Browsing Category

ସମ୍ବଲପୁର

ରେଢ଼ାଖୋଲ ବ୍ଲକରେ ଜନ ଅଭିଯୋଗ ଶୁଣାଣି

ସମ୍ବଲପୁର :ତା୨୭/୦୭/୨୬ ରିଖ ଆଜି ରେଢ଼ାଖୋଲ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ସମ୍ବଲପୁର ଏବଂ ଏସ.ପି ସମ୍ବଲପୁର ଙ୍କ ର ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା | ମୋଟ ୧୩୨ ଟି ଆବେଦନ ଗ୍ରହଣ କରାଯାଇ ଥିଲା ଯେଉଁଥିରୁ ୧୧୪ ଟି ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଥିବା ବେଳେ, ୧୮ ଟି…

ସମ୍ବଲପୁର ସହରର ଦୁର୍ଦ୍ଦଶା ପାଇଁ ଦାୟୀ କିଏ?

ସମ୍ବଲପୁର :  ତା ୨୫/୦୭/୨୦୨୬ ରିଖ ସମ୍ବଲପୁର ସହରରେ ସାମାନ୍ୟ ବର୍ଷା ହେଲେ ରାସ୍ତାଘାଟ ପାଣିରେ ବୁଡ଼ିଯାଉଛି। ବହୁ ଅଞ୍ଚଳରେ ଘର ଭିତରକୁ ପାଣି ପଶୁଛି, ଲୋକମାନଙ୍କର ଜନଜୀବନ ଅସ୍ତବ୍ୟସ୍ତ ହେଉଛି। ପ୍ରତିବର୍ଷ ସମାନ ପରିସ୍ଥିତି ସୃଷ୍ଟି ହେଉଥିଲେ ମଧ୍ୟ ସ୍ଥାୟୀ ସମାଧାନ ଦେଖାଯାଉନାହିଁ।…

ସୁଶାନ୍ତ ସିଂ ଙ୍କ ବିୟୋଗରେ ହୀରାଲାଲ ବେହେରାଙ୍କ ଶୋକ ପ୍ରକାଶ I

ସମ୍ବଲପୁର,୨୭/୦୭: ଭଟଲି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି I ତାଙ୍କ ବିୟୋଗରେ ରେ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପ ସଭାପତି ଶ୍ରୀ ହୀରାଲାଲ ବେହେରା ଗଭୀର ଶୋକ ପ୍ରକାଶ କରିଛନ୍ତି I ଶ୍ରୀ ବେହେରା…

ଖୋଲିଲା ହୀରାକୁଦର ଆଉ ୬ ଗେଟ୍

ସମ୍ବଲପୁର  : ଖୋଲିଲା ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍। ଏବେ ମୋଟ୍ ୧୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ପ୍ରଥମ ପର୍ଯ୍ୟାୟରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଇଥିଲା। ହୀରାକୁଦ ନଦୀବନ୍ଧରେ ଜଳସ୍ତର ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଉଥିବା ବେଳେ ପୂର୍ବ ଘୋଷଣା ମୁତାବକ ଗୁରୁବାର…

ହୀରାକୁଦ ବନ୍ୟା ପରିଚାଳନା ହେବ ଆହୁରି ଅତ୍ୟାଧୁନିକ

ବୁର୍ଲା:ହୀରାକୁଦ ଜଳଭଣ୍ଡାରକୁ ଆସୁଥିବା ଜଳର ସଠିକ୍ ପୂର୍ବାନୁମାନ ଓ ବନ୍ୟା ପରିଚାଳନାକୁ ଅଧିକ ଫଳପ୍ରଦ କରିବା ପାଇଁ ଓଡ଼ିଶା ସରକାର ନୂଆ ପଦକ୍ଷେପ ନେଇଛନ୍ତି। ଛତିଶଗଡ଼ର ସାରାଡିହି ବ୍ୟାରେଜ୍‌ଠାରେ ଅତ୍ୟାଧୁନିକ ନନ୍-କଣ୍ଟାକ୍ଟ ଟାଇପ୍ ଡିସଚାର୍ଜ ମେଜରମେଣ୍ଟ ସିଷ୍ଟମ ସ୍ଥାପନ କରାଯିବ।…

ଆସନ୍ତାକାଲି ଖୋଲିବ ହୀରାକୁଦର ୪ ଗେଟ୍ ,ପ୍ରଥମ ପର୍ଯ୍ୟାୟରେ ଛଡ଼ାଯିବ ୧ ଲକ୍ଷ କ୍ୟୁସେକ ବନ୍ୟାଜଳ

