Sign in
Sign in
Recover your password.
A password will be e-mailed to you.
Browsing Category
ପୁରୀ
ପୁରୀ ରଥଯାତ୍ରାରେ ସେବା କେନ୍ଦ୍ର ସ୍ଥାପନ କଲା ଆଇଆରଇଡିଏ
ପୁରୀ: ସରକାରୀ ଉଦ୍ୟୋଗ – ଭାରତୀୟ ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (ଆଇଆରଇଡିଏ) ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ଯୋଗ ଦେଇଥିବା ଭକ୍ତମାନଙ୍କ ପାଇଁ ଏକ ସେବା କେନ୍ଦ୍ର ସ୍ଥାପନ କରିଛି। ଶ୍ରୀଗୁଣ୍ଡିଚା ମନ୍ଦିର ନିକଟସ୍ଥ ବଡ଼ ଦାଣ୍ଡରେ ଏହି କେନ୍ଦ୍ରକୁ ଅଧ୍ୟକ୍ଷ ଏବଂ ପରିଚାଳନା…
କୋଟି ଓଡିଆଙ୍କ ମଉଡମଣି କାଳିଆ ସାଆନ୍ତେଙ୍କ ପହଣ୍ଡି ଆରମ୍ଭ
ପୁରୀ : ଏପଟେ ବର୍ଷା। ତଥାପି ଭକ୍ତ ଅଟକି ନାହାଁନ୍ତି। ବଡଦାଣ୍ଡରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ବଡ ଠାକୁର, ଦେବୀ ସୁଭଦ୍ରା, ଚକ୍ରରାଜ ସୁଦର୍ଶନଙ୍କ ପରେ ଆରମ୍ଭ ହୋଇଛି କାଳିଆ ସାଆନ୍ତେଙ୍କ ପହଣ୍ଡି। ଝୁଲି ଝୁଲି ଧାଡି ପହଣ୍ଡିରେ ଆସୁଛନ୍ତି କୋଟି ଓଡିଆଙ୍କ ମଉଡମଣି। ଉତ୍ସାହିତ…
ରଥଯାତ୍ରା ପାଇଁ ଉତ୍ସବ ମୁଖର ଶ୍ରୀକ୍ଷେତ୍ର ପୁରୀ : ରତ୍ନସିଂହାସନ ଛାଡି ଭକ୍ତ ଗହଣରେ ମହାପ୍ରଭୁ।
ପୁରୀ : ବଡଦାଣ୍ଡ ଆଜି ଲୋକାରଣ୍ୟ। ନବଦିନାତ୍ମକ ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି। ଅପରାହ୍ଣ ୪ଟାରେ ହେବ ବହୁ ପ୍ରତୀକ୍ଷିତ ରଥଟଣା। ଏକାଠି ହେଉଛନ୍ତି ଭକ୍ତ, ଭଗବାନ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସକାଳୁ ସକାଳୁ ଚାଲିଛି ସମସ୍ତ ନୀତିକାନ୍ତି। ସକାଳ ୯ଟାରୁ ସାଢେ ୧୨ଟା ମଧ୍ୟରେ ପହଣ୍ଡି…
ଆଜି ନବ ଯୌବନ ଦର୍ଶନ, ଦିନକ ପରେ ଶ୍ରୀଗୁଣ୍ଡିଚା, ସଜେଇ ହେଲାଣି ବଡ ଦାଣ୍ଡ
ଭୁବନେଶ୍ବର: ଆଜି ମହାପ୍ରଭୃ ଅଣସର ଘରୁ ବାହାରି ସାଧାରଣରେ ଦର୍ଶନ ଦେବେ। କାରଣ ଆଜି ହେଉଛି ନବ ଯୌବନ ଦର୍ଶନ। ତେବେ ଚତୁର୍ଦ୍ଦଶୀ କ୍ଷୟ ହେଉଥିବାରୁ ନବ ଯୌବନ ଦର୍ଶନ ମାତ୍ର ଦୁଇ ଘଣ୍ଟା ପାଇଁ ଅଛି। ତେବେ ତାହା ମଧ୍ୟ ସାଧାରଣ ଦର୍ଶନ ମିଳିପାରିବ କି ନାହିଁ ସନ୍ଦେହ। ସେଥିପାଇଁ ଗତକାଲିଠାରୁ…
ଗଜପତିଙ୍କୁ ଅପମାନ, ଇସ୍କନ ଗୋ ବ୍ୟାକ୍ ନାରାରେ କମ୍ପିଲା ପୁରୀ
ପୁରୀ : ଗଜପତିଙ୍କୁ ଅପମାନ କରିଥିବା ଦର୍ଶାଇ ବଡ଼ଦାଣ୍ଡରେ ଇସ୍କନକୁ ଓଡ଼ିଶା ଛାଡ଼ିବାକୁ ନାରା ଦେଇଛନ୍ତି ଯୁବକ। ହାତରେ ଇସ୍କନ ଗୋ ବ୍ୟାକର ଫ୍ଳାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କେବଳ ଏତିକି ନୁହେଁ, ଶରଧାବାଲିରୁ ଇସ୍କନର ବୁକ୍ ଷ୍ଟଲକୁ ବି ବିଦା କରିଦିଆଯାଇଛି।
ରଥଯାତ୍ରାରେ ରାଜଧାନୀ ପାଇଁ ଆସିଲା ଟ୍ରାଫିକ୍ କଟକଣା
