ଭୁବନେଶ୍ୱର : ଭୁବନେଶ୍ୱର ସହର ମଧ୍ୟ ସ୍ଥଳି ରେ ଦିନେ ସ୍ୱଭା ବର୍ଦ୍ଧନ କରୁଥିବା ବେଳେ ଆଜି ଜରାଜୀନ ହୋଇ ପଡି ରହିଛି। 1991 ମସିହା ଅକ୍ଟୋବର 13 ତାରିଖ ରେ 40 ଏକର ପରିମିତ ଜମି କୁ ନେଇ ଗଢି ଉଠିଥିବା ଏହି ଉଦ୍ୟାନ ଛୋଟ ପିଲାଙ୍କ ଠୁ ଆରମ୍ଭ କରି ବିଭିନ୍ନ ବର୍ଗ ର ଲୋକଙ୍କ ମନୋରଞ୍ଜନ ପାଇଁ ଦିନେ ମୁଖ୍ୟ ଆକର୍ଷଣ ପାଲଟି ଥିଲା।
BDA ତତ୍ତ୍ୱବଧାନ ରେ ପରିଚାଳିତ ହେଉଥିବା ଏହି ଉଦ୍ୟାନ ଆଜି ପାଲଟିଛି ଏକ ଗ୍ରାମ୍ୟ ଜଙ୍ଗଲ। ବର୍ତମାନ ପର୍ଯ୍ୟଟନ ରିତୁ ଆରମ୍ଭ ହେଉଥିବା ସମୟରେ ରାଜ୍ୟ ସରକାର କିମ୍ଭା ପ୍ରଶାସନିକ ଅଧିକାରୀ ଙ୍କ ଦୃଷ୍ଟି ଆଢୁଆଳ ରେ ରହି ଯାଇଛି ଏହି ମୁଖ୍ୟ ଉଦ୍ୟାନ। ସାଧାରଣ ରେ ଦାବି ଉଠୁଛି ଯଦି ରାଜ୍ୟ ସରକାର ଦୃଷ୍ଟି ଦିଅନ୍ତି ତାହାହେଲେ ଏହି ଉଦ୍ୟାନ ପୁନରବାର ଲୋକଙ୍କ ମନୋରଜନର କେନ୍ଦ୍ରବିନ୍ଦୁ ହୋଇ ପାରିବ।
Sign in
Sign in
Recover your password.
A password will be e-mailed to you.