Browsing Category

ସମ୍ବଲପୁର

ନକଲି ସମ୍ବଲପୁର ଜିଲ୍ଲା ଅଧ୍ୟକ୍ଷ ଗିରଫ

ରେଢ଼ାଖୋଲ : ନିଜକୁ ଜିଲ୍ଲା ଅଧ୍ୟକ୍ଷ ଭାବରେ ପରିଚୟ ଦେଇ ଢ଼ାବା ହୋଟେଲ ମାନଙ୍କୁ ଭୟଭିତ କରି ଟଙ୍କା ଆଦାୟ କରୁଥିଵା ବେଳେ ଗତକାଲି ରେଢ଼ାଖୋଲ ପୋଲିସ୍ ଜୈନିକ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏଭଳି କାର୍ଯ୍ୟକଳାପ ରେ ଲିପ୍ତ ଥିବା ବ୍ୟକ୍ତି ଜଣ ହେଉଛନ୍ତି ସିଦ୍ଧାନ୍ତ…

ମୟୂର ପକ୍ଷୀ ଶିକାର କରି ଡେବ୍ରିଗଡ଼ ଅଭୟାରଣ୍ୟରୁ ଦୁଇ ଗିରଫ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାର କୂଳରେ ରହୁଥିବା ଡେବ୍ରିଗଡ଼ ଅଭୟାରଣ୍ୟର ଶେଷ ଭାଗରେ ଥିବା ଲାବନ ଟିକ୍ରା ଗ୍ରାମରେ ରାତିରେ ଚଢାଉ ସମୟରେ ଡେବ୍ରିଗଡ଼ ନାଇଟ୍ ପାଟ୍ରୋଲିଂ ସ୍କ୍ବାଡ୍ ଦୁଇଜଣ ଶିକାରୀଙ୍କୁ ଗିରଫ କରିଥିଲେ। ବିଶ୍ବସ୍ଥ ସୂତ୍ରରୁ ସୂଚନା ପାଇ ଏହି ଚଢ଼ାଉ କରା ଯାଇଥିଲା।…

ସମ୍ବଲପୁର ଓ ଝାରସୁଗୁଡ଼ା ସମେତ ଓଡ଼ିଶା ହେବ ଦେଶର ଅଗ୍ରଣୀ ମ୍ୟାନୁଫ୍ୟାକଚରିଂ ଏବଂ ଲଜିଷ୍ଟିକ୍ ହବ୍

ସମ୍ବଲପୁର : ସମ୍ବଲପୁର ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଭାରତର ଅଗ୍ରଣୀ ଇସ୍ପାତ ନିର୍ମାତା ଜେଏସଡବ୍ଲୁ ଏବଂ ଜାପାନର ପ୍ରସିଦ୍ଧ ଜେଏଫଇ ଷ୍ଟିଲ୍ କର୍ପୋରେସନ ମଧ୍ୟରେ…

ଛାତ୍ରୀଙ୍କୁ ଅଧ୍ୟାପକଙ୍କ ନିର୍ଯାତନା; ୨ଟି ପୃଥକ୍ ପୃଥକ୍ ଅଭିଯୋଗ ଦାଖଲ

ସମ୍ବଲପୁର : ଛାତ୍ରୀଙ୍କୁ ଅଧ୍ୟାପକଙ୍କ ମାନସିକ ନିର୍ଯାତନା ଅଭିଯୋଗ। ଏଭଳି ଅଭିଯୋଗ ଆସିଛି ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟରୁ। ଜଣେ ଅଧ୍ୟାପକଙ୍କ ନାଁରେ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ୫ ଜଣ ଛାତ୍ରୀ। ଏନେଇ ଅଧ୍ୟାପକଙ୍କ ନାଁରେ ୨ ଟି ପୃଥକ୍ ପୃଥକ୍ ଅଭିଯୋଗ ଦାଖଲ ହୋଇଛି।…

