Browsing Category

ବାଣିଜ୍ୟ

ତପନ ଚାନ୍ଦଙ୍କୁ ଓଡ଼ିଶା ବିସନେସ୍ ଲିଡରସିପ ଆୱାର୍ଡ

ଭୁବନେଶ୍ବର: ପ୍ରତ୍ୟେକ ରାଜ୍ୟର ବିକାଶରେ କିଛି ବ୍ୟବସାୟୀଙ୍କ ହାତ ରହିଥାଏ । ଯେଉଁମାନେ ନିଜ ବ୍ୟକ୍ତିଗତ ସଫଳତାଠାରୁ ସମାଜକଲ୍ୟାଣ କାମରେ ନିଜକୁ ଅଧିକ ନିୟୋଜିତ କରିଥାନ୍ତି । ସେମିତି ବ୍ୟକ୍ତିତ୍ୟଙ୍କ କାମକୁ ଚିହ୍ନି ତାଙ୍କୁ ସମ୍ମାନୀତ କରିବାକୁ ନ୍ୟୁଜ ୧୮ ଓଡିଆ ଏକ ବଡ ପ୍ଲାଟଫର୍ମ ସୃଷ୍ଟି…

ଶିକ୍ଷା ଋଣରେ ଏନ୍‌ପିଏ ଚିନ୍ତା: ୮୨,୦୦୦ କୋଟିର ବକେୟା

ନୂଆଦିଲ୍ଲୀ: ବ୍ୟାଙ୍କ ଋଣ ନେଇଥିବା ଛାତ୍ରଛାତ୍ରୀମାନେ ପାଠପଢ଼ା ଶେଷ କରିବା ପରେ ଚାକିରି ପାଉନାହାନ୍ତି। ସେଥିପାଇଁ ସେମାନେ ଠିକ୍ ସମୟରେ ଋଣ ଶୁଝିପାରୁନାହାନ୍ତି। ଏହାର ପ୍ରଭାବରେ ଦେଶରେ ଶିକ୍ଷା ଋଣ କ୍ଷେତ୍ରରେ ଅନା‌ଦେୟ ଋଣ ବା ଏନ୍‌ପିଏ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଶିକ୍ଷା ଋଣରେ…

ଦୁବାଇରେ ଭାରତ ମସଲାକୁ ମିଳିଲା ଜାଗରଣ ଆଚିଭର ଆୱାର୍ଡ

କଟକ: ମସଲା ଜଗତରେ ମାନ ଏବଂ ଗୁଣବତ୍ତାକୁ ଅକ୍ଷୁର୍ଣ୍ଣ ରଖି କ୍ଷୁଦ୍ର ମସଲା ଉତ୍ପାଦକାରୀ ସଂସ୍ଥା ଭାବେ ବିଶ୍ୱରେ ପହଞ୍ଚି ପାରିଥିବା ‘ଭାରତ ମସଲା’କୁ ଦୁବାଇରେ ସମ୍ମାନିତ ହୋଇଛି । ପୂର୍ବ ଭାରତରେ କ୍ରାଓଜୋନିକ ପଦ୍ଧତିରେ ମସଲା ଉତ୍ପାଦନ କରି ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ଭାରତ…

ଏଣିକି ହ୍ବାଟ୍‌ସଆପ୍‌ ବ୍ୟବହାର ଲାଗି ଦେବାକୁ ପଡ଼ିପାରେ ଟଙ୍କା

ମୁମ୍ବାଇ: ଲୋକପ୍ରିୟ ମେସେଜିଂ ଆପ୍‌ ହ୍ବାଟ୍‌ସଆପକୁ ଲୋକେ ବହୁଳ ମାତ୍ରାରେ ବ୍ୟବହାର କରୁଥିବାର ସୂଚନା ରହିଛି। କେବଳ ଭାରତରେ ଏହାର ସକ୍ରିୟ ବ୍ୟବହାରକାରୀଙ୍କ ସଂଖ୍ୟା ରହିଛି ୪୦ କୋଟିରୁ ଅଧିକ। ଯଦି ଆପଣଙ୍କୁ ହ୍ବ‌ାଟ୍‌ସଆପ୍‌ ବ୍ୟବହାର କରିବାକୁ ଟଙ୍କା ଦେବାକୁ ପଡ଼େ ତ? ସରକାର ଏବେ…

ଓଲାମ୍ ଏଗ୍ରି ପକ୍ଷରୁ ଏହାର ବାସୁମତି ଚାଉଳ ବ୍ୟବସାୟ ସମ୍ପ୍ରସାରଣ କରିବା ଲାଗି ଓଡ଼ିଶାକୁ କେନ୍ଦ୍ର ଭାବେ ଚିହ୍ନଟ…

ଭୁବନେଶ୍ୱର: ଓଲାମ୍ ଏଗ୍ରି ଏହାର ଦୀର୍ଘସ୍ଥାୟୀ ହିଭେନ୍‌ସ ହାର୍ଭେଷ୍ଟ୍ ଓ ଟ୍ରୁ ଆର୍ଥ ବ୍ରାଣ୍ଡ୍‌କୁ ଉପଭୋକ୍ତା ମିତବ୍ୟୟୀ ପ୍ୟାକେଜିଂରେ ଉପସ୍ଥାପନ କରି ବାସୁମତି ଚାଉଳ ରିଟେଲ୍ ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିଥିବା ବେଳେ ଓଡ଼ିଶା ଏହା ପାଇଁ ହେଉଛି ଅନ୍ୟତମ ପ୍ରମୁଖ ବଜାର । ଭାରତର ଅନ୍ୟତମ…

