କଳିଙ୍ଗ ନଗର ସ୍ପୋର୍ଟସ କମ୍ପ୍ଲେକ୍ସ ଏବଂ ଶିଶୁ ଯତ୍ନ ପ୍ରତିଷ୍ଠାନର ଶିଳାନ୍ୟାସ

ଯାଜପୁର: ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଯଖପୁରା ଠାରେ ଅତ୍ୟାଧୁନିକ କଳିଙ୍ଗ ନଗର ସ୍ପୋର୍ଟସ କମ୍ପ୍ଲେକ୍ସ ଓ ଶିଶୁ ଯତ୍ନ ପ୍ରତିଷ୍ଠାନର ଶିଳାନ୍ୟାସ କରିଛନ୍ତି ସୁକିନ୍ଦା ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ। ସେ କହିଛନ୍ତି ଏହି ପ୍ରତିଷ୍ଠାନ କେବଳ ସୁକିନ୍ଦା ଓ ଆମ ଜିଲ୍ଲାର ନୁହେଁ ସାରା ରାଜ୍ୟର କ୍ରୀଡ଼ାବିତ ମାନଙ୍କୁ ଅତ୍ୟାଧୁନିକ ପ୍ରଶିକ୍ଷଣ ଯୋଗାଇବାରେ ସକ୍ଷମ ହେବ।

Comments are closed.