୋଇଛି I ଏହି ପୌରାଞ୍ଚଳର ବିଭିନ୍ନ ୱାର୍ଡ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଦୀର୍ଘ ୧ମାସ ହେବ ଜଳବନ୍ଦୀ ହୋଇରହିଛି I ବାରମ୍ବାର ବନ୍ୟା ଯୋଗୁଁ ବ୍ୟାପକ ଫସଲହାନି ଘଟିଛି I…

ନରସିଂହପୁର କୃଷି ସମବାୟ ସମିତି ସଭାପତି ସ୍ଵର୍ଗତ ବୈକୁଣ୍ଠ ସେନାପତିଙ୍କ ଉଦ୍ଧେଶ୍ୟରେ ସ୍ମୃତିଚାରଣ ସଭା ଅନୁଷ୍ଠିତ

ପଟ୍ଟାମୁଣ୍ଡାଇ ୨୮/୮: ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ନରସିଂହପୁର କୃଷି ସମବାୟ ସମିତି ସ୍ଵର୍ଗତ ବୈକୁଣ୍ଠ ସେନାପତିଙ୍କ ସ୍ମୃତିଚାରଣ ସଭା ସ୍ଥାନୀୟ ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ନରସିଂହପୁର ସମବାୟ ସମିତି ପୂର୍ବତନ ସମ୍ପାଦକ ପାରେଶ୍ଵର ରାଉତଙ୍କ ନେତୃତ୍ୱ ଓ…

ବନ୍ୟାବିପନ୍ନଙ୍କୁ ଶ୍ରୀରାମ ଫାଉଣ୍ଡେସନର ସହାୟତା

ପଟ୍ଟାମୁଣ୍ଡାଇ ତା ୨୭/୮-ଚଳିତ ବର୍ଷ ବ୍ରାହ୍ମଣୀ ନଦୀର ପ୍ରଳୟଙ୍କରୀ ବନ୍ୟାରେ ସମଗ୍ର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ନାହିଁ ନଥିବା କ୍ଷତି ଘଟିଥିବାବେଳେ ନଦୀ ନାଳ ଘେରା ଶ୍ରୀରାମପୁର ପଞ୍ଚାୟତ ବିଶେଷ ଭାବେ କ୍ଷତି ଗସ୍ତ ହୋଇଛି I ଦୀର୍ଘ ୧୫ଦିନ ଧରି ଲୋକମାନେ ବନ୍ୟା ଘେର ରେ ଥିବାବେଳେ ସରକାରୀ…

ବାହ୍ୟ ଜଗତରୁ ବିଛିନ୍ନ ବାଛରା ପଂଚାୟତ ବିପନ୍ନଙ୍କୁ ସରୋଜିନୀ ସାମଲ ସ୍ମୃତି ସଂସଦ ସହାୟତା

 ପଟ୍ଟାମୁଣ୍ଡାଇ୨୭/୮:  ଚଳିତ ବ୍ରାହ୍ମଣୀ ନଦୀର ତୃତୀୟ ବନ୍ୟା ପଟ୍ଟାମୁଣ୍ଡାଇ ବ୍ଲକ ବାଛରା ପଞ୍ଚାୟତ ବାହ୍ୟଜଗତରୁ ବିଛିନ୍ନ ହୋଇ ଦୀର୍ଘ ୧ମାସ ଧରି ବନ୍ୟା ଘେରରେ ରହିଛି I କଷଣଅଣ୍ଟା ହାଇସ୍କୁଲ ଠାରୁ ସଂଯୋଗକାରୀ ରାସ୍ତାର ଉଚ୍ଚତା ମାତ୍ର ୩ ଫୁଟI ଯାହାଫଳରେ ସାମାନ୍ୟ ବନ୍ୟାରେ ରାସ୍ତା…

ପଟ୍ଟାମୁଣ୍ଡାଇରେ ଇଦ-ମିଲାଦୁନ ନଵି ପାଳିତ

ପଟ୍ଟାମୁଣ୍ଡାଇ ତା ୨୬/୮: ଇସଲାମ ଧର୍ମ ଗୁରୁ ପ୍ରପେଟ ମହମ୍ମଦଙ୍କ ୧୫୦୧ତମ ଜନ୍ମ ଦିବସକୁ ପଟ୍ଟାମୁଣ୍ଡାଇ ଅଂଚଳର ମୁସଲମାନମାନେ ଇଦ ମିଲାଦୁନ ନଵି ଭାବେ ପାଳନ କରିଛନ୍ତି I ଏହି ଉପଲକ୍ଷେ ମୁସଲମାନ ଭାଇମାନେ ବିଭିନ୍ନ ସ୍ଲୋଗାନ ଦେଇ ପଟ୍ଟାମୁଣ୍ଡାଇ ବଜାର ପରିକ୍ରମା କରି ମଦ୍ରାସା ଠାରେ ପହଂଚି…

