Browsing Category

ମନୋରଞ୍ଜନ

ଆରପାରିରେ ବଙ୍ଗୀୟ ଅଭିନେତ୍ରୀ ଆଣ୍ଡ୍ରିଲା, ମାତ୍ର ୨୪ ବର୍ଷ ବୟସରେ ଚାଲିଗଲା ଜୀବନ

କୋଲକାତା: ମାତ୍ର ୨୪ ବର୍ଷ ବୟସରେ ଆରପାରିକୁ ଚାଲିଯାଇଛନ୍ତି ଜଣାଶୁଣା ବଙ୍ଗୀୟ ଅଭିନେତ୍ରୀ ଆଣ୍ଡ୍ରିଲା ଶର୍ମା | ବ୍ରେନ ଷ୍ଟ୍ରୋକ ଏବଂ ହୃଦ୍‌ଘାତ ଯୋଗୁଁ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଯାଇଛି | ଗତ କିଛି ଦିନ ହେବ ଆଣ୍ଡ୍ରିଲା ଶର୍ମା କୋମାରେ ଥିଲେ। ତାଙ୍କର ସମସ୍ତ…

ସଚିବାଳୟରେ ପ୍ରଦର୍ଶିତ ହେବ ବାବୁସାନଙ୍କ ଅଭିନୀତ ‘ଦମନ’

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ବାବୁସାନଙ୍କ ଅଭିନୀତ ଯୁଗାନ୍ତକାରୀ ଚଳଚ୍ଚିତ୍ର ‘ଦମନ’ ସଚିବାଳୟରେ ପ୍ରଦର୍ଶିତ ହେବ। ଆଜି ସନ୍ଧ୍ୟା ୫ଟା ସମୟରେ ଏହି ଛବି ସଚିବାଳୟର କନଭେନସନ ହଲରେ ପ୍ରଦର୍ଶିତ ହେବ। ଏଥିରେ ଯୁଗ୍ମ ସଚିବ ପାହ୍ୟାରୁ ଉଚ୍ଚ ଅଧିକାରୀମାନେ ଅଂଶଗ୍ରହଣ କରିପାରିବେ। ଏନେଇ ରାଜ୍ୟ…

ଇଫିରେ ପ୍ରଦର୍ଶନ ଲାଗି ଦୁଇ ଓଡ଼ିଆ ଡିପ୍ଲୋମା ଫିଲ୍ମ ମନୋନୀତ

ଭୁବନେଶ୍ବର: ପୁଣି ଇଫି(ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ)ରେ ପ୍ରଦର୍ଶନ ଲାଗି ଓଡ଼ିଆ ସିନେମା ମନୋନୀତ ହୋଇଛି। ଏଥର ଦୁଇଟି ଛବିଙ୍କୁ ଭିନ୍ନ ଭିନ୍ନ କାରଣରୁ ପ୍ରଦର୍ଶନ ଲାଗି ଅନୁମତି ଦିଆଯାଇଛି। ଡିପ୍ଲୋମା ଫିଲ୍ମ ‘ଅସ୍ତରାଗ’ ଏହାର ସାଉଣ୍ଡ ଡିଜାଇନ୍ ପାଇଁ ଇଫି ରେ…

ଶ୍ରଦ୍ଧାଙ୍କ ହତ୍ୟା କରିଥିବା ଅଫତାବକୁ କିଭଳି ଦଣ୍ଡ ମିଳିବା ଉଚିତ ବୋଲି ପ୍ରତିକ୍ରିୟା ଦେଇଛନ୍ତି ରାମଗୋପାଳ ବର୍ମା

ନୂଆଦିଲ୍ଲୀ: ଶ୍ରଦ୍ଧା ୱାକରଙ୍କୁ ହତ୍ୟା କରି ଅଫତାବ ୩୫ ଖଣ୍ଡ କରିଥିଲା। ପ୍ରାୟ ୧୮ ଦିନ ପର୍ଯ୍ୟନ୍ତ ଅଫତାବ ଅମିନ ପୁନାୱାଲା ଶ୍ରଦ୍ଧାଙ୍କ ମର ଶରୀରର କଟାଖଣ୍ଡକୁ ଫ୍ରିଜରେ ରଖି ଧୀରେ ଧୀରେ ଜଙ୍ଗଲକୁ ନେଇ ଭିନ୍ନ ଭିନ୍ନ ସ୍ଥାନରେ ଫୋପାଡ଼ିଥିଲା। ତେବେ ଏହି ଘଟଣାକୁ ନେଇ ନିର୍ଦ୍ଦେଶକ ରାମ…

ଅର୍‌ବାଜଙ୍କ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌ରେ କମେଣ୍ଟ୍‌ କଲେ ପୂର୍ବ ପତ୍ନୀ ମଲାଇକା ଆରୋରା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଅର୍‌ବାଜ୍‌ ଖାନ୍‌ ତାଙ୍କର ଅପ୍‌କମିଂ ଫିଲ୍ମ ‘ପଟ୍‌ନା ଶୁକ୍ଳା’ର ସୁଟିଂ କାମ ଆରମ୍ଭ କରି ସାରିଛନ୍ତି। ଏହି ଫିଲ୍ମଟିକୁ ସେ ନିଜ ପ୍ରଯୋଜନା ବ୍ୟାନ୍‌ରରେ ନିର୍ମାଣ କରୁଛନ୍ତି। ଅର୍‌ବାଜ୍‌ ଏହି ଫିଲ୍ମର କ୍ଲାପ୍‌ବୋର୍ଡ ଦେଖାଇ ସୋସିଆଲ୍‌ ମିଡିଆରେ ଏକ ଫଟୋ…

