Browsing Category

ଅନୁଗୁଳ

ତୀର୍ଥଯାତ୍ରୀ ବସ ଦୁର୍ଘଟଣା:ତାଳଚେର କଣିହାଁ ଅଞ୍ଚଳର ଦୁଇ ମୃତ

ଅନଗୁଳ: ତୀର୍ଥଯାତ୍ରା କରି ଫେରୁଥିବା ବେଳେ ବସ ଦୁର୍ଘଟଣାଗ୍ରସ୍ତ ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲା କଣିହାଁ ଅଞ୍ଚଳର ଦୁଇଜଣ ଥିବା ସ୍ପଷ୍ଟ ହୋଇଛି । ସୂଚନା ଅନୁସାରେ ଓଡିଶାରୁ ପ୍ରାୟ ୫୫ ଜଣଙ୍କୁ ନେଇ ଏକ ତୀର୍ଥଯାତ୍ରୀ ବସ ୧୫ ଦିନ ତଳେ ଯାତ୍ରା ଆରମ୍ଭ…

‘ଓଡ଼ିଶାର ସ୍ୱେଚ୍ଛାସେବୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ଯୁବବର୍ଗଙ୍କ ଆତ୍ମବିଶ୍ୱାସ ବଢାଇବ’

ଅନୁଗୁଳ : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଅନୁଗୁଳରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍ କୀ ବାତ୍‌’ କାର୍ଯ୍ୟକ୍ରମ ଶୁଣିଛନ୍ତି। ଏହି ସଂସ୍କରଣରେ ପ୍ଲାଷ୍ଟିକ୍‌ମୁକ୍ତ ଅଭିଯାନ ପାଇଁ…

ଗୋଟିଏ ରାତିରେ ଦୁଇ ମନ୍ଦିରରୁ ଚୋରି

ବନ୍ତଳା: ଅନୁଗୁଳ ବ୍ଲକ ବନ୍ତଳା ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇଟି ମନ୍ଦିରରୁ ଚୋରି ହୋଇଥିବା ଦେଖିବାକୁ ମିଳିଛି।ଦୁର୍ବୃତ୍ତମାନେ ମନ୍ଦିରର ଦାନ ହୁଣ୍ଡି ଭାଙ୍ଗି ଦାନ ଅର୍ଥ ଚୋରି କରିନେଇଛନ୍ତି।ପ୍ରାପ୍ତ ସୂଚନା ଅନୁଯାୟୀ ଅନୁଗୁଳ ବ୍ଲକ ବନ୍ତଳା ଥାନା ପୋକତୁଙ୍ଗା ଶନି ମନ୍ଦିର ଓ ଧୋକୁଟା…

କଣିହାଁରେ ହେବ ବୃହତ ଉଠା ଜଳସେଚନ ପ୍ରକଳ୍ପ: ୬ ହଜାର ହେକ୍ଟର ଜମିକୁ ମାଡ଼ିବ ପାଣି

ଅନୁଗୁଳ: ପାର୍ବତୀ ଗିରି ବୃହତ ଉଠା ଜଳସେଚନ ଯୋଜନାରେ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍‌ରେ ୩ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ୩୬ ମାସ ଭିତରେ ଏହି ୩ ପ୍ରକଳ୍ପ ଶେଷ କରାଯାଇ ୬୦୦ ହେକ୍ଟର ଜମିକୁ ଜଳସେଚିତ କରାଯିବାକୁ ଲକ୍ଷ୍ୟ ରହିଛି। ଏହି ୩ ପ୍ରକଳ୍ପକୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି। ଏହା…

ୱାର୍ଡେନ୍‌ଙ୍କ ନାଁରେ ନୋଟ୍‌ ଲେଖି ଛାତ୍ର ନିଖୋଜ, ସରାଙ୍ଗ ଇଞ୍ଜିନିୟରିଂ କଲେଜରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ପର୍ଜଙ୍ଗ : ସରାଙ୍ଗ ଇଞ୍ଜିନିୟରିଂ କଲେଜ ୱାର୍ଡେନ୍‌ଙ୍କ ନାମରେ ନୋଟ୍ ଲେଖି ଜଣେ ବି-ଟିକ୍‌ ଶେଷ ବର୍ଷ ଛାତ୍ର ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଆଇଜିଆଇଟି କଲେଜରେ ଉତ୍ତେଜନା ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁଯାୟୀ, ପର୍ଜଙ୍ଗ ଥାନା ସରାଙ୍ଗ ସ୍ଥିତ ଆଇଜିଆଇଟି…

ସାଢ଼େ ୪ଲକ୍ଷରେ ଅଙ୍ଗନବାଡ଼ି ପଦ ନିଲାମ!

ଅନୁଗୁଳ : ଚାକିରି ଦାମ୍‌ ସାଢ଼େ ଚାରି ଲକ୍ଷ। ଗାଁକୁ ଅଗ୍ରିମ ଟଙ୍କା ଦିଅ, ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ଚାକିରି କର। ଅନୁଗୁଳ ସହର ଉପକଣ୍ଠର ଏକ ଗାଁର ଅଙ୍ଗନବାଡି କର୍ମୀ ପଦ ପାଇଁ ଗାଁ ସଭାରେ ହୋଇଥିବା ଏପ୍ରକାର ମୂଲଚାଲ୍‌ ଚର୍ଚ୍ଚାର ବିଷୟ ହୋଇଛି। ସବୁଠାରୁ ମଜାଦାର୍‌ କଥା ହେଲା, ସାଢ଼େ…

ନାଲ୍‌କୋ ସ୍ମେଲଟରରେ ପୋଡ଼ାହେଲା ଗଞ୍ଜେଇ

ଅନୁଗୁଳ : ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟରେ ଆଜି ୬ କୁଇଣ୍ଟାଲ ଗଞ୍ଜେଇ ଜାଳି ଦିଆଯାଇଛି। ୨୦୧୪ରେ ଛେଣ୍ଡିପଦା ଥାନା ପୁଲିସ ଏହି ଗଂଜେଇକୁ ଜବତ କରିଥିଲା। ଏହି ଗଂଜେଇକୁ ନଷ୍ଟ କରିବା ସମୟରେ ପ୍ରଦୂଷଣ ରୋକିବା ପାଇଁ ନାଲ୍‌କୋ ସ୍ମେଲଟର ପଟ୍‌ଲାଇନ୍‌ର ଲାଡର୍‌ ସପ୍‌ ବିଭାଗରେ ଏହାକୁ ଜାଳି…

୧୨ ଘଣ୍ଟିଆ ପାଲଲହଡା ବନ୍ଦ ।

ଅନୁଗୁଳ : ଆଜି ୧୨ ଘଣ୍ଟିଆ ପାଲଲହଡା ବନ୍ଦ । ପାଲଲହଡା ଓକିଲ ସଂଘ ପକ୍ଷରୁ ଦିଆଯାଇଛି ବନ୍ଦ ଡାକରା । ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରହିବା ସହ ପାଲଲହଡା ଏବଂ ଖମାର ଠାରେ ଜାତୀୟ ରାଜପଥ ଅବରୋଧ ହୋଇଛି। ଫଳରେ ଏହି ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଛି। ସେହିପରି…