Browsing Category

ରାଜନୀତି

ଦିଲ୍ଲୀରେ ଦୁଇ ଥର ଶୀର୍ଷ ନେତୃତ୍ବଙ୍କୁ ସିଏମଙ୍କ ସାକ୍ଷାତ ପରେ ଚର୍ଚ୍ଚା ଜୋର୍ ଧରିଛି କ୍ୟାବିନେଟ ସଂପ୍ରସାରଣ ।

ଭୁବନେଶ୍ବର : ଖୁବ୍ ଶୀଘ୍ର ହୋଇପାରେ ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ। ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଧାନମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିବା ପରେ ଏହି ଚର୍ଚ୍ଚା ଜୋର୍ ଧରିଛି। ରାଜ୍ୟ କ୍ୟାବିନେଟର ବରିଷ୍ଠ ସଦସ୍ୟମାନେ ବି ଏ ନେଇ ସଂକେତ…

ପେଟ୍ରୋଲ, ଡିଜେଲର ଦରବୃଦ୍ଧି ବିରୋଧକରି ମଙ୍ଗଳବାର ବିଜେଡିର ବିକ୍ଷୋଭପ୍ରଦର୍ଶନ

ଭୁବନେଶ୍ବର : କ୍ରମାଗତ ଭାବେ ଦେଶରେ ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ରନ୍ଧନ ଗ୍ୟାସର ଅସ୍ବାଭାବିକ ଦରବୃଦ୍ଧି ଯୋଗୁଁଁଁ ସାଧାରଣ ଜନତାଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ଏହାକୁ ବିରୋଧ କରି ମଙ୍ଗଳବାର ଦଳ ପକ୍ଷରୁ ପ୍ରତିବାଦ କରାଯାଇଛି। ବିଜୁ ଯୁବ ଜନତା ଦଳ,…

କାଲି ଛାଡ଼ିଥିଲେ ଶଙ୍ଖ, ଆଜି ଧରିଲେ ପଦ୍ମ। ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ବରିଷ୍ଠ ନେତା ଦେବାଶିଷ…

ଦିଲ୍ଲୀ : କାଲି ଛାଡ଼ିଥିଲେ ଶଙ୍ଖ, ଆଜି ଧରିଲେ ପଦ୍ମ। ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ। ଦିଲ୍ଲୀ ବିଜେପି ଜାତୀୟ ମୁଖ୍ୟାଳୟରେ ଚାଲିଥିବା ମିଶ୍ରଣ ପର୍ବରେ ସେ ପଦ୍ମ ଶିବିରରେ ଯୋଗ ଦେଇଛନ୍ତି। ଗତକାଲି ସେ ବିଜେଡିରୁ ଇସ୍ତଫା ଦେଇଥିବା…

ବିଜେଡି ଛାଡିଲେ ଦେବାଶିଷ

ଭୁବନେଶ୍ବର :ବିଜୁ ଜନତା ଦଳ (ବିଜେଡି) ର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ସୋମବାର ଦିନ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଦଳ ଭିତରେ ନିଜକୁ ଅବହେଳିତ ଏବଂ ଅପମାନିତ ଅନୁଭବ କରୁଥିବା ଦର୍ଶାଇ ଏହି ନିଷ୍ପତ୍ତି ନେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ…

ପ୍ରଧାନମନ୍ତ୍ରୀଙ୍କ ତଥାକଥିତ ଅମୃତ କାଳ ଏବେ ଦେଶ ପାଇଁ ବିଷ କାଳରେ ପରିଣତ ହୋଇଛି: ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ପୁଣି ନିଟ୍ ପ୍ରଶ୍ନପତ୍ର ଲିକ୍‌। ପ୍ରଶ୍ନପତ୍ର ଲିକ ଯୋଗୁ ବାତିଲ ହୋଇ ଯାଇଛି ନିଟ ୟୁଜି ୨୦୨୬ ପରୀକ୍ଷା। ସାରା ଦେଶରେ ପ୍ରଶ୍ନପତ୍ର ଲିକକୁ ନେଇ ଝଡ଼ ଦେଖିବାକୁ ମିଳିଛି। ମେ’ ୩ରେ ୨୨ ଲକ୍ଷରୁ ଅଧିକ ପିଲା ପରୀକ୍ଷା ଦେଇଥିଲେ।ପରୀକ୍ଷା ବାତିଲକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ…

