Browsing Category

ବାଣିଜ୍ୟ

ବିଶ୍ବକୁ ପୁଣି ମାନ୍ଦାବସ୍ଥା ଭୟ

ନୂଆଦିଲ୍ଲୀ : ଦରଦାମ ନିୟନ୍ତ୍ରଣକୁ ଆସୁନଥିବାରୁ ବିଶ୍ବର ଅଧିକାଂଶ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ବାରମ୍ବାର ସୁଧ ବଢ଼ାଉଥିବାରୁ ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଛି। ସ୍ଥିତି ଯେଉଁଭଳି ଗତି କରୁଛି ଯଦି ସେହି ଧାରା ଜାରି ରହିବ ତେବେ ଆସନ୍ତା ବର୍ଷ ବିଶ୍ବ ଅର୍ଥନୀତି ମାନ୍ଦାବସ୍ଥା କବଳରେ…

କାନାରା ବ୍ୟାଙ୍କରେ ୪୨୮ କୋଟିର ଠକେଇ

ନୂଆଦିଲ୍ଲୀ: କାନାରା ବ୍ୟାଙ୍କରୁ ୪୨୮.୫୦ କୋଟି ଟଙ୍କାର ଋଣ ଠକେଇ କରିଥିବା ଅଭିଯୋଗରେ ପିଏସ୍‌ଏଲ୍‌ ଗ୍ରୁପ୍ ବିରୋଧରେ ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇଛି। ସିବିଆଇ ପକ୍ଷରୁ ଆଜି ମୁମ୍ବାଇ ଓ ଗୁଜରାଟର କଚ୍ଛ୍‌ର ସାତଟି ସ୍ଥାନରେ ଚଢ଼ଉ କରି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ…

ମୋବାଇଲ୍ ଗ୍ରାହକ ସଂଖ୍ୟା ଲକ୍ଷେ ବଢ଼ିଲା

ଭୁବନେଶ୍ବର: ଗତ ଜୁଲାଇ ମାସରେ ରାଜ୍ୟରେ ମୋବାଇଲ୍‌ ଗ୍ରାହକ ସଂଖ୍ୟାରେ ୧ ଲକ୍ଷରୁ ଅଧିକ ବୃଦ୍ଧି ଘଟିଛି। ଏହି ମାସରେ ୧,୦୯,୧୧୫ ନୂଆ ଗ୍ରାହକ ସୃଷ୍ଟି ହୋଇଥିବାରୁ ଓଡ଼ିଶାର ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ୩ କୋଟି ୨୯ ଲକ୍ଷ ୧୯ ହଜାର ୧୫୩ରେ ପହଞ୍ଚିଛି। ତିନି ପ୍ରମୁଖ ଟେଲିକମ୍ କଂପାନି…

ଦିନକରେ ବେଜୋସ୍‌ ହରାଇଲେ ୭୭ ହଜାର କୋଟି

ନୂଆଦିଲ୍ଲୀ : ଆମେରିକାର ମୁଦ୍ରାସ୍ଫୀତି ହାର ଐତିହାସିକ ରେକର୍ଡ ସ୍ତରରେ ପହଞ୍ଚିବା ଖବର ପ୍ରକାଶ ପାଇବା ପରେ ଷ୍ଟକ ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଥିଲା। ତାହାର ପ୍ରଭାବରେ ଆମେରିକାର ପ୍ରମୁଖ ଧନୀମାନେ କୋଟି କୋଟି ଡଲାରର କ୍ଷତି ସହିଛନ୍ତି। ଇ-କମର୍ସ ସଂସ୍ଥା ଆମାଜନ୍‌ର ମୁଖ୍ୟ ଜେଫ୍…

ଫ୍ଲିପ୍‌କାର୍ଟ ବିଗ୍‌ ବିଲିୟନ୍‌ ଡେ ସେଲ୍‌ରେ ସ୍ମାର୍ଟଫୋନ୍‌ ଉପରେ ମିଳିବ ଜବରଦସ୍ତ ଅଫର୍‌

ମୁମ୍ବାଇ: ଫ୍ଲିପ୍‌କାର୍ଟ ପକ୍ଷରୁ ବିଗ୍‌ ବିଲିୟନ୍‌ ଡେ ସେଲ୍‌ ସଂପର୍କରେ ଖୁଲାସା ହୋଇସାରିଛି। ଏହି ସେଲ୍‌ରେ ଗ୍ରାହକଙ୍କୁ ଖୁବ୍ ଆକର୍ଷଣୀୟ ଅଫର୍‌ ସବୁ ମିଳିବାକୁ ଯାଉଛି। ଏହି ସେଲ୍‌ରେ କମ୍ପାନି ବିଭିନ୍ନ ବ୍ରାଣ୍ଡ୍‌ର ସେଲ୍‌ଫୋନ୍‌ ଉପରେ ବମ୍ପର୍‌ ଅଫର୍‌ ପ୍ରଦାନ କରିବାକୁ ଯାଉଛି।…