ବିଶ୍ବକୁ ପୁଣି ମାନ୍ଦାବସ୍ଥା ଭୟ

ନୂଆଦିଲ୍ଲୀ : ଦରଦାମ ନିୟନ୍ତ୍ରଣକୁ ଆସୁନଥିବାରୁ ବିଶ୍ବର ଅଧିକାଂଶ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ବାରମ୍ବାର ସୁଧ ବଢ଼ାଉଥିବାରୁ ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଛି। ସ୍ଥିତି ଯେଉଁଭଳି ଗତି କରୁଛି ଯଦି ସେହି ଧାରା ଜାରି ରହିବ ତେବେ ଆସନ୍ତା ବର୍ଷ ବିଶ୍ବ ଅର୍ଥନୀତି ମାନ୍ଦାବସ୍ଥା କବଳରେ…

କାନାରା ବ୍ୟାଙ୍କରେ ୪୨୮ କୋଟିର ଠକେଇ

ନୂଆଦିଲ୍ଲୀ: କାନାରା ବ୍ୟାଙ୍କରୁ ୪୨୮.୫୦ କୋଟି ଟଙ୍କାର ଋଣ ଠକେଇ କରିଥିବା ଅଭିଯୋଗରେ ପିଏସ୍‌ଏଲ୍‌ ଗ୍ରୁପ୍ ବିରୋଧରେ ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇଛି। ସିବିଆଇ ପକ୍ଷରୁ ଆଜି ମୁମ୍ବାଇ ଓ ଗୁଜରାଟର କଚ୍ଛ୍‌ର ସାତଟି ସ୍ଥାନରେ ଚଢ଼ଉ କରି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ…

ମୋବାଇଲ୍ ଗ୍ରାହକ ସଂଖ୍ୟା ଲକ୍ଷେ ବଢ଼ିଲା

ଭୁବନେଶ୍ବର: ଗତ ଜୁଲାଇ ମାସରେ ରାଜ୍ୟରେ ମୋବାଇଲ୍‌ ଗ୍ରାହକ ସଂଖ୍ୟାରେ ୧ ଲକ୍ଷରୁ ଅଧିକ ବୃଦ୍ଧି ଘଟିଛି। ଏହି ମାସରେ ୧,୦୯,୧୧୫ ନୂଆ ଗ୍ରାହକ ସୃଷ୍ଟି ହୋଇଥିବାରୁ ଓଡ଼ିଶାର ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ୩ କୋଟି ୨୯ ଲକ୍ଷ ୧୯ ହଜାର ୧୫୩ରେ ପହଞ୍ଚିଛି। ତିନି ପ୍ରମୁଖ ଟେଲିକମ୍ କଂପାନି…

ଦିନକରେ ବେଜୋସ୍‌ ହରାଇଲେ ୭୭ ହଜାର କୋଟି

ନୂଆଦିଲ୍ଲୀ : ଆମେରିକାର ମୁଦ୍ରାସ୍ଫୀତି ହାର ଐତିହାସିକ ରେକର୍ଡ ସ୍ତରରେ ପହଞ୍ଚିବା ଖବର ପ୍ରକାଶ ପାଇବା ପରେ ଷ୍ଟକ ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଥିଲା। ତାହାର ପ୍ରଭାବରେ ଆମେରିକାର ପ୍ରମୁଖ ଧନୀମାନେ କୋଟି କୋଟି ଡଲାରର କ୍ଷତି ସହିଛନ୍ତି। ଇ-କମର୍ସ ସଂସ୍ଥା ଆମାଜନ୍‌ର ମୁଖ୍ୟ ଜେଫ୍…

ଫ୍ଲିପ୍‌କାର୍ଟ ବିଗ୍‌ ବିଲିୟନ୍‌ ଡେ ସେଲ୍‌ରେ ସ୍ମାର୍ଟଫୋନ୍‌ ଉପରେ ମିଳିବ ଜବରଦସ୍ତ ଅଫର୍‌

ମୁମ୍ବାଇ: ଫ୍ଲିପ୍‌କାର୍ଟ ପକ୍ଷରୁ ବିଗ୍‌ ବିଲିୟନ୍‌ ଡେ ସେଲ୍‌ ସଂପର୍କରେ ଖୁଲାସା ହୋଇସାରିଛି। ଏହି ସେଲ୍‌ରେ ଗ୍ରାହକଙ୍କୁ ଖୁବ୍ ଆକର୍ଷଣୀୟ ଅଫର୍‌ ସବୁ ମିଳିବାକୁ ଯାଉଛି। ଏହି ସେଲ୍‌ରେ କମ୍ପାନି ବିଭିନ୍ନ ବ୍ରାଣ୍ଡ୍‌ର ସେଲ୍‌ଫୋନ୍‌ ଉପରେ ବମ୍ପର୍‌ ଅଫର୍‌ ପ୍ରଦାନ କରିବାକୁ ଯାଉଛି।…