ପଶ୍ଚିମବଙ୍ଗ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦ୍ରୀୟ ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ

ଭୁବନେଶ୍ୱର : ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅର୍ପଣ କରିଛନ୍ତି। ପଶ୍ଚିମବଙ୍ଗରେ ବିଜେପି ବିଧାୟକ ଦଳର ନେତା ଚୟନ ପ୍ରକ୍ରିୟା ପାଇଁ ଶ୍ରୀ ମାଝୀଙ୍କୁ ‘କେନ୍ଦ୍ରୀୟ ସହ-ପର୍ଯ୍ୟବେକ୍ଷକ’ ଭାବେ ନିଯୁକ୍ତ କରାଯାଇଛି।…

ଭବାନୀପୁରରେ ହାରିଲେ ଦିଦି

କଲକାତା:ଦିଦିଙ୍କ ଗଡରେ ଧସେଇ ପସିଲେ ଶୁଭେନ୍ଦୁ ଅଧିକାରୀ।ପଶ୍ଚିମବଙ୍ଗର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତଥା ଟିଏମସିର ଗଡ଼ ଭବାନୀପୁରରେ ଲଢ଼େଇ ରୋମାଞ୍ଚକ ହେବାରେ  ଲାଗିଛି। ଗଣତି ଆରମ୍ଭରୁ ଆଗରେ ଥିବା ବିଜେପିର ଶୁଭେନ୍ଦୁ ଅଧିକାରୀ ମଧ୍ୟାହ୍ନ ବେଳକୁ ପଛରେ ପଡ଼ି ଯାଇଥିଲେ। ଟିଏମସି ସୁପ୍ରିମୋ ମମତା…

କେରଳରେ ୩ ଆସନ ଜିତିଲା ବିଜେପି

କେରଳ:କେରଳରେ କଂଗ୍ରେସ ନେତୃତ୍ଵାଧୀନ ୟୁଡିଏଫ ବହୁମତ ହାସଲ କରିଛି। ବାମପନ୍ଥୀଙ୍କ ୧୦ ବର୍ଷର ଶାସନରେ ପଡ଼ିଲା ପୂର୍ଣ୍ଣଛେଦ। କେରଳରେ ଜନାଦେଶ ସପକ୍ଷରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ। ଦୀର୍ଘ ୧୦ ବର୍ଷ ଧରି କ୍ଷମତାରେ ଥିବା ବାମପନ୍ଥୀ ଗୋଷ୍ଠୀ କୁ ଶକ୍ତ ଝଟକା ଦେଇ କଂଗ୍ରେସ ନେତୃତ୍ୱାଧୀନ  …

ଚ଼ିଲିକା ବିଜେପିର ମିଶ୍ରଣ ପର୍ବ

ଭୁବନେଶ୍ଵର : ଭୁବନେଶ୍ୱର ସ୍ଥିତ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ସରକାରୀ ବାସଭବନ ଠାରେ ଚ଼ିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଲେଇ ପଞ୍ଚାୟତର ଏକ ଭବ୍ୟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ତପନ ପ୍ରଧାନଙ୍କ…

ବିଭିନ୍ନ ଏଜେନ୍ସିରୁ ଏକ୍ସଜିଟ୍ ପୋଲର ସଂଖ୍ୟା ପ୍ରକାଶ ପାଇବା ଆରମ୍ଭ : କିଏ ମାରିବ ବାଜି

ନୂଆଦିଲ୍ଲୀ : ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହୋଇଛି। ୨୯ ଏପ୍ରିଲରେ ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସମାପ୍ତ ହେବା ପରେ, ବିଭିନ୍ନ ଏଜେନ୍ସିରୁ ଏକ୍ସଜିଟ୍ ପୋଲର ସଂଖ୍ୟା ପ୍ରକାଶ ପାଇବା ଆରମ୍ଭ ହୋଇଛି। ଆକ୍ସିସ୍ ମାଇ ଇଣ୍ଡିଆ ଏବଂ ଡିବି ରିସର୍ଚ୍ଚର ତଥ୍ୟ ଅନୁଯାୟୀ,…