Browsing Category

ଯାଜପୁର

ଟ୍ରକ ଦୁର୍ଘଟଣାରେ ବାଇକ ଚାଳକ ମୃତ, ଜଣେ ଗୁରୁତର

ଯାଜପୁର: ଯାଜପୁର ବଡଚଣା ଥାନା ଅନ୍ତର୍ଗତ ଚଣ୍ଡିଖୋଲ ଟ୍ରାଫିକ ଛକ ଉପରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ତେବେ ଟ୍ରାଫିକ ନିୟମ ନମାନି ଏକ ଟ୍ରକ ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେଇଛି। ଫଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବ‌େଳେ ପଛରେ ବସିଥିବା ବ୍ୟକ୍ତି ଗୁରୁତର ଆହତ ହୋଇ କଟକ…

ପନିକିରେ ହାଣି ମହିଳାଙ୍କୁ ହତ୍ୟା

ଯାଜପୁର: ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଦତ୍ତପୁର ପଂଚାୟତ ହେମନ୍ତପୁର ଗ୍ରାମର ରନଥା ଜେନାଙ୍କ ସ୍ତ୍ରୀ ରେଣୁକା ଜେନା (୫୦)ଙ୍କୁ ପନିକିରେ ହାଣି ହତ୍ୟା କରାଯାଇଛି।  ତେବେ ହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ। କିନ୍ତୁ ବୁଧବାର ସକାଳୁ ବୈତରଣୀ ନଦୀପଠାକୁ କେତେକ ଲୋକ ଗାଧୋଇ ଯାଇଥିଲେ।…

ବନ୍ଦ କାରଖାନାରେ ରେଲୱେ ସାଇଡିଂକୁ ଭଡ଼ା; ମେସ୍କୋ କର୍ମଚାରୀ, ଶ୍ରମିକଙ୍କ ଅ‌ସନ୍ତୋଷ ବଢ଼ୁଛି

ଯାଜପୁର : କେନ୍ଦୁଝର ରୋଇଡ଼ା ଖଣିରୁ ବେଆଇନ୍ ଭାବେ ମାତ୍ରାଧିକ ଖନନ ପାଇଁ ପ୍ରାୟ ୯୫୦ କୋଟି ଟଙ୍କା ଜରିମାନା ନଦେବାରୁ ମୋସ୍କୋ କମ୍ପାନି ଚାଲିବା ପାଇଁ ଅନୁମତି (ସିଟିଓ) ମିଳିଲାନାହିଁ। ମାତ୍ର, କମ୍ପାନିର ବେଆଇନ୍ କାରବାର ପାଇଁ ଶହଶହ ପରିବାର ଏବେ ହିନସ୍ତା ହେଉଛନ୍ତି। କଳିଙ୍ଗନଗରସ୍ଥିତ…

ବିରଜା ମନ୍ଦିରରେ ପ୍ରବେଶ କଲେ ଅଣହିନ୍ଦୁ; ମା’ଙ୍କର ହେଲା ମହାସାନ, ଦର୍ଶନ ପାଇବାରୁ ଶ୍ରଦ୍ଧାଳୁ ବଞ୍ଚିତ

ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିରରେ ଜଣେ ଅଣହିନ୍ଦୁ ପ୍ରବେଶ କରିଛନ୍ତି। ଏହାକୁ ନେଇ ବିରଜାବାହିନୀ ପକ୍ଷରୁ ଯାଜପୁର ଥାନାରେ ଅଭିଯୋଗ ହୋଇଛି। ଅଣହିନ୍ଦୁଙ୍କ ପ୍ରବେଶ ଯୋଗୁଁ ମନ୍ଦିରରେ ଶୋଧନ କାର୍ଯ୍ୟ ହୋଇଛି। ତେଣୁ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ…

କୋରେଇ ଷ୍ଟେସନରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ

ଯାଜପୁର: ଦୀର୍ଘ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ କୋରେଇ ଷ୍ଟେସନରେ ଟ୍ରେନ୍ ଚଳାଚଳ ଆଂଶିକ ଭାବେ ସ୍ୱାଭାବିକ ହୋଇଛି। ଗତକାଲି ରାତି ୧୦ଟାରୁ ବିଚ୍ଛିନ୍ନ ହୋଇଥିବା ବିଦ୍ୟୁତ୍ ସରବରାହକୁ ଅସ୍ଥାୟୀ ଭାବେ ମରାମତି କରାଯାଇ ଡାଉନ୍ ଲାଇନ୍ରେ ରେଳ ଚଳାଚଳ କରିଛି। ଆଜି ଅନ୍ୟ ଲାଇନରେ ଟ୍ରେନ୍ ଚଳାଚଳ…

