Browsing Category

ବୌଦ୍ଧ

ବୌଦ୍ଧ ଜିଲାରେ କପାମଣ୍ଡି ସ୍ଥାପନ କରିବାକୁ ଚାଷୀଙ୍କ ଦାବି ।

ବୌଦ୍ଧ: କୃଷି ଭିତ୍ତିକ ବୌଦ୍ଧ ଜିଲାରେ ଚାଷୀ ସଦାସର୍ବଦା ଅଭାବୀ ବିକ୍ରି ଓ ଦଲାଲଙ୍କ ଦ୍ୱାରା ଶୋଷିତ ହୋଇ ଆସୁଅଛି  । ଧାନ ଫସଲ ହେଉ ଅବା ପନିପରିବା କିମ୍ବା ଧଳା ସୁନା କୁହାଯାଉଥିବା କପା ଫସଲ ମଣ୍ଡି ଅଭାବରୁ ଚାଷୀ ସର୍ବଦା କ୍ଷତି ସହୁଛି । ବାରମ୍ବାର କ୍ଷତି ହେବା ଫଳରେ ଚାଷୀ ଚାଷ ପ୍ରତି…

ମହାନଦୀରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ।

ବୌଦ୍ଧ: ମହାନଦୀର ମର୍ଜାକୁଦ ସେତୁ ତଳେ ମଙ୍ଗଳବାର ଏକ ମୃତଦେହ ପଡ଼ିଥିବା ଦେଖାଯାଇଛି। ସକାଳୁ ସକାଳୁ ସେତୁ ଉପରେ କିଛି ଲୋକ ମର୍ଣ୍ଣିଂ ଓ୍ବାକ୍ କରୁଥିବା ବେଳେ ମୃତଦେହଟି ପଡ଼ିଥିବାର ଦେଖି ବୌଦ୍ଧ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହ…

୧୦୭ କେଜି ଗଂଜେଇ ସହ ବଲେରୋ ଜବତ

ବୌଦ୍ଧ : (ବିବି ନିୟୁଜ ବ୍ୟୁରୋ) ଆଜି ବୌଦ୍ଧ ଜ଼ିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୧୦୭ କେଜି ଗଂଜେଇ ସହିତ ଗୋଟାଏ ବଲେରୋ ଏସ୍ ଏଲ୍ ଇ  ରେଜିଷ୍ଟ୍ରେସନ ନମ୍ବର ଓଆର୍ ୧୯ ଏମ୍ ୦୭୯୫ କୁ ଜବତ କରିବା ସହିତ ଘଟଣା ସ୍ଥଳ ରେ ଜଣକୁ ଗିରଫ କରିଛି l ଏବଂ ପୁରା ଘଟଣାର ଅନୁସନ୍ଧାନ ଚାଲିଥିବା ସୂଚନା ମିଳିଛି…