Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଆସନ୍ତାକାଲି ବିଜେଡିରେ ମିଶିବେ ସୁଜାତା କାର୍ତ୍ତିକେୟନ, ଶ୍ରୀମୟୀଙ୍କ ସୂଚନା ପରେ ଚର୍ଚ୍ଚା ଜୋରଦାର
ଭୁବନେଶ୍ବର: ଆସନ୍ତାକାଲି ବିଜେଡିରେ ସାମିଲ ହେବେ ପାଣ୍ଡିଆନଙ୍କ ଧର୍ମପତ୍ନୀ ସୁଜାତା କାର୍ତ୍ତିକେୟନ। ସେଥିପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆସନ୍ତାକାଲି ପ୍ରମୁଖ ନେତାଙ୍କ ବୈଠକ ଡାକିଛନ୍ତି। ଏହିପରି ଏକ ସୂଚନା ଦେଇଛନ୍ତି ବିଜେଡିର ପୂର୍ବତନ ନେତ୍ରୀ ଶ୍ରୀମୟୀ ମିଶ୍ର। ତାଙ୍କର…
ବିଜେପି ଛାଡି ବିଜେଡିରେ ପୁଣି ମିଶିଲେ ବୁଗୁଡା ବ୍ଲକ ଅଧ୍ୟକ୍ଷା କେ ପ୍ରିୟଦର୍ଶନୀ ଆଚାରୀ
ଭୁବନେଶ୍ବର : ବିଜେପି ରାଜ୍ୟରେ ଶାସନ ଭାର ନେବାଠାରୁ କୌଣସି ନେତା ବା ପ୍ରତିନିଧି ବିଜେପି ଛାଡି ବିଜେଡିରେ ମିଶିବାର ଦୃଷ୍ଟାନ୍ତ ନ ଥିଲା। ହେଲେ ପ୍ରଥମ ଥର ପାଇଁ ବିଜେପି ଛାଡି ବିଜେଡିରେ ମିଶିଛନ୍ତି ବୁଗୁଡା ବ୍ଲକ ଅଧ୍ୟକ୍ଷା। ସେ ହେଉଛନ୍ତି କେ ପ୍ରିୟଦର୍ଶନୀ ଆଚାରୀ। ସେ ପ୍ରଥମରୁ…
କଂଗ୍ରେସ ସହିତ ଶିବସେନା (ୟୁବିଟି) ମିଶ୍ରଣ ହୋଇପାରେ ବୋଲି ଦାବିକୁ ଉଦ୍ଧବ ଠାକରେ ଖାରଜ କରିଛନ୍ତି
ମୁମ୍ବାଇ: କଂଗ୍ରେସ ସହିତ ଶିବସେନା (ୟୁବିଟି) ମିଶ୍ରଣ ହୋଇପାରେ ବୋଲି ଦାବିକୁ ଉଦ୍ଧବ ଠାକରେ ଖାରଜ କରିଛନ୍ତି। ପ୍ରକୃତରେ ବିଦ୍ରୋହୀ ସାଂସଦମାନେ ଦଳ ଛାଡିବାର କାରଣ ଭାବରେ ଶିବସେନା (ୟୁବିଟି) କଂଗ୍ରେସ ସହିତ ମିଶ୍ରଣ ହେବାର ସମ୍ଭାବନାକୁ ଉଲ୍ଲେଖ କରିଥିଲେ। ଶୁକ୍ରବାର (ଜୁନ୍ ୧୯), ଦଳର…
ଛାତ୍ରଙ୍କ ଭବିଷ୍ୟତ ପାଇଁ ଲଢ଼େଇ
କୋଟା: NEET ପେପର ଲିକ୍ ଏବଂ ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ଅନିୟମିତତା ପ୍ରସଙ୍ଗକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବୁଧବାର ରାଜସ୍ଥାନର ଶିକ୍ଷା ନଗରୀ କୋଟାରୁ ଦେଶବ୍ୟାପୀ ଆନ୍ଦୋଳନର ଶୁଭାରମ୍ଭ କରିଛନ୍ତି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଚାଲିଥିବା ଅଭିଯୋଗ କରି ସେ କେନ୍ଦ୍ର…
କର୍ଣ୍ଣାଟକରେ ପୁଣି ଥରେ ରିସର୍ଟ ରାଜନୀତି: ବିଧାୟକମାନଙ୍କୁ ରିସର୍ଟରେ ରଖିଲା କଂଗ୍ରେସ
ନୂଆଦିଲ୍ଲୀ: କର୍ଣ୍ଣାଟକରେ ରିସର୍ଟ ରାଜନୀତି ପୁଣି ଥରେ ସରଗରମ ହୋଇଛି। ଗୁରୁବାର (୧୮ ଜୁନ୍, ୨୦୨୬) ରେ ହେବାକୁ ଥିବା ବିଧାନ ପରିଷଦ (MLC) ନିର୍ବାଚନ ପୂର୍ବରୁ ଶାସକ କଂଗ୍ରେସ ଏହାର ବିଧାୟକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଏକ ରିସର୍ଟରେ ରଖିବାକୁ ନିଷ୍ପତ୍ତି ନେଇଛି।