ଭୁବନେଶ୍ୱର : ରଥଯାତ୍ରା ପାଇଁ ରାଜଧାନୀ ଭୁବନେଶ୍ୱର ପାଇଁ ଆସିଲା ଟ୍ରାଫିକ୍ କଟକଣା। ଆସନ୍ତା ଜୁଲାଇ ୧୬, ୨୪ ଓ ୨୫ ପାଇଁ ଭୁବନେଶ୍ୱର ସ୍ଥିତ ଇସ୍କନ୍ ମନ୍ଦିର ରଥଯାତ୍ରା, ବାହୁଡା ଯାତ୍ରା ଏବଂ ସୁନାବେଶ ଅନୁଷ୍ଠିତ ହେବ। ଇସ୍କନ ମନ୍ଦିର ଯିବା ରାସ୍ତା ଏବଂ ଏହାର ଚର୍ତୁପାଶ୍ୱର୍ରେ ବହୁଳ…
ସୁସ୍ଥ ହେଲେ ଶ୍ରୀଜୀଉ : ଏ ସଂପର୍କରେ ଆଜି ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜଙ୍କୁ ଅବଗତ କରାଯାଇଛି।
ପୁରୀ : ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ପବିତ୍ର ସ୍ନାନ ପୂର୍ଣ୍ଣିମାରେ ୧୦୮ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ବରରେ ପୀଡ଼ିତ ଶ୍ରୀଜୀଉମାନେ ସୁସ୍ଥ ହୋଇଛନ୍ତି। ଏ ସଂପର୍କରେ ଆଜି ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜଙ୍କୁ ଅବଗତ କରାଯାଇଛି। ରବିବାର ଦ୍ବାଦଶୀ ତିଥିରେ ସେବକମାନେ…
ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିହେଲା ଖଳି
ପୁରୀ: ପବିତ୍ର ଆଷାଢ଼ ମାସ କୃଷ୍ଣପକ୍ଷ ଏକାଦଶୀ ବା ଖଳିଲାଗି ଏକାଦଶୀ ଶନିବାର ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହ ମାନଙ୍କ ଖଳି ଲାଗି ନୀତି ସମ୍ପନ୍ନ ହୋଇଛି। ମହାପ୍ରଭୁ ଶ୍ରୀଅଙ୍ଗରେ ଖଳି ଲାଗି ହୋଇଛନ୍ତି। ସେହିପରି ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ହୋଇ ଦଶମୀ ତିଥିରେ ଶ୍ରୀମନ୍ଦିରକୁ…
ରଥଯାତ୍ରା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା; ଭକ୍ତଙ୍କ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣକୁ ସର୍ବାଧିକ ଗୁରୁତ୍ୱ
ପୁରୀ: ରଥଯାତ୍ରାରେ ଭକ୍ତଙ୍କ ସୁରକ୍ଷା, ଟ୍ରାଫିକ ପରିଚାଳନା ଓ ଭିଡ଼ ନିୟନ୍ତ୍ରଣ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛି ପୁଲିସ। ପ୍ରତ୍ୟେକ ଶ୍ରଦ୍ଧାଳୁ ରଥଯାତ୍ରା ଦେଖି ଯେପରି ନିରାପଦରେ ଫେରିବେ ତାହାକୁ ଦୃଷ୍ଟିରେ ରଖି ପଦକ୍ଷେପ ଗ୍ରହଣ କରାଯାଇଛି।ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର…
ଆଜି ଚକାବିଜେ କରିବେ ମହାପ୍ରଭୁ, କାଲି ଦଶମୂଳମୋଦକ ସେବନ ପରେ ସୁସ୍ଥ ହେବେ ଶ୍ରୀଜିଉ
ପୁରୀ: ଶ୍ରୀଜଗନ୍ନାଥଙ୍କ ଅଣସର ନୀତିର ଆଜି ଏକାଦଶ ଦିନ ଏବଂ ଦଶମୀ ତିଥି। ଦଇତାପତି ସେବାୟତମାନଙ୍କ ଗୁପ୍ତ ଉପଚାର ପରେ ମହାପ୍ରଭୁଙ୍କ ଶରୀରରୁ ଜ୍ୱରର ତାତି ହ୍ରାସ ପାଇଥିବା ବିଶ୍ୱାସ କରାଯାଏ। ଏହି ପବିତ୍ର ଦିନରେ ଶୟନ ଅବସ୍ଥାରୁ ଉଠି ଶ୍ରୀବିଗ୍ରହମାନେ ଚକାବିଜେ ନୀତି ସମ୍ପନ୍ନ କରିବେ।…