Browsing Category

ବୌଦ୍ଧ

ବୌଦ୍ଧ ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ବୌଦ୍ଧ: ବୌଦ୍ଧ ସ୍ୱତନ୍ତ୍ର ଉପକାରାଗାରରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି। ବିଚାରାଧୀନ ଭାବରେ ଥିବା କଣ୍ଟାମାଳ ବ୍ଲକ କଲରାକୋଠା ଗ୍ରାମର ଅରକ୍ଷିତ ସାହୁ(୩୨)ଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା…

ବ୍ୟାଙ୍କ ଅଧିକାରୀ ସ୍ବାମୀଙ୍କୁ ଖୋଜୁଛନ୍ତି ଓକିଲ ପତ୍ନୀ

ବୌଦ୍ଧ: ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ସମ୍ମୁଖରେ ଜଣେ ମହିଳା ଧାରଣାରେ ବସିଛନ୍ତି। ସ୍ବାମୀ ଠିକ ସମୟରେ ଭରଣ ପୋଷଣ ଖର୍ଚ୍ଚ ଦେଉନଥିବା ଅଭିଯୋଗ କରିବା ସହ ସ୍ବାମୀଙ୍କ ସହ ଏକାଠି ରହିବା ଜିଦରେ ଅଟଳ ରହିଛନ୍ତି। ମହିଳାଙ୍କ ଅଭିଯୋଗ ଅନୁସାରେ ୨୦୧୯ ଏପ୍ରିଲ ୬ ତାରିଖରେ ପୁରୀରେ ଷ୍ଟେଟ…

କୁନି ବୈଜ୍ଞାନିକ ସମ୍ବର୍ଦ୍ଧିତ

କଣ୍ଟାମାଲ :-ବୌଦ୍ଧ ଜିଲା କଣ୍ଟାମାଲ ବ୍ଲକ ଖଟଖଟିଆ ଶ୍ରୀ ଜଗନ୍ନାଥ ଉଛବିଦ୍ୟାପୀଠ ର ଛାତ୍ରୀ ସ୍ୱରୁପା ପଲିଆ ଙ୍କ ପ୍ରୋଜେକ୍ଟ ମଲ୍ଟି ଏଜ ହାଇଟେକ ବେସିନ ଜାତୀୟ ସ୍ତରକୁ ମନୋନୀତ ହୋଇ ଦିଲ୍ଲୀ ବିଜ୍ଞାନ ଭବନରେ ପ୍ରଦର୍ଶିତ ହେଲାପରେ ଛାତ୍ରୀ ସ୍ୱରୂପାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ…

ବୌଦ୍ଧ ଜିଲାରେ କପାମଣ୍ଡି ସ୍ଥାପନ କରିବାକୁ ଚାଷୀଙ୍କ ଦାବି ।

ବୌଦ୍ଧ: କୃଷି ଭିତ୍ତିକ ବୌଦ୍ଧ ଜିଲାରେ ଚାଷୀ ସଦାସର୍ବଦା ଅଭାବୀ ବିକ୍ରି ଓ ଦଲାଲଙ୍କ ଦ୍ୱାରା ଶୋଷିତ ହୋଇ ଆସୁଅଛି  । ଧାନ ଫସଲ ହେଉ ଅବା ପନିପରିବା କିମ୍ବା ଧଳା ସୁନା କୁହାଯାଉଥିବା କପା ଫସଲ ମଣ୍ଡି ଅଭାବରୁ ଚାଷୀ ସର୍ବଦା କ୍ଷତି ସହୁଛି । ବାରମ୍ବାର କ୍ଷତି ହେବା ଫଳରେ ଚାଷୀ ଚାଷ ପ୍ରତି…

ମହାନଦୀରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ।

ବୌଦ୍ଧ: ମହାନଦୀର ମର୍ଜାକୁଦ ସେତୁ ତଳେ ମଙ୍ଗଳବାର ଏକ ମୃତଦେହ ପଡ଼ିଥିବା ଦେଖାଯାଇଛି। ସକାଳୁ ସକାଳୁ ସେତୁ ଉପରେ କିଛି ଲୋକ ମର୍ଣ୍ଣିଂ ଓ୍ବାକ୍ କରୁଥିବା ବେଳେ ମୃତଦେହଟି ପଡ଼ିଥିବାର ଦେଖି ବୌଦ୍ଧ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହ…

୧୦୭ କେଜି ଗଂଜେଇ ସହ ବଲେରୋ ଜବତ

ବୌଦ୍ଧ : (ବିବି ନିୟୁଜ ବ୍ୟୁରୋ) ଆଜି ବୌଦ୍ଧ ଜ଼ିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୧୦୭ କେଜି ଗଂଜେଇ ସହିତ ଗୋଟାଏ ବଲେରୋ ଏସ୍ ଏଲ୍ ଇ  ରେଜିଷ୍ଟ୍ରେସନ ନମ୍ବର ଓଆର୍ ୧୯ ଏମ୍ ୦୭୯୫ କୁ ଜବତ କରିବା ସହିତ ଘଟଣା ସ୍ଥଳ ରେ ଜଣକୁ ଗିରଫ କରିଛି l ଏବଂ ପୁରା ଘଟଣାର ଅନୁସନ୍ଧାନ ଚାଲିଥିବା ସୂଚନା ମିଳିଛି…