Sign in
Sign in
Recover your password.
A password will be e-mailed to you.
Browsing Category
ପୁରୀ
ସ୍ନାନଯାତ୍ରା ; ଆସିଲା ସୁରକ୍ଷା ଓ ଟ୍ରାଫିକ୍ କଟକଣା, ଜାଣନ୍ତୁ କେଉଁଠି ରଖିବେ ଗାଡି
ପୁରୀ : ସୋମବାର ମହାପ୍ରଭୁଙ୍କ ଦିବ୍ୟ ସ୍ନାନ ଅର୍ଥାତ୍ ପବିତ୍ର ସ୍ନାନପୂର୍ଣ୍ଣିମା। ସ୍ନାନ ଯାତ୍ରା ପାଇଁ ପୁରୀରେ ସୁରକ୍ଷା ଓ ଟ୍ରାଫିକ୍ କଟକଣା ପାଇଁ ଶନିବାର ଆସିଲା ନିୟମ। ଏନେଇ ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ଦେଇଛନ୍ତି, ପୁରୀ ଏସପି ପ୍ରତୀକ ସିଂହ। ଶ୍ରୀମନ୍ଦିରକୁ ସଂଯୋଗ ରାସ୍ତାରେ…
ପୁରୀରେ ଏନ୍କାଉଣ୍ଟର୍; ହତ୍ୟା ଅଭିଯୁକ୍ତ ଆହତ
ପୁରୀ : ପୁରୀ ଜିଲ୍ଲା ଶଙ୍କରପୁର ମାତାମଠ ନିକଟ ଜଙ୍ଗଲରେ ପୋଲିସ ଏନ୍କାଉଣ୍ଟରରେ ହତ୍ୟା ଅଭିଯୁକ୍ତ ଚନ୍ଦନ ପଲାର ଆହତ ହୋଇଛି । ଗୁରୁତର ଚନ୍ଦନ ପଲାର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସୂଚନା। ବଳିଆପଣ୍ଡା ଅଞ୍ଚଳରେ ଥିବା ମନୋରମା ନାମକ ହୋଟେଲ୍ ମାଲିକ ପବିତ୍ର ନାୟକ ହତ୍ୟାକାଣ୍ଡରେ…
ପିପିଲି ଚାନ୍ଦୁଆକୁ ବିଶ୍ୱ ବଜାର ସହ ଯୋଡ଼ିବା ଆମର ଲକ୍ଷ୍ୟ:ମୁଖ୍ୟମନ୍ତ୍ରୀ
ପିପିଲି : ପିପିଲି ଚାନ୍ଦୁଆ କେବଳ ଏକ ହସ୍ତଶିଳ୍ପ ନୁହେଁ, ଏହା ଓଡ଼ିଆ ଜାତିର ସ୍ୱାଭିମାନ ଓ ‘ଓଡ଼ିଆ ଅସ୍ମିତା’ର ପରିଚୟ। ଏହି କଳା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ଓ ରଥଯାତ୍ରା ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ବିଗତ ସରକାରଗୁଡ଼ିକର ଅଦୂରଦର୍ଶିତା ଯୋଗୁଁ ଏହି ବିଶ୍ୱପ୍ରସିଦ୍ଧ କାରିଗରମାନେ…
ଓଡ଼ିଶାରେ ପୁଣି ଏକ ବିଶ୍ବସ୍ତରୀୟ ଆୟୋଜନ, ପୁରୀରେ ହେବ BRICS ଦ୍ବିତୀୟ ବୈଷୟିକ ସମ୍ମିଳନୀ
ପୁରୀ : ଓଡ଼ିଶାରେ ପୁଣି ହେବାକୁ ଯାଉଛି ବିଶ୍ବସ୍ତରୀୟ ଆୟୋଜନ। ଆସନ୍ତା ଜୁନ୍ ୩ରୁ ପୁରୀରେ ହେବ BRICS ଦ୍ବିତୀୟ ବୈଷୟିକ ସମ୍ମିଳନୀ। ଭାରତର BRICS ଅଧ୍ୟକ୍ଷତା ଅଧୀନରେ Disaster Risk Reduction Working Groupର ବୈଠକ ହେବ। ଜୁନ୍ ୩ରୁ ୫ ତାରିଖ ଯାଏଁ ୩ ଦିନିଆ ସମ୍ମିଳନୀରେ BRICS…
ଟିଏମ୍ସି ନେତା ଦିଲ୍ଲୀପ ମଣ୍ଡଳ ପୁରୀରୁ ଗିରଫ
ପୁରୀ : ତୃଣମୂଳ ବିଧାୟକ ଦିଲୀପ ମଣ୍ଡଳ କିଛି ସପ୍ତାହ ଧରି ପଳାୟନ କରିବା ପରେ ପଶ୍ଚିମବଙ୍ଗ ଏସଟିଏଫ ଦ୍ୱାରା ପୁରୀରୁ ଗିରଫ ହୋଇଥିଲେ। ରାଜନୈତିକ ବିରୋଧୀମାନଙ୍କୁ ଧମକ ଦେବା ଅଭିଯୋଗ ଆସିବା ପରଠାରୁ ମଣ୍ଡଳ ଫେରାର ଥିଲେ। ତଦନ୍ତର ଅଂଶ ସ୍ୱରୂପ ପୋଲିସ ପୂର୍ବରୁ ମେ ୧୪ ତାରିଖରେ ପାଇଲାନ…
ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପ୍ରଥମ ସମନ୍ୱୟ କମିଟି ବୈଠକ
ଭୁବନେଶ୍ବର: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା-୨୦୨୬ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶୁକ୍ରବାର ପୁରୀ ଟାଉନ ହଲ୍ଠାରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ (RDC) ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ…
ସେବାୟତ ବିବାଦ : ମହାପ୍ରଭୁ ଖେଳି ପାରିଲେନି ଚାପ
ପୁରୀ : ପୁଣିଥରେ ସେବାୟତ ବିବାଦ ଯୋଗୁଁ ମହାପ୍ରଭୁଙ୍କ ନୀତିରେ ଘଟିଲା ବିଭ୍ରାଟ । ଦୁଇ ଗୋଷ୍ଠୀ ସେବାୟତଙ୍କ ମଧ୍ୟରେ ଡଙ୍ଗାରେ ଯିବା ନେଇ କନ୍ଦଳ ଉପୁଜିବାରୁ ବିଳମ୍ବିତ ରାତି ଯାଏଁ ଚାପ ହୋଇପାରିଲା ନାହିଁ। ଠାକୁରଙ୍କ ଚାପ ଖେଳ ହୋଇ ନ ପାରିବାରୁ ବିଳମ୍ବିତ ରାତି ଯାଏଁ ଅପେକ୍ଷା କରିଥିବା…
ଓଡିଆ ନବବର୍ଷ ପାଇଁ ଆଜି ଭିତର ରତ୍ନଭଣ୍ଡାର ଅଳଙ୍କାର ଗଣତି ବନ୍ଦ: ୧୬ରୁ ୧୮ ପୁଣି ଗଣତି
ପୁରୀ: କଡ଼ା ସୁରକ୍ଷା ମଧ୍ୟରେ ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ସୋମବାର ଆରମ୍ଭ ହୋଇଛି। ପ୍ରଥମ ଦିନରେ ପ୍ରାୟ ୫ଘଣ୍ଟା ୨୨ମିନିଟ ପର୍ଯ୍ୟନ୍ତ ଗଣତି ପ୍ରକ୍ରିୟା ଚାଲିଥିଲା । ୧୯୭୮ ମସିହା ଗଣତି ମେଳକ ସହ ପ୍ରଥମ କରି ଗୋଟିଏ ଆଲମିରା…
ରତ୍ନଭଣ୍ଡାର ଗଣତିମଣତି ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କଲା ସ୍ୱତନ୍ତ୍ର ଟିମ୍।
ପୁରୀ : ରତ୍ନଭଣ୍ଡାର ଗଣତିମଣତି ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କଲା ସ୍ୱତନ୍ତ୍ର ଟିମ୍। ଜଷ୍ଟିସ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ପ୍ରବେଶ କରିଛନ୍ତି। ଆଜିଠାରୁ ଶ୍ରୀଜିଉଙ୍କ ରତ୍ନଭଣ୍ଡାର ଦ୍ବିତୀୟ ପର୍ଯ୍ୟାୟ ଗଣତି ମଣତି ଆରମ୍ଭ ହେବ। ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ…
ରାତି ଅଧରେ ପ୍ଲାଟଫର୍ମରୁ ଶିଶୁ ଚୋରି, ବାପା-ମା’ ଶୋଇଥିବା ବେଳେ ଟେକି ନେଲେ ଦୁର୍ବୃତ୍ତ
ନିରାକାରପୁର : ନିରାକାରପୁର ରେଳ ଷ୍ଟେସନରେ ଚାଞ୍ଚଲ୍ୟ। ପ୍ଲାଟଫର୍ମରୁ ୪ ମାସର ଶିଶୁ ପୁତ୍ରକୁ ଅପହରଣ ଅଭିଯୋଗ। ବାପା-ମାଆ ନିଘୋଡ଼ ନିଦରେ ଶୋଇଥିବା ବେଳେ, କେହି ଦୁର୍ବୃତ୍ତ ଶିଶୁଟିକୁ ଟେକି ନେଇଥିବା କୁହାଯାଉଛି। ୩ ନମ୍ବର ପ୍ଲାଟଫର୍ମରୁ ଏହି ଅପହରଣ ପରେ ଏବେ ରେଳ ସୁରକ୍ଷା ଉପରେ ଉଠିଛି…