ସମ୍ବଲପୁର : ରାଜ୍ୟରେ ବର୍ଷାର ପରିମାଣ କମୁଥିବା ବେଳେ ଉପରମୁଣ୍ଡରୁ ଆସୁଥିବା ପ୍ରବଳ ଜଳପ୍ରବାହ ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସକାଳ ୧୧ଟାରେ ହୀରାକୁଦ ବନ୍ଧର ୪ଟି ଗେଟ୍ ଖୋଲି ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ପ୍ରଥମ…

ଭିଜିଲାନ୍ସ ଜାଲରେ ଭିମସାର କମ ଅଫିସ୍ ସୁପରିଣ୍ଟେଣ୍ଡେଣ୍ଟ

ବୁର୍ଲା : ବୁର୍ଲାସ୍ଥିତ ଭିମସା ର ପ୍ରତିଷ୍ଠାନ ଅଧିକାରୀ-କମ୍-ଅଫିସ୍ ସୁପରିଣ୍ଟେଣ୍ଡେଣ୍ଟ ଧନୁର୍ଦ୍ଧର ବିଶ୍ୱାଳଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ରଖିଥିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବୁଧବାର ଏକକାଳୀନ ଚଢ଼ାଉ କରାଯାଇଛି।ମାନ୍ୟବର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି,…

ସମ୍ବଲପୁର CADA ବିଭାଗର ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍

ସମ୍ବଲପୁର : ରାଜ୍ୟରେ ପୁଣି ବଡ଼ ଭିଜିଲାନ୍ସ ରେଡ୍: କୋଟିପତି ନିର୍ବାହୀ ଯନ୍ତ୍ରୀଙ୍କ ସାମ୍ରାଜ୍ୟ ଉପରେ ଚଢ଼ାଉ! ୪ ଜିଲ୍ଲାର ୭ଟି ସ୍ଥାନରେ ଏକକାଳୀନ ମାରିଲା ଭିଜିଲାନ୍ସ, ହାତରେ ସାମିଲ ହେଲେ ବଡ଼ ବଡ଼ ଅଫିସର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର CADA ବିଭାଗର ନିର୍ବାହୀ…

ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବୀ କରି ଗର୍ଜ୍ଜନ କଲେ କଂଗ୍ରେସ ନେତା କହ୍ନେୟା କୁମାର, କହିଲେ

ସମ୍ବଲପୁର : ନିଟ ପ୍ରଶ୍ନପତ୍ର ଲିକ ଓ ସିବିଏସସି ମୂଲ୍ୟାୟନ ବିଭ୍ରାଟକୁ ନେଇ ଏନଏସୟୁଆଇ ତରଫରୁ ସମ୍ବଲପୁରରେ ମହା ଆକ୍ରୋଶ ସମାବେଶ ଆୟୋଜନ କରା ଯାଇଥିଲା। ଏହି ସମାବେଶରେ ଏନଏସୟୁଆଇର ଜାତୀୟ ପ୍ରଭାରୀ କହେଁୟା କୁମାର ଓ ସଭାପତି ବିନୋଦ ଜାଖଡ଼ ଯୋଗ ଦେଇଥିଲେ। ଏହି ବିଶାଳ ଆକ୍ରୋଶ ରାଲିକୁ…

ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ର ଆଦିତ୍ୟ ଆଲୁମିନିୟମ ସମ୍ପ୍ରସାରଣ ପ୍ରସ୍ତାବକୁ ଜନ ଶୁଣାଣୀରେ ମିଳିଲା ସମର୍ଥନ

ସମ୍ବଲପୁର : ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଆଦିତ୍ୟ ଆଲୁମିନିୟମ ପ୍ଲାଣ୍ଟ, ଲପାଙ୍ଗାର ପ୍ରସ୍ତାବିତ ସମ୍ପ୍ରସାରଣକୁ ନେଇ ମେ ୧୫ ରିଖରେ ଅନୁଷ୍ଠିତ ଜନ ଶୁଣାଣୀରେ ସ୍ଥାନୀୟ ଲୋକ ଓ ପଞ୍ଚାୟତିରାଜ ପ୍ରତିନିଧିମାନେ ପ୍ରବଳ ସମର୍ଥନ ପ୍ରକାଶ କରିଛନ୍ତି। ଅଞ୍ଚଳରେ ଅଧିକ ରୋଜଗାର ସୃଷ୍ଟି ସହ…