ସମ୍ବଲପୁର ମଣ୍ଡଳ କାରାଗାରରେ ଉପଜିଲାପାଳ ଉପସ୍ତିତିରେ ଅତର୍କିତ ଚଢ଼ାଉ

ସମ୍ବଲପୁର : ସମ୍ବଲପୁର ମଣ୍ଡଳ କାରାଗାରରେ ସୋମବାର ଭୋର ସମୟରେ ଉପଜିଲାପାଳ ଡା. ପୁଷ୍ପାଞ୍ଜଳି ପଣ୍ଡାଙ୍କ ଉପସ୍ତିତିରେ ଏକ ଅତର୍କିତ ଚଢ଼ାଉ କରାଯାଇଛି। ସକାଳ ପ୍ରାୟ ୫ଟା ୪୫ ମିନିଟରେ ଦୁଇ ଜଣ ଅତିରିକ୍ତ ଏସପିଙ୍କ ନେତୃତ୍ବରେ ପୋଲିସ ଦଳ ଜେଲ ପରିସର ମଧ୍ୟକୁ ପ୍ରବେଶ କରି ପ୍ରତିଟି କୋଠରୀ ଏବଂ…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ରର ଉତ୍ତର ରଖିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ : ସମ୍ବଲପୁରରେ ଏକ ନୂତନ କେନ୍ଦ୍ର ସରକାରୀ ସ୍ୱାସ୍ଥ୍ୟ ଯୋଜନା (CGHS) ୱେଲନେସ୍ ସେଣ୍ଟର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ସବୁପ୍ରକାର ଅନୁମୋଦନ ପ୍ରଦାନ କରି ସାରିଛନ୍ତି। ଏହା ଖୁବ ଶୀଘ୍ର ସମ୍ବଲପୁରରେ ସ୍ଥାପନା ହେବାକୁ ଯାଉଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର…

ପୂର୍ବତନ ବିଧାୟିକାଙ୍କ ବିୟୋଗରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଉଦ୍ୟମିତା ମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଶୋକ

ନିଉ ଦିଲ୍ଲୀ :  କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯୁକ୍ତ ପ୍ରଧାନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ x ରେ ପୋଷ୍ଟ କରି କହିଛନ୍ତି ଯେ  ସମ୍ବଲପୁରର ପୂର୍ବତନ ବିଧାୟିକା, ସମାଜସେବୀ ତଥା ବରିଷ୍ଠ ଚିକିତ୍ସକ ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଡାକ୍ତର…

ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ବଲପୁର : ପଶ୍ଚିମ ଓଡ଼ିଶାର ଜଣାଶୁଣା ଡାକ୍ତର, ସମାଜସେବୀ ଓ ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କ ଆଜି ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ରାସେଶ୍ବରୀ ପାଣିଗ୍ରାହୀଙ୍କ  ସମ୍ବଲପୁର ଶାନ୍ତିନଗରସ୍ଥିତ ନିଜ ଘରେ ପରଲୋକ ହୋଇଯାଇଛି। ୭୯ ବର୍ଷ ବୟସରେ ପରଲୋକ। ସୂଚନା…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର : ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପଣିଗ୍ରାହୀଙ୍କ ଅବସ୍ଥା ଗୁରୁତର ହୋଇଛି । ସମ୍ବଲପୁର ଶାନ୍ତିନଗର ସ୍ଥିତ ଘରେ ଚାଲିଛି ଚିକିତ୍ସା । ସ୍ନାୟୁଜନିତ ସମସ୍ୟା ପାଇଁ ଅସୁସ୍ଥ ହୋଇପଡିଛନ୍ତି ରାସେଶ୍ୱରୀ । ଗତକାଲି ରାତିରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନ୍ନତି ଘଟୁଛି ।…

୨୦୩୬ ଅଲିମ୍ପିକ୍ସ ପାଇଁ ୨୦୨୬ରୁ ପ୍ରୟାସ ଆରମ୍ଭ: କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର : ଭାରତ ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ, ଆମକୁ ୨୦୨୬ରୁ ହିଁ ଏପରି ପ୍ରୟାସ କରିବାକୁ ହେବ ଯେପରି ସମ୍ବଲପୁର ଏବଂ ଓଡ଼ିଶାର ପ୍ରତିଭାବାନ ପିଲାମାନେ ବିଶ୍ୱସ୍ତରରେ ମେଡାଲ ଜିତିବେ । ଆଜି ସମ୍ବଲପୁରର ଐତିହାସିକ ହୀରାକୁଦ ଠାରେ ‘ଏମସିଏଲ୍ ହୀରାକୁଦ…