ମୁଦ୍ରା କାରବାର ପାଇଁ ‘ସତର୍କ ତାଲିକା’ ଜାରି କଲା ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ : ବିନିମୟ ମୁଦ୍ରା କାରବାର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ‘ସତର୍କ ତାଲିକା’ ଜାରି କରିଛନ୍ତି। ସ୍ବୀକୃତି ପାଇନଥିବା ସଂସ୍ଥାଗୁଡ଼ିକ ସହ କାରବାର ନକରିବା ଲାଗି ଏହା ଜରିଆରେ ସମସ୍ତଙ୍କୁ ବାତରଣ କରାଯାଇଛି। ଭେଣ୍ଡରମାନଙ୍କ ଲାଗି ଜାରି କରାଯାଇଥିବା ଏହି ତାଲିକାରେ ଆଲ୍‌ପରୀ,…

ଭାରତରେ ଲଞ୍ଚ୍‌ ହେଲା ‘ଆଇଫୋନ୍‌ ୧୪’, ‘ଆଇଫୋନ୍‌ ୧୪ ପ୍ଲସ୍’ ଏବଂ ‘ପ୍ରୋ ମଡେଲ୍‌’; ସର୍ବନିମ୍ନ ମୂଲ୍ୟ ୭୯,୯୦୦…

ନୂଆଦିଲ୍ଲୀ: ଭାରତରେ ‘ଆପ୍ଲ୍‌’ ନୂଆ ଜେନେରେସନ୍‌ର ‘ଆଇଫୋନ୍‌ ୧୪’ ଏବଂ ’୧୪ ପ୍ରୋ ମଡେଲ୍‌’ ସବୁ ଲଞ୍ଚ୍‌ କରିଛି। ଗତବର୍ଷ ପରି ସାମାନ୍ୟ ପରିବର୍ତ୍ତନ କରି କମ୍ପାନି ୪ଟି ମଡେଲ୍‌ର ‘ଆଇଫୋନ୍‌’ ଉଦ୍‌ଘାଟନ କରିଛି। ‘ମିନି ଭର୍ସନ୍‌’ ପରିବର୍ତ୍ତେ ରେଗୁଲାର୍‌ ମଡେଲ୍‌ର ହ୍ୟାଣ୍ଡ୍‌ସେଟ୍‌…

ଏୟାରବ୍ୟାଗ୍‌ ଉତ୍ପାଦନ ୪ ଗୁଣା ବଢ଼ିବ: ଅଧିକ ସ୍ଥାନୀୟ କଞ୍ଚାମାଲ ବ୍ୟବହାର ହେବ

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍‌ ମିସ୍ତ୍ରୀଙ୍କ ମୃତ୍ୟୁ ପରେ ଏୟାରବ୍ୟାଗ୍‌କୁ ନେଇ ସରକାର କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। କାର୍‌ ପାଇଁ ୬ ଏୟାରବ୍ୟାଗ୍‌ ନୀତିକୁ ବାଧ୍ୟତାମୂଳକ କରିବା ଉପରେ ବିଚାର କରାଯାଉଛି। ଏଥିପାଇଁ ଯେଉଁ ଏୟାରବ୍ୟାଗ୍‌ର…

ଚାଉଳ ରପ୍ତାନି ଉପରେ ୨୦% ଟିକସ

ନୂଆଦିଲ୍ଲୀ: ଗହମ, ଅଟା, ସୁଜି ଓ ମଇଦା ଆଦିର ରପ୍ତାନିକୁ ନିଷିଦ୍ଧ କରିବା ପରେ କେନ୍ଦ୍ର ସରକାର ଚାଉଳ ରପ୍ତାନି ଉପରେ ୨୦ ପ୍ରତିଶତ ଟିକସ ଲଗାଇଛନ୍ତି। ଚାଉଳ ରପ୍ତାନିକୁ ନିରୁତ୍ସାହିତ କରିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି। ତେବେ ଉସୁନା ଓ ବାସମତି ଚାଉଳ ରପ୍ତାନି ପାଇଁ ଏହି କଟକଣା ଲାଗୁ…

ଚାକିରିରେ ଯୋଗଦେଲେ ୧୪୭ ଅଡିଟର

ଭୁବନେଶ୍ବର: ରାଜ୍ୟ ଅର୍ଥ ବିଭାଗରେ ଆଜି ୧୪୭ ସାଧାରଣ କ୍ୟାଡରର ଅଡିଟ ଚାକିରିରେ ଯୋଗ ଦେଇଛନ୍ତି। ଲୋକସେବା ଭବନର କନ୍‌ଭେନ୍‌ସନ୍ ସେଣ୍ଟର୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଭର୍ଚୁଆଲ୍ ମାଧ୍ୟମରେ ସମ୍ବୋଧିତ କରି…