ଯୁଗଳ ଫଟୋ ସହ ପତ୍ନୀ ସାନିଆଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇ ସମାଲୋଚକଙ୍କ ମୁହଁ ବନ୍ଦ କଲେ ସୋଏବ

ଇସ୍‌ଲାମ୍‌ବାଦ: ଛାଡ଼ପତ୍ର ଖବର ପ୍ରକାଶ ‌ଚାଲିଥିବା ବେଳେ ପତ୍ନୀ ସାନିଆ ମିର୍ଜାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇ ଚର୍ଚ୍ଚିତ ପାଲଟିଛନ୍ତି ସୋଏବ ମଲ୍ଲିକ। ସୋଏବ ଏକ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ ଜରିଆରେ ସାନିଆଙ୍କୁ ଶୁଭେଚ୍ଛା ଜଣାଇବା ପରେ ଲୋକ‌େ ସେମାନଙ୍କ ଛାଡ଼ପତ୍ର ଖବରକୁ ଅବିଶ୍ବାସ…

ଭାରି ପଡ଼ିଲା ପ୍ରଶଂସକଙ୍କ ଭଲପାଇବା; ଗାଡ଼ିରେ ପଶି ପାରିଲେନି ଅଭିନେତ୍ରୀ

ଇସ୍‌ଲାମ୍‌ବାଦ୍‌: ସେଲିବ୍ରେଟିମାନଙ୍କୁ ବାହାରେ ପାଇଗଲେ ସାଧାରଣ ଲୋକ ଘେରିଯିବା କିଛି ନୂଆ କଥା ନୁହେଁ। ପୂର୍ବରୁ ବି ଅନେକ ସେଲି‌ବ୍ରେଟି ଏପରି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପ୍ରଶଂସକମାନେ ନିଜ ପ୍ରିୟ କଳାକାରଙ୍କୁ ସର୍ବସାଧାରଣ ସ୍ଥାନରେ ଦେଖିଲେ ସେମାନଙ୍କୁ ଘେରି ଯିବା ସହ…

୫ ମିନିଟ୍‌ ପର୍ଯ୍ୟନ୍ତ ଏକଲୟରେ ମୋ ବ୍ୟକ୍ତିଗତ ଅଙ୍ଗକୁ ଚାହିଁ ରହିଥିଲେ ସାଜିଦ: ଅଶାଳୀନ ବ୍ୟବହାର ଅଭିଯୋଗ ଆଣିଲେ…

ମୁମ୍ବାଇ: ବିଗ୍‌ବସ୍‌-୧୪ରେ ପ୍ରବେଶ କରିବା ପରେ ସିନେ ନିର୍ମାତା ସାଜିଦ୍‌ ଖାନ୍‌ ଚର୍ଚ୍ଚାରେ ରହିଛନ୍ତି। ସାଜିଦ୍‌ ଖାନ୍‌ଙ୍କ ଉପରେ ପୂର୍ବରୁ ଅନେକ ଯୁବତୀ ଅସଦାଚରଣ ଅଭିଯୋଗ ଆଣିଛନ୍ତି। ଅନେକ ଯୁବତୀ ତାଙ୍କ ବିରୋଧରେ କାଷ୍ଟିଂ କାଉଚର ଅଭିଯୋଗ ବି କରିଛନ୍ତି। ପୁଣି ଥରେ ସାଜିଦଙ୍କ…

ରାଗିଲେ ଦକ୍ଷିଣୀ ସିନେମାର ଏବେକାର ଚର୍ଚ୍ଚିତ ଅଭିନେତ୍ରୀ ରଶ୍ମିକା ମନ୍ଦାନା

ଅନେକ ମୋତେ ପ୍ରଶଂସା କରୁଥିଲେ ମଧ୍ୟ କେହି କେହି ସୋସିଆଲ୍ ମିଡିଆରେ ମୋତେ ପରିହାସ କରୁଛନ୍ତି। ସମୟ ଓ ସୁଯୋଗକୁ ଅପେକ୍ଷା କରିଛି, ସେମାନଙ୍କୁ ମୁଁ ଆଦୌ ଛାଡ଼ିବିନି। ନିଜକୁ ମିଳିଥିବା କିଛି ବ୍ୟଙ୍ଗାତ୍ମକ ମନ୍ତବ୍ୟକୁ ନେଇ ରାଗିପାଚି ଲାଲ୍ ପଡ଼ିଯାଇଛନ୍ତି ଦକ୍ଷିଣୀ ସିନେମାର ଏବେକାର…

ଆଇଟମ୍ ନମ୍ବର ନେଇ ଫେରୁଛନ୍ତି ମଲାଇକା

ଦୀର୍ଘ ଚାରିବର୍ଷ ହେଲା ଦର୍ଶକେ ମଲାଇକା ଅରୋଡ଼ାଙ୍କୁ ବଡ଼ ପରଦାରେ ଦେଖିବାକୁ ପାଇ ନ ଥିଲେ। ଶେଷ ଥର ପାଇଁ ୨୦୧୮ରେ ମୁକ୍ତିଲାଭ କରିଥିବା ‘ପଟାଖା’ ଚଳଚ୍ଚିତ୍ରର ‘ହ୍ୟାଲୋ ହ୍ୟାଲୋ’ ଗୀତରେ ତାଙ୍କର ମନୋମୁଗ୍ଧକର ନୃତ୍ୟ ଦେଖିବାକୁ ମିଳିଥିଲା। ଚାରି ବର୍ଷରୁ ଅଧିକ ସମୟ ପରେ ସେ ‘ଆନ୍ ଆକ୍‌ସନ…