କ୍ରସ୍-ଭୋଟିଂ…
କେବେ ମମତାଙ୍କୁ ସୟାନୀ ଘୋଷ କହୁଥିଲେ ପ୍ରାଧାନମନ୍ତ୍ରୀ ପ୍ରାର୍ଥୀ, ଏବେ ନେଲେ ୟୁ-ଟର୍ଣ୍ଣ
ନୂଆଦିଲ୍ଲୀ : ମମତା ବାନାର୍ଜୀ କେବେ କଳ୍ପନା କରିନଥିଲେ ଯେ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ହାରିବା ପରେ ତାଙ୍କ ଦଳ ଟିଏମସିକୁ ନିଜ ଅସ୍ତିତ୍ୱ ପାଇଁ ଲଢ଼ିବାକୁ ପଡିବ। ଗତ କିଛି ଦିନ ହେଲା ଟିଏମସି ଭିତରେ ଏପରି ଝଡ଼ ଦେଖାଯାଇଛି ଯେ, ଜଣେ ବଡ଼ ନେତାଙ୍କ ଇସ୍ତଫା ଦେବା ମଧ୍ୟ ସ୍ୱାଭାବିକ…
ବିଜେପିରେ ସାମିଲ ହେଲେ ବିଜେଡି ନେତା ରୁଦ୍ର ସାମନ୍ତରାୟ ଏବଂ ମିଲନ ପାଇକରାୟ
ଭୁବନେଶ୍ବର: ଆଜି ବିଜେପିର ସାମିଲ ହୋଇଛନ୍ତି ବିଜେଡି ନେତା ରୁଦ୍ର ସାମନ୍ତରାୟ ଏବଂ ମିଲନ ପାଇକରାୟ। ଆଜି ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ଉଭୟ ବିଜେପିରେ ସାମିଲ ହୋଇଛନ୍ତି। ଉଭୟ ନେତା ବିଜେଡିର ଭୁବନେଶ୍ବର ରାଜନୀତିରେ ବେଶ ସକ୍ରିୟ ଥିଲେ। ଭୁବନେଶ୍ବର ମଧ୍ୟ ପାଇଁ ରୁଦ୍ର ସାମନ୍ତରାୟ…
ସିବିଏସଇ ଅନ୍-ସ୍କ୍ରିନ୍ ମାର୍କିଂ ବିବାଦ: ତୀବ୍ର ହେଲା ରାହୁଲ ଗାନ୍ଧୀ ଏବଂ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…
ନୂଆଦିଲ୍ଲୀ: ସିବିଏସଇ ଅନ୍-ସ୍କ୍ରିନ୍ ମାର୍କିଂ ବିବାଦକୁ ନେଇ ରାହୁଲ ଗାନ୍ଧୀ ଏବଂ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ପଟେ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ସହିତ ହେରଫେର ଅଭିଯୋଗ ଆଣିଥିବାରୁ ରାହୁଲ ଗାନ୍ଧୀଙ୍କ ଉପରେ ଧର୍ମେନ୍ଦ୍ର ପ୍ରଧାନ…
ଏବେ ମୁଁ ନିଜ ଘରକୁ ଫେରି ଆସିଛି – ଦେବାଶିଷ ସାମନ୍ତରାୟ
ଭୁବନେଶ୍ୱର : ଏବେ ମୁଁ ନିଜ ଘରକୁ ଫେରି ଆସିଛି। ପଦ୍ମ ଧରିବା ପରେ ସାମ୍ବାଦିକ ସମ୍ମିଳନୀରେ ଏପରି କହିଛନ୍ତି ବିଜେପି ନେତା ଦେବାଶିଷ ସାମନ୍ତରାୟ। ବିଜେପିରେ ଯୋଗ ଦେବା ପରେ ମନେ ହେଉଛି, ଯେପରି ନିଜ ଘରେ ଅଛି। ପୂର୍ବରୁ ହିଁ ମୁଁ ଏନଡିଏରେ ଥିଲି, ଏବେ ପୁଣି ନିଜ ଘରକୁ ଫେରିଛି। ବିଜେଡିରେ…
ଇସ୍ତଫା ଦେଲେ ସିଦ୍ଦରମୈୟା, ଡିକେ ଶିବକୁମାର ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ : କର୍ଣ୍ଣାଟକରେ ଆଜି ଏକ ବଡ଼ ପରିବର୍ତ୍ତନ ଘଟିଛି। ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି, ଏବଂ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ହେବେ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ତାଙ୍କ ଇସ୍ତଫାପତ୍ର ଦାଖଲ…