ଜୀବିକା ପାଇଁ ବନିଛନ୍ତି ‘ସାଇକଲ ଚା ବାଲା’, କ୍ୟାବିନରେ କଟୁଛି ଜୀବନ

ଯାଜପୁରସଦର: ସାଇକଲ ଯାତ୍ରା ଦେଇଛି ସାଇକଲ ଚା’ ବାଲାର ପରିଚୟ। ଦୁଇବର୍ଷ  ତଳେ କରୋନା ମହାମାରୀରୁ ଜୀବନ ବଞ୍ଚାଇବା ପାଇଁ ସୁଦୂର ମହାରାଷ୍ଟ୍ରରୁ ୧୭୦୦ କିମି ସାଇକେଲ ଯାତ୍ରାକରି ଘରକୁ ଫେରିଥିଲେ। ସମୟ ବିତିଯାଇଛି, ପରିସ୍ଥିତି ବଦଳିଛି। ଯେଉଁ ସାଇକେଲ ବଏ ସେତେବେଳେ ବିଭିନ୍ନ ଗଣମାଧ୍ୟମର…

ପାଣିକୋଇଲି ମାଡିବସିଲା ଏସଟିଏଫ୍: ୧୫୫ ଗୋରୁ ଉଦ୍ଧାର, ୨ ଅଭିଯୁକ୍ତ ଗିରଫ

ଯାଜପୁର: ପଶ୍ଚିମବଙ୍ଗକୁ ଗୋରୁ ଚୋରା ଚାଲାଣ ବେଳେ ମାଡିବସିଲା ଏସଟିଏଫ୍ ଟିମ୍। ଯାଜପୁର ଜିଲ୍ଲା ପାଣିକୋଇଲି ନିକଟ ସାହପୁର ହାତପଡ଼ିଆରେ ଏଭଳି ଘଟଣା ଘଟିଛି। ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଘଟଣାସ୍ଥଳରୁ ୧୫୫ ଗୋରୁଙ୍କୁ ଉଦ୍ଧାର କରାଯିବା ସହ ଗୋଟିଏ ଟ୍ରକ ଓ ୩୪ ହଜାର ୫୦୦…

ଓଏମ୍‌ସି କଲୋନିରେ ହାତୀ ଆତଙ୍କ

କାଳିଆପାଣି: ସୁକିନ୍ଦା ରେଞ୍ଜ୍ ରାଁସୋଳ ସେକ୍ସନ ଓଡ଼ିଶା ଖଣି ନିଗମ(ଓଏମ୍‌ସି) କାଳିଆପାଣି ଟାଉନସିପ୍ କଲୋନିରେ ଆଜି ରାତିରେ ଏକ ହାତୀ ଉପଦ୍ରବକୁ ନେଇ ଆତଙ୍କ ଖେଳିଯାଇଛି। ରାତି ପ୍ରାୟ ୮ଟାରେ କାଳିଆପାଣି ହାଇସ୍କୁଲ ସମ୍ମୁଖ ଜଙ୍ଗଲରେ ହାତୀ ଦେଖାଯାଇଥିଲା। କୁକୁରମାନେ ଭୁକିବା ଦେଖି…

ଅଧୀକ୍ଷଣ ଯନ୍ତ୍ରୀଙ୍କ ଗସ୍ତ ବିବରଣୀ: ଛୁଟିରେ ଗସ୍ତକୁ ନେଇ ସନ୍ଦେହ ବଢ଼ୁଛି

ଯାଜପୁର : ଚଣ୍ଡିଖୋଲସ୍ଥିତ ଆରଡବ୍ଲୁଏସ୍‌ଏସ୍‌ ଡିଭିଜନରେ ବ୍ୟାପକ ଟେଣ୍ଡର ଫିକ୍ସିଂ ଓ ଗୁପ୍ତଟେଣ୍ଡର କାରବାର ଘଟଣାକୁ ନେଇ ଚର୍ଚ୍ଚା ଲାଗିରହିଛି। ଏପରିସ୍ଥଳେ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀଙ୍କର ଛୁଟିରେ ଗସ୍ତ ବିବରଣୀକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ହସ୍ତଗତ ତଥ୍ୟ ଅନୁସାରେ,…

ଯାଜପୁରରେ କ୍ଷେତ ପୋଖରୀ ଯୋଜନା ବିଫଳ

ଯାଜପୁର: ଚାଷୀମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ପାଇଁ ଜଳ ବିଭାଜିକା ଏବଂ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ କ୍ଷେତ ପୋଖରୀ ଯୋଜନା କରାଯାଇଥିଲା। ୨୦୧୯-୨୦ରୁ ୨୦୨୩-୨୪ ବର୍ଷ ମଧ୍ୟରେ ରାଜ୍ୟରେ ୫ ଲକ୍ଷ କ୍ଷେତ ପୋଖରୀ କରିବାକୁ ସରକାର ଲକ୍ଷ୍ୟ ରଖିଥିଲେ। ସେ ମଧ୍ୟରୁ ଏହି ୫ବର୍ଷ ମଧ୍ୟରେ…