ପୁଣି ବଢୁଛି ବ୍ରାହ୍ମଣୀ : ଦୁର୍ବଳ ନଦୀ ବନ୍ଧରେ ଘାଇ ଆଶଙ୍କା ! ଲୋକମାନେ ଆତଙ୍କିତ

ପଟ୍ଟାମୁଣ୍ଡାଇ ୨୬/୮:  ବ୍ରାହ୍ମଣୀ ଓ କାଣୀ ନଦୀରେ ୩ୟ ବନ୍ୟା ସାମାନ୍ୟ ହ୍ରାସ ପାଇବା ପରେ ବିପନ୍ନମାନେ ସାମାନ୍ୟ ଆଶ୍ୱସ୍ତ ହୋଇଥିଲେ Iବନ୍ୟା ଜଳ ପତ୍ତନ ଦିନକୁ ଦିନ ବଢୁଥିବାରୁ ଦୁର୍ବଳ ନଦୀ ବନ୍ଧରେ ଘାଇ ସୃଷ୍ଟି ହେବା ଆଶଙ୍କା ପ୍ରକାଶ ପାଇଛି I ଘାଇ ହେବା ଚର୍ଚ୍ଚା ଚାଲିଥିବାରୁ ଲୋକମାନେ…

ବନ୍ୟାଞ୍ଚଳର ସ୍ୱାସ୍ଥ୍ୟ ଶିବିର ପରିଦର୍ଶନ କଲେ ଜିଲ୍ଲାପାଳ

ପଟ୍ଟାମୁଣ୍ଡାଇ ୨୫/୮-ଚଳିତ ବନ୍ୟାରେ ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ୭ଟି ପଂଚାୟତ ବିଶେଷ ଭାବେ କ୍ଷତିଗସ୍ତ ହୋଇଛି I ବନ୍ୟାଞ୍ଚଳରେ ପରିବେଶ ଦୂଷିତ ହୋଇ ଝାଡାବାନ୍ତି ଜ୍ୱର ଥଣ୍ଡା କାଶ ଆଦି ବିଭିନ୍ନ ପ୍ରକାର ରୋଗ ବ୍ୟାପିବାରେ ଲାଗିଛି I ବନ୍ୟା ବିପନ୍ନ ଲୋକମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା…

ପୌରପରିଷଦର ଖାଦ୍ୟ ଏନଫୋର୍ସମେଣ୍ଟ ଚଢ଼ାଉ ; ୬୧ ହଜାର ଟଙ୍କା ଜରିମାନା ଆଦାୟ

ପଟ୍ଟାମୁଣ୍ଡାଇ୨୫ /୮:ପଟ୍ଟାମୁଣ୍ଡାଇ ପୌରପରିଷଦ ଅଧୀନରେ ହୋଟେଲ ଓ ରେଷ୍ଟୁରାଣ୍ଟ ଗୁଡ଼ିକରେ ଅସ୍ୱାସ୍ଥ୍ୟକର ଖାଦ୍ୟ ପ୍ରସ୍ତୁତି, ବିକ୍ରୟ, ନିଷିଦ୍ଧ ଏକକ ବ୍ୟବହାର୍ଯ୍ୟ ପ୍ଲାଷ୍ଟିକର ବ୍ୟବହାର ଏବଂ ବେଆଇନ ଭାବେ ଘରୋଇ ଏଲ୍‌ପିଜି ସିଲିଣ୍ଡରର ବ୍ୟବହାର ବିରୋଧରେ ଆଜି ପୌର ପରିଷଦ ନିର୍ବାହୀ…

ରଣା ସାପ ଦଂଶନରେ ମହିଳା ଗୁରୁତ୍ଵର : ଆୟୁସିରେ ଚିକିତ୍ସିତ

ପଟ୍ଟାମୁଣ୍ଡାଇ ୨୫/୮ : ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ସଂସାରଫଳ ପଞ୍ଚାୟତର ଅଢାଡେଉଉଁରିଆ ଗ୍ରାମର ଗୀତାଞ୍ଜଳି ରାଉତ ଗତକାଲି ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ଏକ ବିରାଟକାୟ ରଣା ସାପ ଦଂଶନ କରିଥିଲା। ଉକ୍ତ ସାପକୁ ତାଙ୍କ ସ୍ବାମୀ ସଂସାରଫଳ ପଞ୍ଚାୟତ ଅଫିସ୍ ପିଅନ ସୁନାକର ରାଉତ ସାପକୁ…

ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ପ୍ରଧାନଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ପଟ୍ଟାମୁଣ୍ଡାଇ ୨୪/୮: ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଖଡିଅଣ୍ଟା ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା କୁମାରୀ ପ୍ରଧାନଙ୍କ ଅଵସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅଶୋକ କୁମାର ପରିଡାଙ୍କ ସଭାପତିତ୍ଵରେ ଅନୁଷ୍ଠିତ…