ଗଜପତିଙ୍କୁ ଅପମାନ, ଇସ୍କନ ଗୋ ବ୍ୟାକ୍ ନାରାରେ କମ୍ପିଲା ପୁରୀ

ପୁରୀ : ଗଜପତିଙ୍କୁ ଅପମାନ କରିଥିବା ଦର୍ଶାଇ ବଡ଼ଦାଣ୍ଡରେ ଇସ୍କନକୁ ଓଡ଼ିଶା ଛାଡ଼ିବାକୁ ନାରା ଦେଇଛନ୍ତି ଯୁବକ। ହାତରେ ଇସ୍କନ ଗୋ ବ୍ୟାକର ଫ୍ଳାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କେବଳ ଏତିକି ନୁହେଁ, ଶରଧାବାଲିରୁ ଇସ୍କନର ବୁକ୍ ଷ୍ଟଲକୁ ବି ବିଦା କରିଦିଆଯାଇଛି।

Comments are closed.